Home କେନ୍ଦ୍ରାପଡ଼ା କେନ୍ଦ୍ରାପଡାରେ ଅତ୍ୟାଧୁନିକ ଲାମିନେସନ ମେସିନ ଉଦଘାଟିତ

କେନ୍ଦ୍ରାପଡାରେ ଅତ୍ୟାଧୁନିକ ଲାମିନେସନ ମେସିନ ଉଦଘାଟିତ

30

କେନ୍ଦ୍ରାପଡ଼ା ୧୬ -୧୧ (ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ) : କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ଗରାପୁରସ୍ଥିତ ବଳଦେବ ଆଡ ମିଡିଆ ପରିସରରେ ମଙ୍ଗଳବାର ଏକ ଅତ୍ୟାଧୁନିକ ଲାମିନେସନ ମେସିନ ଉଦଘାଟିତ ହୋଇଯାଇଛି। କେନ୍ଦ୍ରାପଡା ଅର୍ବାନ କୋପରେଟିଭ ବ୍ୟାଙ୍କର ମୁଖ୍ୟ ନିର୍ବାହୀ ଅଧିକାରୀ ସୁଶିଲ କୁମାର ସାମଲ ଅତିଥି ଭାବେ ଯୋଗଦେଇ ଜିଲ୍ଲାର ପ୍ରଥମ ଅତ୍ୟାଧୁନିକ ଲାମିନେସନ ମେସିନକୁ ଆନୁଷ୍‌ଠାନିକ ଭାବେ ଉଦଘାଟନ କରିଥିଲେ। ଏହି କାର୍ଯ୍ୟକ୍ରମରେ ଅନ୍ୟତମ ଅତିଥି ଭାବେ ଜିଲ୍ଲା ପ୍ରତିଭା ପୂଜା ସଂସଦ ସଭାପତି ପ୍ରଦିପ କୁମାର ମହାନ୍ତି, ବଳଦେବ ଆଡ ମିଡିଆର ସତ୍ୱାଧିକାରୀ ଶୃତିରଞ୍ଜନ ସ୍ୱାଇଁ, ଶୁଭକାନ୍ତ ରାଉତ, ଦେବାଶିଷ ସାମଲ, ସନ୍ତୋଷ କୁମାର ବେହେରା ପ୍ରମୁଖ ଉପସ୍ଥିତ ଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.