Home ଓଡ଼ିଶା କେତୋଟି ଓଏଏସ ପଦବି ଖାଲି ?

କେତୋଟି ଓଏଏସ ପଦବି ଖାଲି ?

125

ଭୁବନେଶ୍ଵର, ୦୧/୦୮, (ଓଡ଼ିଆ ପୁଅ /ପଙ୍କଜିନୀ ନାୟକ): ଓଡିଶାର କେତୋଟି ଓଏଏସ ପଦବି ଖାଲି ରହିଛି ବୋଲି ବିରମୀତ୍ରପୁର ବିଜେପି ବିଧାୟକ ଶଙ୍କର ଓରାମଙ୍କ ପ୍ରଶ୍ନ କରିଥିବା ବେଳେ ଏହାର ଉତ୍ତର ରଖିଛନ୍ତି ମନ୍ତ୍ରୀ ସୁଦାମ ମାରାଣ୍ଡି। ତେବେ ରାଜ୍ୟରେ ୪୪୨ଟି ଓଏଏସ ପଦବି ଖାଲି ରହିଥିବା ରାଜସ୍ବ ଓ ବିପର୍ଯୟ ମନ୍ତ୍ରୀ ସୁଦାମ ମାରାଣ୍ଡି ଗୃହରେ ତଥ୍ୟ ରଖିଛନ୍ତି।

ମନ୍ତ୍ରୀଙ୍କ କହିଛନ୍ତି ଯେ, ବର୍ତ୍ତମାନ ଖାଲିଥିବା ୧୭୧୧ ଓଏଏସ ପଦବିରୁ ୧୨୬୯ ଓଏଏସ ଅଫିସର ନିଯୁକ୍ତ ହୋଇଛନ୍ତି। ଓଏଏସ କ୍ୟାଡରରୁ ଅନ୍ୟ କ୍ୟାଡର ପଦନ୍ନୋତି କରାଯିବ ନାହିଁ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.