Home କୋରାପୁଟ କୃଷ୍ଣଚୁଡା ଗଛ ପଡି ୨ ଯୁବକ ଗୁରୁତର

କୃଷ୍ଣଚୁଡା ଗଛ ପଡି ୨ ଯୁବକ ଗୁରୁତର

639

କୋରାପୁଟ ୧୪-୦୬ (ଓଡିଆ ପୁଅ /ରଂଜନ କୁମାର ଦାସ)କୋରାପୁଟ ରେଲବାଇ କଲୋନୀରେ ଏକ କୃଷ୍ଣଚୁଡା ଗଛ ପଡିଯିବାରୁ ୨ ଜଣ ଯୁବକ ଗୁରୁତର ଆହତ ହୋଇ କୋରାପୁଟ ସହୀଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ ଓ ହସପିଟାଲରେ ଭର୍ତି ହୋଇଥିବା ଜଣାପଡିଛି।ରେଲବାଇ ପଡିଆରେ କ୍ରିକେଟ ମ୍ୟାଚ ଚାଲିଥିବା ବେଳେ କୋରାପୁଟର ଦେବରାଜ ଖିଲ ଓ ଜୟପୁରର ରାଜେନ୍ଦ୍ର ଖିଲ ନିଜ ଗାଡି ଉପରରେ ବସି ଖେଳ ଦେଖୁଥିବା ବେଳେ ହଠାତ ଗଛ ଭାଙ୍ଗି ପଡିଥିଲା।ତତକ୍ଷଣାତ ୨ ଜଣଙ୍କୁ ହସପିଟାଲ ଅଣାଯାଇଥିଲା। ଦେବରାଜଙ୍କ ମୁଣ୍ଡରେ ଆଘାତ ହୋଇଥିବା ବେଳେ ରାଜେନ୍ଦ୍ରଙ୍କ ଅଂଟାରେ ମାଡ ହୋଇଥିବା ଜଣାପଡିଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.