Home ଜିଲ୍ଲା ପରିକ୍ରମା କୂଅରେ ପଡି ଯୁବକର ମୃତ୍ୟୁ, ଅଗ୍ନିଶମ ବିଭାଗ ଦ୍ୱାରା ମୃତଦେହ ଉଦ୍ଧାର

କୂଅରେ ପଡି ଯୁବକର ମୃତ୍ୟୁ, ଅଗ୍ନିଶମ ବିଭାଗ ଦ୍ୱାରା ମୃତଦେହ ଉଦ୍ଧାର

14

ଭଦ୍ରକ, ୨୧ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲା ଧାମନଗର ବ୍ଲକ ଅନ୍ତର୍ଗତ ଶୋହଡ଼ା ପଂଚାୟତ ର ଷଣ୍ଢପୁର ଗ୍ରାମ ର ରବୀନ୍ଦ୍ର ଜେନା ଙ୍କ ପୁଅ ଲିପୁନ ଜେନା( ୨୨) ଘର ପାଖରେ ଥିବା ଏକ କୁଅର ପାଚେରୀ ଉପରେ ବସିଥିବା ବେଳେ ହଠାତ ଲିପୁର ମୁଣ୍ଡ ଘୁରାଇ ଦେଇଥିଲେ ଫଳରେ ସେ କୂଅ ଭିତରେ ପଡି ଯାଇଥିଲା । ଏବଂ ଅଥଳ ଥଳ ପାଣି ରେ ବୁଡି ଯାଇଥିଲେ ।ଖବର ପାଇ ଧାମନଗର ଅଗ୍ନିସମ ବିଭାଗ ର ଅଧିକାରୀ ବିଶ୍ୱଜିତ ରାଉତ, ଅନ୍ୟ କର୍ମ ଚାରି ରାଜେନ୍ଦ୍ର ଦେଓ,ସଞ୍ଜୟ ମାଝୀ,ଜଗନ୍ନାଥ ସାହୁ, ଯୁନରାମ ମାରାଣ୍ଡି ଘଟଣା ସ୍ଥଳରେ ପହଂଚି ଅନେକ କୌଶଳ ଲଗାଇ ଲିପୁନୁ କୁ କୂଅ ଭିତରୁ ଉଦ୍ଧାର କରି ଭଦ୍ରକ ଡ଼ାକ୍ତର ଖାନା ପଠାଇ ଥିବା ବେଳେ ଡ଼ାକ୍ତର ତାକୁ ମୃତ ଘୋଷଣା କରିଥିଲେ। ଏ ସଂପର୍କରେ ଧାମନଗର ପୋଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରିଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.