Home ଜିଲ୍ଲା ପରିକ୍ରମା କୁଆମରା ଠାରେ ପାଳଗଦାରେ ନିଆଁ, ୨ଏକର ଜମିର ନଡା ସଂପୂର୍ଣ ନଷ୍ଟ

କୁଆମରା ଠାରେ ପାଳଗଦାରେ ନିଆଁ, ୨ଏକର ଜମିର ନଡା ସଂପୂର୍ଣ ନଷ୍ଟ

6

ଭଦ୍ରକ, ୯ା୩ (ଓଡିଆ ପୁଅ / ସ୍ନିଗ୍ଧା ରାୟ) – ଚାନ୍ଦବାଲି ବ୍ଲକ କୁଆମରା ଠାରେ ବିଦ୍ୟୁତ ସଟସର୍କିଟରୁ ଏକ ପାଳଗଦାରେ ନିଆଁ ଲାଗି ସଂପୂର୍ଣ ନଷ୍ଟ ହୋଇଯାଇଛି। ପ୍ରାପ୍ତ ଖବର ଅନୁଯାଇ କୁଆମରା ଗ୍ରାମର ଛବିଦାସ ଙ୍କ ପାଳଗଦା ଉପର ଦେଇ ବିଦ୍ୟୁତ ସରବରାହ ହେଉଥିବା ବେଳେ ସଟସର୍କିଟ ଯୋଗୁ ଆଜି ଅପରାହ୍ନ ୧୨ଟା ସମୟରେ ଛବିଦାସଙ୍କ ୨ଟି ପାଳ ଗଦାରେ ନିଆଁ ଲାଗି ସଂପୂର୍ଣ ପୋଡି ଯାଇଛି। ଖବର ପାଇଁ ଧାମରା ଅଗ୍ନିଶମ ବାହିନୀ ସେଠାରେ ଯାଇ ପଂହଚିଥିଲେ ମଧ୍ୟ ୨ଏକର ଜମିରୁ ସଂଗୃହୀତ ହୋଇଥିବା ସମସ୍ତ ନଡା ପୋଡି ନଷ୍ଟ ହୋଇଯାଇଥିବା ଅଗ୍ନିଶମ ବିଭାଗ ନିକଟରୁ ପ୍ରକାଶ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.