Home Top News କିଛି ସମୟ ମଧ୍ୟରେ ଆରମ୍ଭ ଭାରତ ପାକିସ୍ତାନ ମଧ୍ୟରେ ଟି ୨୦ ବିଶ୍ୱକପ – ବାଲୁକା...

କିଛି ସମୟ ମଧ୍ୟରେ ଆରମ୍ଭ ଭାରତ ପାକିସ୍ତାନ ମଧ୍ୟରେ ଟି ୨୦ ବିଶ୍ୱକପ – ବାଲୁକା କଳା ମାଧ୍ୟମରେ ଟିମ ଇଣ୍ଡିଆକୁ ଶୁଭେଚ୍ଛା ବାର୍ତ୍ତା

65

ପୁରୀ ୨୪ -୧୦ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) ଆଜି ଭାରତ ପାକିସ୍ତାନ ମଧ୍ୟରେ ଟି ୨୦ ବିଶ୍ୱକପ ମ୍ୟାଚ ଖେଳ ହେବ। ଏଥିପାଇଁ ଫ୍ୟାନ ମାନଙ୍କ ଭିତରେ ନାହିଁ ନ ଥିବା ଉତ୍ସାହ। ସମସ୍ତେ ଟିମ ଇଣ୍ଡିଆକୁ ବିଜୟ ନେଇ ଶୁଭେଚ୍ଛା ବାର୍ତ୍ତା ଦେଇଛନ୍ତି।ସେହିପରି ବାଲୁକା ଚିତ୍ରଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ମଧ୍ୟରେ ପୁରୀ ବେଳାଭୂମିରେ ଏକ ସୁନ୍ଦର ବାଲୁକା ଚିତ୍ରକଳା କରି ଟିମ ଇଣ୍ଡିଆକୁ ଶୁଭେଚ୍ଛା ଦେଇଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.