Home ଜିଲ୍ଲା ପରିକ୍ରମା କରୋନା ନେଲା ଦୁଇଭାଇଙ୍କ ଜୀବନ

କରୋନା ନେଲା ଦୁଇଭାଇଙ୍କ ଜୀବନ

107

ଭଦ୍ରକ, ୩ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – କରୋନାରେ ଦୁଇଭାଙ୍କ ମୃତ୍ୟୁ ସ୍ଥାନୀୟ ଅଂଚଳରେ ଶୋକରା ଛାୟା ଖେଳାଇ ଦେଇଛି । ମିଳିଥିବା ସୂଚନା ଅନୁଯାଇ, ଭଦ୍ରକ ଜିଲ୍ଲା ବାସୁଦେବପୁର ପଂଚାୟତ ସମିତି ଅଧିନ ଗୋପବନ୍ଧୁନଗର ପଂଚାୟତର ବସନ୍ତ ଜାନାଙ୍କ ଦୁଇପୁଅ ଭରତ ଜାନା(୬୨) ଓ ଶତ୍ରୁଘ୍ନ ଜାନା(୫୫)ଙ୍କ କରୋନାରେ ଚିକିତ୍ସାଧିନ ଅବସ୍ଥାରେ ମୃତ୍ୟୁ ଘଟିଛି । ତେବେ ଜୁନ ମାସ ୨୪ ତାରିଖରେ ଶତ୍ରୁଘ୍ନଙ୍କ ଏମସରେ ମୃତ୍ୟୁ ଘଟିଥିବା ବେଳେ ଭରତଙ୍କର ଚଳିତ ମାସ ୧ତାରିଖରେ ସମ ହସପିଟାଲରେ ମୃତ୍ୟୁ ଘଟିଥିବା ସମାଜସେବୀ ଅମୂଲ୍ୟ ମାଇତି ସୂଚନା ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.