Home Coronavirus Outbreak କରୋନା ନେଲା ଆଉ ୨ଟି ପ୍ରାଣ

କରୋନା ନେଲା ଆଉ ୨ଟି ପ୍ରାଣ

845

ଭୁବନେଶ୍ୱର: ଘାତକ କରୋନା ଭାରତରେ ଆଉ ଦୁଇଟି ମୁଣ୍ଡ ନେଇଛି। ତନ୍ମଧ୍ୟରୁ ଗୁଜୁରାଟର ଜଣେ ୪୫ ବର୍ଷ ବ୍ୟକ୍ତିଙ୍କ ସମେତ ଜାମ୍ମୁ କାଶ୍ମୀରର ଜଣେ ବୟସ୍କ ବ୍ୟକ୍ତି ଅଛନ୍ତି। ଏହାକୁ ମିଶାଇ ଭାରତରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୨୫ରେ ପହଞ୍ଚିଛି। /-ଦେବଦତ୍ତ ରଥ

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.