Home Coronavirus Outbreak କରୋନାପାଇଁ କେନ୍ଦ୍ରାପଡା ଜିଲ୍ଲା ପ୍ରଶାସନର ତ୍ବରିତ ପଦକ୍ଷେପ

କରୋନାପାଇଁ କେନ୍ଦ୍ରାପଡା ଜିଲ୍ଲା ପ୍ରଶାସନର ତ୍ବରିତ ପଦକ୍ଷେପ

347

କେନ୍ଦ୍ରାପଡା ୧୨.୦୪ (ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ) – କରୋନାପାଇଁ କେନ୍ଦ୍ରାପଡା ଜିଲ୍ଲା ପ୍ରଶଓସନ ପକ୍ଷରୁ ଅତ୍ୟାବଶ୍ୟକୀୟ ତ୍ବରିତ ପଦକ୍ଷେପ ମାନ ଗ୍ରହଣ କରାଯାଇ ଅଛି ଓ ଅଓଜିସୁଧା ଜିଲ୍ଲାର ପ୍ରାଥମିକ ଏବଂ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ୧୪୨୯୬୧ ଛାତ୍ରଛାତ୍ରୀଂକୁ ମଧ୍ୟଓନ ଭୋଜନର ଶୁଖିଲା ଖାଦ୍ୟ କୁପନ୍ ବଣ୍ଟନ କରାଯାଇଅଛି ଓ ଜିଲ୍ଲାର ସମସ୍ତ୨୪୯ଟି ଗ୍ରାମପଂଚଓୟତରେ ୨୮୩ଟି ଅସ୍ଥାୟୀ ସ୍ବାସ୍ଥ୍ୟକେନ୍ଦ୍ର ଖୋଲା ଯାଇ ୧୨୪୬୬ଗୋଟି ଶଯ୍ୟା ପ୍ରସ୍ତୁତ କରାଯାଇଅଛି ଓସେହିପରି କେନ୍ଦ୍ରାପଡା ଓ ପଟ୍ଟାମୁଣ୍ଡାଇ ପୌରାନ୍ଚଳରେ ୧୩ ଗୋଟି ଅସ୍ଥାୟୀ ସ୍ବାସ୍ଥ୍ୟ କେନ୍ଦ୍ର ଖୋଲାଯଓଇ ୫୫୭ଗୋଟି ଶଯ୍ୟା ପ୍ରସ୍ତୁତ କରାଯାଇଅଛି ଓ କରୋନା ରୋଗୀ ମଓନଂକର ସ୍ବାସ୍ଥ୍ୟ ସେବାପାଇଂ କେନ୍ଦ୍ରାପଡା ସ୍ବୟଂଶାସିତ ମହାବିଦ୍ୟାଳୟରେ ୩୦୦ଟି ଶଯ୍ୟା ପ୍ରସ୍ତୁତ କରାଯାଇଥିବାବେଳେ ଓଡିଶା ଆଦର୍ଶ ବିଦ୍ୟାଳୟରେ ୧୬୦ଟି, ସରକାରୀ ପଲିଟେକ୍ନିକ୍, ଛତାରେ ୨୬୦ଟି ଓ ପଟ୍ଟଓମୁଣ୍ଡାଇ ଓ:ବି:ସି ଛାତ୍ରାବାସରେ ୧୫୦ଟି, କେନ୍ଦ୍ରାପଡା ସଓନ୍ଧ୍ୟ ମହାବିଦ୍ୟାଳୟରେ ୧୩୦ ଗୋଟି କୋଭିଡ଼ ଶଯ୍ୟା ପ୍ରସ୍ତୁତ କରାଯାଇଅଛି ଓ ଖାଦ୍ୟ ସୁରକ୍ଷାଯୋଜନାରେ ଅଜିସୁଧା ଜିଲ୍ଲାର ୧୦୪୫୧୪୫ହିତାଧିକାରୀଂକୁ ସେମଓନଂକର ଏକକାଳୀନ ୩ମଓସର ଚାଉଳ ବଣ୍ଟନକରାଯାଇଛି ଓ ବିଦେଶରୁ ଆସିଥିବା ଜିଲ୍ଲାର ୫୮୯ ଜଣ ପଂଜୀକୃତ ହୋଇଥିବାବେଳେ ରାଜ୍ୟ ବାହାରୁ ଆସିଥିବା ୮୮୯୦ ଜଣଂକୁ ଅଓଜିସୁଧଓ ପଂଜିକୃତ କରାଯାଇଛି ଓ ତାଲାବନ୍ଦ ଆଇନ ଉଲଂଘନ କରିଥିବାରୁ ୭୭ଗୋଟି ମାମଲା ରୁଜୁକରାଯାଇ ୧୩୧ଜଣ ଅଭିଯୁକ୍ତଂକ ନଓମରେ କେଶସହ ୬୬ ଗୋଟି ବାଇକ, ୧୦ଗୋଟି ୪ ଚକିଆ ଓ ୨ ଗୋଟି ଅଟୋରିକ୍ସଓ ଜବତ୍ କରାଯାଇଛି ଏବଂ ୬୯୦୦୦ ଟଂକା ଜରିମାନା ଆଦାୟ କରାଯାଇଅଛି ଓ କେନ୍ଦ୍ରାପଡା ଏବଂ ପଟ୍ଟାମୁଣ୍ଡାଇ ପୌରାନ୍ଚଳର ୩୭୭ ଜଣ ପଂଜିକୃତ ରଓସ୍ତଓକଡ଼ ଉଠାଦୋକାନୀଂକୁ ୩୦୦୦ଟଙ୍କା ଲେଖାଏ ଆର୍ଥିକ ସହାୟତା ପ୍ରଦାନ୍ କରାଯାଇଛି ଓଜିଲାର ୪୮୨୪୫ଜଣ ପଂଜୀକୃତ ନିର୍ମାଣ ଶ୍ରମିକକୁ ୧୫୦୦ ଟଂକଓ ଲେଖାଏ ଆର୍ଥିକ ସହାୟତା ପ୍ରଦଓନ କରାଯାଇଛି ଓ ଜିଲ୍ଲାପାଳ ଶ୍ରୀଯୁକ୍ତ ସମର୍ଥ ବର୍ମା କରୋନା ମୁକାବିଲାରେ ଜିଲ୍ଲାବାସୀଂକର ସହଯୋଗ କାମନା କରି ଜନସାଧାରଣ ସର୍ବଦା ସଜାଗ ଓ ସଚେତନସହ ସଓମାଜିକ ଦୁରତ୍ବ ବଜାୟ ରଖିବାକୁ ଅନୁରୋଧ କରିଛନ୍ତି ଓ ଜନସାଧାରଣଂକ ସୁବିଧା ନିମନ୍ତେ ଜିଲ୍ଲା ପ୍ରଶାସନ ପକ୍ଷରୁ ମଓଇଗ୍ରେସନ ସହାୟତା କେନ୍ଦ୍ର ଯୋଗାଯୋଗ ଚଷକ୍ଟଦ୍ଭର ଘକ୍ଟ.୮୭୬୩୩୪୯୪୩୮ ଉପଲବ୍ଧ କରା ଯାଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.