Home ଓଡ଼ିଶା କଟକ ନଗର ମହିଳା କଂଗ୍ରେସ କମିଟି ଭଙ୍ଗ

କଟକ ନଗର ମହିଳା କଂଗ୍ରେସ କମିଟି ଭଙ୍ଗ

53

ଭୁବନେଶ୍ୱର ୧୨.୮ (ଓଡ଼ିଆ ପୁଅ) – କଟକ ନଗର ମହିଳା କଂଗ୍ରେସ କମିଟି ସାଂଗଠନିକ କାର୍ଯ୍ୟକ୍ରମରେ ଦିନକୁ ଦିନ ଦୁର୍ବଳ ହେଉଥିବାରୁ ଓଡ଼ିଶା ପ୍ରଦେଶ ମହିଳା କଂଗ୍ରେସ କମିଟି ସଭାନେତ୍ରୀ ଶ୍ରୀମତୀ ବନ୍ଦିତା ପରିଡ଼ା କଟକ ନଗର ମହିଳା କଂଗ୍ରେସ କମିଟିର ସଭାନେତ୍ରୀ ପଦବୀ ଓ କମିଟିକୁ ଭଙ୍ଗ କରିଛନ୍ତି ବୋଲି ଓଡ଼ିଶା ପ୍ରଦେଶ ମହିଳା କଂଗ୍ରେସ ଶ୍ରୀମତୀ ପରିଡ଼ା ଏକ ପ୍ରେସ ବିଜ୍ଞପ୍ତିରେ ଜଣାଇଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.