Home ଓଡ଼ିଶା କଟକ ଜିଲ୍ଲାରେ ଝାଡାବାନ୍ତି ଆତଙ୍କ

କଟକ ଜିଲ୍ଲାରେ ଝାଡାବାନ୍ତି ଆତଙ୍କ

102

କଟକ,୦୫/୦୯,(ଓଡ଼ିଆ ପୁଅ ପି ନାଏକ): କଟକ ଜିଲ୍ଲା ନରସିଂହପୁର ବ୍ଲକ ଗଣଗଣା ଗାଁରେ ଝାଡାବାନ୍ତି ଆତଙ୍କ । ୨୦ରୁ ଅଧିକ ଲୋକ ଝାଡାବାନ୍ତିରେ ଆକ୍ରାନ୍ତ ହୋଇ ନରସିଂହପୁର ମେଡିକାଲରେ ଭର୍ତ୍ତି ହୋଇଛନ୍ତି । ଏବେ ସେମାନଙ୍କ ଅବସ୍ଥା ଭଲ ଥିବା ଡାକ୍ତର ସୂଚନା ଦେଇଛନ୍ତି । ଗତ ତିନି ତାରିଖରେ ଗାଁଲୋକେ ସୁଧିକ୍ରିୟାରେ ଖାଇବାକୁ ଯାଇଥିଲେ । ଏହା ପରେ ସେମାନଙ୍କୁ ଝାଡାବାନ୍ତି ହୋଇଥିବା ଅଭିଯୋଗ ହୋଇଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.