Home ଓଡ଼ିଶା କଟକ ଜଗତପୁର ଶିଳ୍ପାଞ୍ଚଳରେ ପୁଣି ନକଲି ମସଲା ଓ ହଳଦୀ ଗୁଣ୍ଡ କାରଖାନା ଉପରେ ଚଢ଼ାଉ

କଟକ ଜଗତପୁର ଶିଳ୍ପାଞ୍ଚଳରେ ପୁଣି ନକଲି ମସଲା ଓ ହଳଦୀ ଗୁଣ୍ଡ କାରଖାନା ଉପରେ ଚଢ଼ାଉ

27

କଟକ : ୨୨/୧ (ଓଡ଼ିଆ ପୁଅ /ଅଭୟ ଜେନା) ଜଗତପୁର ଶିଳ୍ପାଞ୍ଚଳରେ ପୁଣି ନକଲି ମସଲା ଗୁଣ୍ଡ, ହଳଦୀ ଗୁଣ୍ଡ, ଲଙ୍କା ଗୁଣ୍ଡ ପ୍ରସ୍ତୁତ ପାଇଁ ଏକ କାରଖାନାକୁ ପୋଲିସ ଓ ସି ଏମ ସି ସ୍କ୍ୱା ଡ଼ ଜବତ କରିଛନ୍ତି। ଏଠାରେ ବହୁ ଭେଜାଲ ସାମଗ୍ରୀ ସମେତ ପ୍ରସ୍ତୁତ ପାଇଁ ଯନ୍ତ୍ରପାତି, ପ୍ୟାକିଂ ସାମଗ୍ରୀ ଲେବୁଲ, ଷ୍ଟିକର ଆଦି ଜବତ ହୋଇଛି। କାରଖାନା ମାଲିକ ଓ ଅନ୍ୟଜଣେ ବ୍ୟକ୍ତି କୁ ରଖି ଅଧିକ ତଦନ୍ତ କରାଯାଉଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.