ଭୁବନେଶ୍ୱର ୨୧-୧୨ (ଓଡ଼ିଆ ପୁଅ) ରାଜ୍ୟରେ ପ୍ରଥମ ଓମିକ୍ରନ ମାମଲା ଆସିଛି। ତେବେ ରାଜ୍ୟରେ ୨ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ହୋଇଥିବା ଜଣାପଡ଼ିଛି।
ଜଣେ ନାଇଜେରିଆ ଏବଂ ଅନ୍ୟ ଜଣେ କତାର ଫେରନ୍ତା।
୨ ଜଣଙ୍କଠାରେ ‘ଓମିକ୍ରନ’ ଭାରିଆଣ୍ଟ ଚିହ୍ନଟ ହୋଇଥିବା ILS ସୂଚନା ଦେଇଛି। ଉଭୟଙ୍କର ଜିନମ ସିକ୍ବେନ୍ସିଂ ପରେ ଓମିକ୍ରନ ଭାରିଆଣ୍ଟ ଚିହ୍ନଟ ହୋଇଛି।
୨ ଆକ୍ରାନ୍ତ ହେଲେ କଟକ ଓ ଜଗତସିଂହପୁରର।