Home ଓଡ଼ିଶା ଓଲଟିଲା ବସ

ଓଲଟିଲା ବସ

742

ଗଜପତି,୧୮/୧୦,(ଓଡ଼ିଆ ପୁଅ ପି ନାଏକ): ଆଜି ଗଜପତି ମାର୍ଲଭା ଘାଟିର ତିତିସିଂ ନିକଟରେ ଏକ ମର୍ମନ୍ତୁଦ ସଡ଼କ ଘଟିଛି । ସୂଚନା ଅନୁସାରେ,ଇସ୍ପାତ ନାମକ ଘରୋଇ ବସ୍‌ ଭୁବନେଶ୍ୱରରୁ ପାରଳାଖେମୁଣ୍ଡି ଅଭିମୁଖେ ଆସୁଥିବା ବେଳେ ଦୁର୍ଘଟଣା ଗସ୍ତ ହୋଇଛି । ଫଳରେ ଏହି ଦୁର୍ଘଟଣାରେ ୬ ଜଣ ଗୁରୁତର ହୋଇଛନ୍ତି । ଉକ୍ତ ବସରେ ୨୫ ଜଣ ଯାତ୍ରୀ ଥିବା ବେଳେ ଭାରସାମ୍ୟ ହରାଇ ବସଟି ଓଲଟି ପଡିଥିଲା । ଖବର ପାଇ ପୋଲିସ ପହଞ୍ଚିବା ସହ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ପରେ ସମସ୍ତ ଆହତଙ୍କୁ ନିକଟସ୍ଥ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି ।

 

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.