Home ଓଡ଼ିଶା ଓବିସି ମୋର୍ଚ୍ଚାର ନୂତନ ଦାୟୀତ୍ୱ ଘୋଷଣା: – ଋାଧେଶ୍ୟାମ ବାରିକ ଓ କରିଶ୍ମା ମହାକୁଡଙ୍କୁ ରାଜ୍ୟ...

ଓବିସି ମୋର୍ଚ୍ଚାର ନୂତନ ଦାୟୀତ୍ୱ ଘୋଷଣା: – ଋାଧେଶ୍ୟାମ ବାରିକ ଓ କରିଶ୍ମା ମହାକୁଡଙ୍କୁ ରାଜ୍ୟ ସଂପାଦକ; ବିନୟ କୁମାର ରାଉତଙ୍କୁ ରାଜ୍ୟ ସଂଯୋଜକ (କ୍ରୀଡା ଓ ପ୍ରଶିକ୍ଷଣ) ଦାୟୀତ୍ୱ

54

ଭୁବନେଶ୍ୱର, ୨୭/୦୭ (ଓଡ଼ିଆ ପୁଅ) : ରାଜ୍ୟ ସଭାପତି ଶ୍ରୀ ସମୀର ମହାନ୍ତିଙ୍କ ଅନୁମୋଦନକ୍ରମେ ବିଜେପି ଓବିସି ମୋର୍ଚ୍ଚା ରାଜ୍ୟ ସଭାପତି ଶ୍ରୀ ସୁରଥ ବିଶ୍ୱାଳ ମୋର୍ଚ୍ଚାର ରାଜ୍ୟ ପଦାଧିକାରୀଙ୍କ ନାମ ଘୋଷଣା କରିଛନ୍ତି। ରାଜ୍ୟ ସଂପାଦକ ଭାବେ ରାଧେଶ୍ୟାମ ବାରିକ (ସମ୍ବଲପୁର) ଓ କରିଶ୍ମା ମହାକୁଡ (ରାଇରଙ୍ଗପୁର) ଏବଂ ରାଜ୍ୟ ସଂଯୋଜକ (କ୍ରୀଡା ଓ ପ୍ରଶିକ୍ଷଣ) ଭାବେ ବିନୟ କୁମାର ରାଉତ (ଭୁବନେଶ୍ୱର) ଙ୍କୁ ଦାୟୀତ୍ୱ ପ୍ରଦାନ କରାଯାଇଛି ବୋଲି ଶ୍ରୀ ବିଶ୍ୱାଳ ସୂଚନା ଦେଇଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.