Home ଓଡ଼ିଶା ଏହି ବାଇକ ଦେଇଥାଏ ୯୯ କିମି ମାଇଲେଜ

ଏହି ବାଇକ ଦେଇଥାଏ ୯୯ କିମି ମାଇଲେଜ

1251

ନୂଆଦିଲ୍ଲୀ,୧୩/୦୮,(ଓଡ଼ିଆ ପୁଅ /ପଙ୍କଜିନୀ ନାୟକ): ଭାରତରେ ସମସ୍ତ ଆବଶ୍ୟକତା ଅନୁଯାୟୀ ବାଇକ୍ ରହିଛି କିନ୍ତୁ ସବୁଠାରୁ ଅଧିକ ଡିମାଣ୍ଡ ୧୦୦ସିସି ବାଇକର ରହିଛି। କାରଣ ଏହାର ଦାମ କମ୍ ହୋଇଥାଏ ଏବଂ ମାଇଲେଜ୍ ଅଧିକ ହୋଇଥାଏ।

ସେହିଭଳି ଏଣ୍ଟ୍ରି ଲେବଲ ସେଗମେଣ୍ଟରେ ଅନେକ ବାଇକ ମହଜୁଦ ରହିଛି କିନ୍ତୁ ଯେଉଁ ଦୁଇ ବାଇକ ବିଷୟରେ ଆମେ କହୁଛୁ ତାହା ବହୁତ ଭଲ ଭାଇଲେଜ ଦେଇଥାଏ। ତେବେ ଆସନ୍ତୁ ଜାଣିବା ସେହି ବିଷୟରେ

ଲମ୍ବା ସମୟ ଧରି ଏହି ବାଇକ ଭାରତରେ ମହଜୁଦ ରହିଛି। ନିଜର ୧୦୦cc ସେଗମେଣ୍ଟର ଏହା ସବୁଠାରୁ ସପୋର୍ଟୀ ଏବଂ ବହୁତ ଭଲ ଦେଖାଯାଉଥିବା ବାଇକ ଅଟେ। ଏଥିରେ ୧୦୦ccର DURALIFE ଇଞ୍ଜିନ ଲାଗିଛି ଯାହା ୭.୮PSର ପାୱାର ଦେଇଥାଏ।

ଉତ୍ତମ ବ୍ରେକିଂ ସହିତ ଏଥିରେ Synchronized Braking Technology (SBT) ସାମିଲ କରାଯାଇଛି। SBT ସାହାଯ୍ୟରେ ଆଗ ଏବଂ ପଛ ବ୍ରେକ ଏକା ସାଥିରେ ଲାଗିଥାଏ। ଯାହାଦ୍ବାରା ବହୁତ ଭଲ ବ୍ରେକିଂ ମିଳିଥାଏ। ଏହାସହିତ ରାଇଡରଙ୍କୁ ସମ୍ପୂର୍ଣ୍ଣ ଭାବରେ ସୁରକ୍ଷା ମିଳିଥାଏ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.