Home Coronavirus Outbreak ଏହି ଆହ୍ଵାନପୂର୍ଣ୍ଣ ସମୟରେ ଭାରତ- ବ୍ରାଜିଲ ଭାଗିଦାରୀ ଆହୁରି ସୁଦୃଢ଼ ହୋଇଛି : ପ୍ରଧାନମନ୍ତ୍ରୀ

ଏହି ଆହ୍ଵାନପୂର୍ଣ୍ଣ ସମୟରେ ଭାରତ- ବ୍ରାଜିଲ ଭାଗିଦାରୀ ଆହୁରି ସୁଦୃଢ଼ ହୋଇଛି : ପ୍ରଧାନମନ୍ତ୍ରୀ

1936

ନୂଆ ଦିଲ୍ଲୀ ୧୧-୪ (ଓଡ଼ିଆ ପୁଅ) ଏହି ଆହ୍ଵାନପୂର୍ଣ୍ଣ ସମୟରେ ଭାରତ ଓ ବ୍ରାଜିଲ ଭାଗିଦାରୀ ଆହୁରି ସୁଦୃଢ଼ ହୋଇଛି ବୋଲି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି। ବ୍ରାଜିଲକୁ ହାଇଡ୍ରୋକ୍ସି କ୍ଲୋରୋକୁଇନ ଯୋଗାଣ ନିମନ୍ତେ ଭାରତର ନିଷ୍ପତ୍ତି ପରେ ବ୍ରାଜିଲ ରାଷ୍ଟ୍ରପତି ଜେୟର ଏମ ବୋଲ୍ସେନାରୋ ଟ୍ଵିଟ କରି କୃତଜ୍ଞତା ବ୍ୟକ୍ତ କରିବା ପରେ ପ୍ରତିକ୍ରିୟା ପ୍ରକାଶ କରି ଶ୍ରୀ ନରେନ୍ଦ୍ର ମୋଦୀ ଏହା କହିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.