Home ଜିଲ୍ଲା ପରିକ୍ରମା ଏସ୍‌.ବି.ଡ଼ି ଇଂଟରନ୍ୟାସ୍‌ନାଲ ସ୍କୁଲ୍ ପରିସରେର ବିଶ୍ୱ ଯୋଗ ଦିବସ ପାଳିତ

ଏସ୍‌.ବି.ଡ଼ି ଇଂଟରନ୍ୟାସ୍‌ନାଲ ସ୍କୁଲ୍ ପରିସରେର ବିଶ୍ୱ ଯୋଗ ଦିବସ ପାଳିତ

12

ଭଦ୍ରକ, ୨୨ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ସ୍ଥିତ ରାଜ୍ୟର ଅନ୍ୟତମ ଅଗ୍ରଣୀ ଶିକ୍ଷାନୁଷ୍ଠାନ ଏସ୍‌.ବି.ଡ଼ି. ଇଂଟରନ୍ୟାସ୍‌ନାଲ ସ୍କୁଲ୍ ପରିସରେର ବିଶ୍ୱ ଯୋଗ ଦିବସ ପାଳିତ ହୋଇଯାଇଛି। ଏହି ଉତ୍ସବେର ସସ୍‌୍ମିତା ଦାସ ଓ ଜୟଶ୍ରୀ ସାହୁ ଯଥାକ୍ରେମ ମୁଖ୍ୟ ଅତିଥି ଓ ସମ୍ମାନୀୟ ଅତିଥି ଭାବେ ଯୋଗ ଦେଇ ବିଦ୍ୟାଳୟର ଚେୟାରମ୍ୟାନ ଦେବାଶିଷ ଦିକ୍ଷିତ୍‌, ନିଦ୍ଦେର୍ଶକ ତଥା ଅଧ୍ୟକ୍ଷ ଯୁଧିଷ୍ଠିର ଦେବତା, ମାଗର୍ଦଶର୍କ ପ୍ରଫେସର ଶୈଳେନ୍ଦ୍ର ମହାପାତ୍ର ଏବଂ ଦେବେନ୍ଦ୍ର ଶତ୍‌ପଥୀ, ମାଡ଼ାମ୍ ଚେୟାରମ୍ୟାନ୍ ଆଶାବରୀ କରଙ୍କ ଗହଣେର ପ୍ରଦୀପ ପ୍ରଜ୍ୱଳନ କରି ଉତ୍ସବକୁ ଆନୁଷ୍ଠାନିକ ଭାବେ ଉଦ୍‌ଘାଟନ କରିଥିଲେ। ନିର୍ଦ୍ଦେଶକ ଶ୍ରୀ ଦିକ୍ଷିତ ନିଜସ୍ୱ ସ୍ୱାଗତ ସମ୍ଭାଷଣରେ ସମସ୍ତଙ୍କୁ ବିଶ୍ୱ ଯୋଗ ଦିବସ ଉପଲକ୍ଷେ ଅଭିବାଦନ ଜଣାଇବା ସହ ଉପସ୍ଥିତ କମର୍ଚାରୀବୃନ୍ଦଙ୍କୁ ଯୋଗର ଉପକାରିତା ସଂପର୍କରେ ଅବଗତ କରାଇଥେôଲ। ଚେୟାରମ୍ୟାନ୍ ଶ୍ରୀ ଦିକ୍ଷିତ୍ ଯୋଗର ବିଭିନ୍ନ ଦିଗ ସଂପର୍କେର ସମସ୍ତଙ୍କୁ ଅବଗତ କରାଇବା ସହ ଯୋଗକୁ ଗୁରୁତ୍ୱ ଦେବା ପାଇଁ ପରାମର୍ଶ ଦେଇଥେôଲ। ମାଗର୍ଦଶର୍କ ମହାପାତ୍ର ବିଶ୍ୱଶାନ୍ତି ସ୍ଥାପନ କ୍ଷେତ୍ରେର ଯୋଗର ଭୂମିକା ସଂପର୍କରେ ରେଖାପାତ କରିଥେôଲ। ମୁଖ୍ୟ ଅତିଥି ସମୃଦ୍ଧ ଭାରତ ଏବଂ ଯୋଗର ଭୂମିକା ସଂପର୍କରେ ଅବଗତ କରାଇଥିଲେ। ସମ୍ମାନୀୟ ଅତିଥି ଉପସ୍ଥିତ ଦର୍ଶକଗଣଙ୍କୁ ଯୋଗ ଏବଂ ଚରିତ୍ର ଗଠନ ସଂପର୍କରେ ସମସ୍ତଙ୍କୁ ଅବଗତ କରାଇଥିଲେ। ଏହି ଅବସରରେ କମର୍ଚାରୀବୃନ୍ଦଙ୍କ ଦ୍ୱାରା ଯୋଗ ପ୍ରଦଶର୍ନ କରାଯାଇଥିଲା। ସର୍ବଶେଷରେ କାର୍ଯ୍ୟକ୍ରମର ସଫଳ ରୂପାୟନ ପାଇଁ ବିଦ୍ୟାଳୟ ତରଫରୁ ସମସ୍ତଙ୍କୁ ଧନ୍ୟବାଦ ପ୍ରଦାନ କରାଯାଇଥିଲା।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.