Home Top News ଏଲୋନ୍ ମସ୍କ ଟ୍ୱିଟର ଚୁକ୍ତିରେ ଲଗାଇଲେ ‘ବ୍ରେକ୍’, ଜାଣନ୍ତୁ କ’ଣ ପାଇଁ ହେଲା ହୋଲ୍ଡ

ଏଲୋନ୍ ମସ୍କ ଟ୍ୱିଟର ଚୁକ୍ତିରେ ଲଗାଇଲେ ‘ବ୍ରେକ୍’, ଜାଣନ୍ତୁ କ’ଣ ପାଇଁ ହେଲା ହୋଲ୍ଡ

30

ନୂଆ ଦିଲ୍ଲୀ ୧୩-୫ (ଓଡ଼ିଆ ପୁଅ) ମାଇକ୍ରୋ ବ୍ଲଗିଂ ପ୍ଲାଟଫର୍ମ ଟ୍ୱିଟର ସହିତ ତାଙ୍କର ଚୁକ୍ତି ସାମୟିକ ଭାବେ ସ୍ଥଗିତ ରଖାଯାଇଛି ବୋଲି ଏଲୋନ୍ ମସ୍କ ଶୁକ୍ରବାର କହିଛନ୍ତି। ମସ୍କ ଟ୍ୱିଟରରେ ଏହି ସୂଚନା ଦେଇଛନ୍ତି। ଏଲୋନ୍ ମସ୍କ କହିଛନ୍ତି ଯେ, ଟ୍ୱିଟରରେ ସ୍ପାମ୍ କିମ୍ବା ନକଲି ଆକାଉଣ୍ଟଗୁଡିକ ପ୍ରକୃତରେ ୫% ରୁ କମ୍? ଏହି ହିସାବର ବିବରଣୀ ଏପର୍ଯ୍ୟନ୍ତ ଉପଲବ୍ଧ ନାହିଁ। ଏଭଳି ପରିସ୍ଥିତିରେ ଏହି ଡିଲକୁ ବର୍ତ୍ତମାନ ପର୍ଯ୍ୟନ୍ତ ସ୍ଥଗିତ ରଖାଯାଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.