Home ଅପରାଧ ଏଫ.ସି.ଆଇ.ର ଜଗୁଆଳିଙ୍କୁ ହତ୍ୟା

ଏଫ.ସି.ଆଇ.ର ଜଗୁଆଳିଙ୍କୁ ହତ୍ୟା

250

ବାଲେଶ୍ୱର୧୮ା୧୨(ଓଡିଆ ପୁଅ/ବିରଞ୍ଚିନାରାୟଣ ପତ୍ରୀ) ବାଲେଶ୍ୱର ଜିଲ୍ଲା ସହଦେବଖୁଣ୍ଟା ଥାନା ଅଞ୍ଚଳର ଗୁଡିପଦାରେ ଥିବା ଏଫ.ସି.ଆଇର ଜଗୁଆଳିଙ୍କୁ ମାରଣାସ୍ତ୍ରରେ ହାଣି ହତ୍ୟା କରାଯାଇଥିବା ପୁଲିସ ପ୍ରାଥମିକ ତଦନ୍ତରୁ ଜଣିବାକୁ ପାଇଛି । ମୃତ ଜଗୁଆଳି ମଢା ମରାଣ୍ଡି ବୋଲି ଜଣାପଡିଥିବା ବେଳେ ଜଗୁଆଳି ସହିତ ରହୁଥିବା ମହିଳା ଫେରାର ହୋଇଯାଇଥିବା ପରେ ପୁଲିସକୁ ହତ୍ୟାର କାରଣ କଣ ହୋଇପାରେ ତାହା ଚିନ୍ତାରେ ପକାଇଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.