Home Top News ଏନ୍ଏମଏ ପକ୍ଷରୁ ଏନ୍ଓସି ମିଳିବା ପରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ କାର୍ଯ୍ୟ ଜୋରଦାର

ଏନ୍ଏମଏ ପକ୍ଷରୁ ଏନ୍ଓସି ମିଳିବା ପରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ କାର୍ଯ୍ୟ ଜୋରଦାର

22

ପୁରୀ ୨୨-୯ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ କୁ ନେଇ ଏନ୍ ଏମ ଏ ପକ୍ଷରୁ ଏନ୍ ଓ ସି ମିଳିବା ପରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ କାର୍ଯ୍ୟ କୁ ଜୋରଦାର କରାଯାଇଛି। ଗଣ୍ଡୁଆ ଚଉରା ଛକ ରେ ଥିବା କପାଳ ଲୋଚନ ମନ୍ଦିର ର କିଛି ଦୋକାନ ଗୃହ ଉଛେଦ କରାଯାଇଛି।ଉପ ଜିଲ୍ଲାପାଳ ଭବ ତରଣ ସାହୁ ଙ୍କ ଉପସ୍ଥିତି ରେ ଏହି ଉଛେଦ କରଯାଇଛି। ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ର ୯୫ ପ୍ରତିଶତ ଜମି ଅଧିଗ୍ରହଣ ଶେଷ ହୋଇଛି। ଅବଶିଷ୍ଟ ଜମି ପର୍ଯ୍ୟାୟ କ୍ରମେ ଅଧିଗ୍ରହଣ ହେବ। ସେହିପରି ଶ୍ରୀମନ୍ଦିର କୁ ସଂଯୋଗ କରୁଥିବା ଲୋକନାଥ ରୋଡ ଓ ବାଲି ସାହୀ ରାସ୍ତା ର ସମ୍ପ୍ରସାରଣ ପାଇଁ ଆଗାମୀ ଦିନରେ ଉଛେଦ କାର୍ଯ୍ୟ ଆରମ୍ଭ ହେବ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.