Home ଓଡ଼ିଶା ଉଚ୍ଛେଦକୁ ବସ୍ତିବାସିନ୍ଦାଙ୍କ ବିରୋଧ

ଉଚ୍ଛେଦକୁ ବସ୍ତିବାସିନ୍ଦାଙ୍କ ବିରୋଧ

362

ରାୟଗଡ଼ା,୨୬/୧୦,(ଓଡ଼ିଆ ପୁଅ ପି ନାୟକ): ବସ୍ତିବାସିନ୍ଦା ଜାଗା ଉଚ୍ଛେଦ କୁ ତିବ୍ର ବିରୋଧ । ଆଜି ରାୟଗଡରେ ଡିଆରଏମ ଅଫିସ୍‌ ନିର୍ମାଣ ପୂର୍ବରୁ ବସ୍ତିବାସିନ୍ଦାଙ୍କୁ ଉଚ୍ଛେଦ ଜାରି ରହିଥିବା ବେଳେ ଏହାକୁ ବିରୋଧ କରିଛନ୍ତ ସ୍ଥାନୀୟ କୋଇଲାପଡା ବାସିନ୍ଦା । ତେବେ ଗତକାଲି ବସ୍ତି ବାସିନ୍ଦାଙ୍କୁ ଥଇଥାନ ଓ ଉଚ୍ଛେଦକୁ ୩ ମାସ ପର୍ଯ୍ୟନ୍ତ ସ୍ଥଗିତ ରଖିବା ଦାବିରେ କୋଇଲାପଡା ଓ ରଇତ କୋଲନି ବସ୍ତି ବାସିନ୍ଦା ଏକ ଶୋଭାଯାତ୍ରାରେ ଆସି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ଜିଲ୍ଲାପାଳଙ୍କୁ ସାକ୍ଷାତ କରି  ଏକ ସ୍ମାରକପତ୍ର ପ୍ରଦାନ କରିଥିବା ବେଳେ ବସ୍ତିବାସିନ୍ଦାଙ୍କ ନିମିତ୍ତ ଜାଗା ଚିହ୍ନଟ କାର୍ଯ୍ୟ ଜାରି ରହିଛି, ଶୀଘ୍ର ସେମାନଙ୍କୁ ଥଇଥାନ କରାଯିବ ବୋଲି କହିଛନ୍ତି ଜିଲ୍ଳାପାଳ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.