Home ଜିଲ୍ଲା ପରିକ୍ରମା ଇରମ ପାକ୍ସ ରଶ୍ମିରଞ୍ଜନ କବାଟଙ୍କୁ ଚାକିରୀରୁ ନିଲମ୍ବନ କଲେ ଜିଲାପାଳ

ଇରମ ପାକ୍ସ ରଶ୍ମିରଞ୍ଜନ କବାଟଙ୍କୁ ଚାକିରୀରୁ ନିଲମ୍ବନ କଲେ ଜିଲାପାଳ

8

ଭଦ୍ରକ, ୨୩ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଆଜି ଭଦ୍ରକ ଜିଲ୍ଲାପାଳ ଦିଲ୍ଲୀପ ରାଉତରାଏଙ୍କ ଆଦେଶ ସଂଖ୍ୟା ୧୯୩୮ ତା ୨୩.୦୯.୨୫ ରିଖ ମୂଳେ ସମ୍ପାଦକ, ଇରମ ପାକ୍ସ ରଶ୍ମି ରଞ୍ଜନ କବାଟ ଙ୍କୁ ନିଲମ୍ବନ କରାଯାଇଛି । ଏହି ନିଲମ୍ବନ ଏଚଆର ପଲିସି ଅଫ୍ ପାକ୍ସ ଷ୍ଟାଫ୍‌, ୨୦୧୧ ର କ୍ଲଜ୍ ୨୧(ଏ) ଅନୁଯାୟୀ କରାଯାଇଅଛି । ସମ୍ପୃକ୍ତ ସମ୍ପାଦକ ବେଆଇନ୍ ଭାବରେ ସାର ଚାଲାଣ କରୁଥିବା ସମୟ ରେ ମ୍ୟାନେଜିଂ କମିଟି ର ସଦସ୍ୟ ମାନେ ଧରିଥିଲେ। ତହସିଲଦାର, ବାସୁଦେବପୁର ଓ ସହାୟକ କୃଷି ଅଧିକାରୀ ଙ୍କ ର ମିଳିତ ତଦନ୍ତ ରିପୋର୍ଟ କୁ ଭିତି କରି ଜିଲ୍ଲାପାଳ ସଂପୃକ୍ତ ସମ୍ପାଦକ ଙ୍କୁ ନିଲମ୍ବନ କରିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.