Home Top News ଇଦ୍‌ ଉଲ ଫିତର ୨୦୨୨ : ମଇ ୩ ରେ ଇଦ୍ ପାଳନ ହେବ –...

ଇଦ୍‌ ଉଲ ଫିତର ୨୦୨୨ : ମଇ ୩ ରେ ଇଦ୍ ପାଳନ ହେବ – ମର୍କଜୀ ଚାନ୍ଦ କମିଟିର ଘୋଷଣା

136

ଲକ୍ଷ୍ନୌ ୧-୫ (ଓଡ଼ିଆ ପୁଅ) ୟୁପିର ରାଜଧାନୀ ଲକ୍ଷ୍ନୌ ସମେତ ଦେଶର କୌଣସି ଅଞ୍ଚଳରେ ଆଜି ରବିବାର ଚନ୍ଦ୍ର ଦୃଶ୍ୟମାନ ହେଉ ନଥିଲା। ଏହା ପରେ ମାର୍କାଜୀ ଚାନ୍ଦ କମିଟିର ସାଦର ମୌଲାନା ଖାଲିଦ ରସିଦ ଫରଙ୍ଗୀ ମହାଲି ଘୋଷଣା କରିଛନ୍ତି ଯେ ଇଦ୍ ପର୍ବ ମଇ ୩ ରେ ପାଳନ କରାଯିବ। ଏଥିରୁ ଏହା ସ୍ପଷ୍ଟ ହୋଇଛି ଯେ ମଙ୍ଗଳବାର ଦିନ ସମଗ୍ର ଦେଶରେ ଇଦ୍ ପାଳନ କରାଯିବ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.