Home ଓଡ଼ିଶା ଆସନ୍ତା କାଲି ବିଜେପୁର ଉପନିର୍ବାଚନ ଫଳାଫଳ

ଆସନ୍ତା କାଲି ବିଜେପୁର ଉପନିର୍ବାଚନ ଫଳାଫଳ

163

ଭୁବନେଶ୍ଵର,୨୩/୧୦,(ଓଡ଼ିଆ ପୁଅ ପି ନାୟକ): ଆସନ୍ତା କାଲି ପ୍ରକାଶ ପାଇବ ବିଜେପୁର ଉପନିର୍ବାଚନ ଫଳାଫଳ । ଏନେଇ ସମସ୍ତଙ୍କ ମଧ୍ୟରେ ରେ ଉତ୍ସାହ ଦେଖିବାକୁ ମିଳିଛି । ହାତୀ କାହା ମୁଣ୍ଡରେ ସୁନା କଳସ ଢାଳିଛି, ତାହା କାଲି ହିଁ ଜଣାପଡିବ । ଏଥିପାଇଁ ସମସ୍ତ ପ୍ରକାର ସୁରକ୍ଷା ବ୍ୟବସ୍ଥା କୁ କଡାକଡି କରାଯାଇଛି ।  ୧୦ ପ୍ଲାଟୁନ ଓଏସଏଏଫ, ୧ କମ୍ପାନି ସିଆରପିଏଫ ମୁତୟନ କରାଯାଇଛି । ଜଣେ ଏଏସପି, ୨ଡିଏସପି, ୮ ଇନ୍‌ସ୍ପେକ୍ଟର, ୨୧ ଏସ ଆଇ ଓ ASIଙ୍କୁ ସୁରକ୍ଷା ଦାୟିତ୍ୱରେ ନିୟୋଜିତ କରାଯାଇଛି । ନକ୍ସଲ ପ୍ରଭାବିତ ଅଞ୍ଚଳରେ ସ୍ୱତନ୍ତ୍ର ସୁରକ୍ଷା ବ୍ୟବସ୍ଥା କରାଯାଇଥିବା ମଧ୍ୟ ଏସ୍‌ପି ସୂଚନା ଦେଇଛନ୍ତି ।

 

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.