Home ଅପରାଧ  ଆମ୍ବୁଲାନ୍ସ ପିଟିଲା ଟ୍ରକକୁ ; ଜଣେ ମୃତ ଦୁଇ ଆହତ

 ଆମ୍ବୁଲାନ୍ସ ପିଟିଲା ଟ୍ରକକୁ ; ଜଣେ ମୃତ ଦୁଇ ଆହତ

527

ଯାଜପୁର୫ା୧୨(ଓଡିଆ ପୁଅ/ବିରଞ୍ଚିନାରାୟଣ ପତ୍ରୀ) ଯାଜପୁର ଜିଲ୍ଲାର ବ୍ୟାସନଗର ଦଳା ଛକରେ ଅଜି ଏକ ଆମ୍ବୁଲାନ୍ସ ଦୃର୍ଘଟଣାରେ ଘଟଣା ସ୍ଥଳରେ ଜଣେ ମହିଳାଙ୍କର ମୃତ୍ୟୁ ହୋଇଥିବା ବେଳେ ଆମ୍ବୁଲାନ୍ସ ଡ୍ରାଇଭର ଓ ଜଣେ ଶିଶୁ ଆହତ ହୋଇଥିବା ଜଣାପଡିଛି। ମୃତ ବରଣ କରିଥିବା ମହିଳଙ୍କ ଘର ବରୀ ଅଞ୍ଚଳର ଚୁଡାକଳରେ ବୋଲି ଜଣା ପଡିଥିଲେହେଁ ସମ୍ପୁର୍ଣ୍ଣ ପରିଚୟ ମିଳିପାରିନାହିଁ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.