Home ଜିଲ୍ଲା ପରିକ୍ରମା ଆଦର୍ଶ ପ୍ରଧାନମନ୍ତ୍ରୀ ଗ୍ରାମ ଯୋଜନାରେ ବିଭିନ୍ନ ପ୍ରକଳ୍ପ ପାଇଁ ସଭା

ଆଦର୍ଶ ପ୍ରଧାନମନ୍ତ୍ରୀ ଗ୍ରାମ ଯୋଜନାରେ ବିଭିନ୍ନ ପ୍ରକଳ୍ପ ପାଇଁ ସଭା

61

ବାହାନଗା,୩ା୩(ଭାରତୀ ଦାସ / ଓଡ଼ିଆ ପୁଅ ) : ବାଲେଶ୍ୱର ଜିଲ୍ଲା ରେମୁଣାବ୍ଲକ ତାଳପଦାରେ ପ୍ରଧାନମନ୍ତ୍ରୀ ଆଦର୍ଶ ଗ୍ରାମ ଯୋଜନାରେ ଦ୍ୱିତୀୟ କିସ୍ତିରେ ନୁତନ ପ୍ରକଳ୍ପ ପାଇଁ ଏକ ବୈଠକ ହୋଇଥିଲ।। ଏହି ବୈଠକରେ ଏପିଡ଼ି ନିଲୁ ମହାପାତ୍ର, ସମାଜସେବୀ ଅନିରୁଦ୍ଧ ଦାସ , ସରପଞ୍ଚ ରଶ୍ମିତା ଦାସ, ଜିଆରଏସ କାଶିନାଥ ବିଶ୍ୱାଳ, ସମାଜସେବୀ ହରେନ୍ଦ୍ର ମଲ୍ଲିକଙ୍କ ସହ ବହୁ ଗ୍ରାମବାସୀ ଉପସ୍ଥିତ ରହି ଗ୍ରାମର ୱାଟର ସପ୍ଲାଇ, ସିସି ରୋଡ଼, ଟିୱେଲ, ହାଇମାକ୍ସ ଲାଇଟ ଓ ଶିକ୍ଷାନୁଷ୍ଠାନକୁ ସହ ବିଭିନ୍ନ ପ୍ରକଳ୍ପ ବାବଦରେ ଆଲୋଚନା ହୋଇଥିଲା । ୪୦ଲକ୍ଷ ଟଙ୍କାର ବ୍ୟୟ ବରାତ ପ୍ରକଳ୍ପ ବୋଲି ଜଣାପଡ଼ିଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.