Home Top News ଆଜି (୨୪ ଅକ୍ଟୋବର) ପୁଣି ବଢ଼ିଲା ପେଟ୍ରୋଲ-ଡିଜେଲ ଦର, ମାଲକାନଗିରିରେ ପେଟ୍ରୋଲ ଦର ୧୧୪.୧୩ ଟଙ୍କା...

ଆଜି (୨୪ ଅକ୍ଟୋବର) ପୁଣି ବଢ଼ିଲା ପେଟ୍ରୋଲ-ଡିଜେଲ ଦର, ମାଲକାନଗିରିରେ ପେଟ୍ରୋଲ ଦର ୧୧୪.୧୩ ଟଙ୍କା – ଜାଣନ୍ତୁ ଆପଣଙ୍କ ଜିଲ୍ଲାର ମୂଲ୍ୟ କେତେ?

64

ନୂଆ ଦିଲ୍ଲୀ ୨୪ -୧୦ (ଓଡ଼ିଆ ପୁଅ) ଦୁଇ ଦିନର ବ୍ରେକ୍‌ ପରେ ପୁଣି ରାଷ୍ଟ୍ରାୟତ୍ତ ତୈଳ କମ୍ପାନୀଗୁଡିକ ଦ୍ୱାରା ୨୦ ତାରିଖଠାରୁ କ୍ରମାଗତ ପଞ୍ଚମ ଦିନ ପୁଣି ପେଟ୍ରୋଲ ଏବଂ ଡିଜେଲ ଦର ପୁଣି ବୃଦ୍ଧି କରିଛନ୍ତି। ତେବେ ଆଜି ମଧ୍ୟ ତୈଳ ଦର ବୃଦ୍ଧିପାଇଛି। ଆଜି ଡିଜେଲର ମୂଲ୍ୟ ୩୩ ରୁ ୪୯ ପଇସା ବୃଦ୍ଧି ପାଇଥିବାବେଳେ ପେଟ୍ରୋଲର ମୂଲ୍ୟ ୩୫ ରୁ ୪୬ ପଇସା ବୃଦ୍ଧି ପାଇଛି।

ରାଜ୍ୟରେ ମାଲକାନଗିରିରେ ପେଟ୍ରୋଲ ଦର ୧୧୪.୧୩ ଟଙ୍କାରେ ପହଁଚିଛି।

ଜାଣନ୍ତୁ ଆପଣଙ୍କ ସହରରେ ମୂଲ୍ୟ କେତେ?
ମେଟ୍ରୋ ସହର ଗୁଡ଼ିକରେ ଦର

ସହର ଆଜିର ଦର ଗତକାଲିର ଦର ପରିବର୍ତ୍ତିତ ଦର
ନୂଆଦିଲ୍ଲୀ ୧୦୭.୫୯ ୧୦୭.୨୪ ୦.୩୫
କୋଲକାତା ୧୦୮.୧୧ ୧୦୭.୭୮ ୦.୩୩
ମୁମ୍ବାଇ ୧୧୩.୪୬ ୧୧୩.୧୨ ୦.୩୪
ଚେନ୍ନାଇ ୧୦୪.୬୮ ୧୦୪.୨୨ ୦.୪୬
ଗୁରୁଗାଓଁ ୧୦୪.୮୧ ୧୦୪.୬୧ ୦.୨
ନୋଏଡା ୧୦୪.୯୩ ୧୦୪.୫୫ ୦.୩୮
ବାଙ୍ଗାଲୋର ୧୧୧.୩୪ ୧୧୦.୯୮ ୦.୩୬
ଭୁବନେଶ୍ୱର ୧୦୮.୫୫ ୧୦୮ ୦.୫୫
ଚଣ୍ଡିଗଡ଼ ୧୦୩.୫୫ ୧୦୩.୨୧ ୦.୩୪
ହାଇଦ୍ରାବାଦ ୧୧୧.୯୧ ୧୧୧.୫୫ ୦.୩୬
ଜୟପୁର ୧୧୪.୯୩ ୧୧୪.୪୮ ୦.୪୫
ଲକ୍ଷ୍ନୌ ୧୦୪.୫୪ ୧୦୪.୦୨ ୦.୫୨
ପାଟନା ୧୧୧.୫୪ ୧୧୦.୮୪ ୦.୭
ତ୍ରୀଭେନ୍ଦ୍ରମ୍ ୧୦୯.୮୪ ୧୦୯.୪୯ ୦.୩୫
ସହର ଆଜିର ଦର ଗତକାଲିର ଦର ପରିବର୍ତ୍ତିତ ଦର
ନୂଆଦିଲ୍ଲୀ ୯୬.୩୨ ୯୫.୯୭ ୦.୩୫
କୋଲକାତା ୯୯.୪୩ ୯୯.୦୮ ୦.୩୫
ମୁମ୍ବାଇ ୧୦୪.୩୮ ୧୦୪ ୦.୩୮
ଚେନ୍ନାଇ ୧୦୦.୭୪ ୧୦୦.୨୫ ୦.୪୯
ଗୁରୁଗାଓଁ ୯୬.୭୩ ୯୬.୫୨ ୦.୨୧
ନୋଏଡା ୯୭.୧୩ ୯୬.୭୪ ୦.୩୯
ବାଙ୍ଗାଲୋର ୧୦୨.୨୩ ୧୦୧.୮୬ ୦.୩୭
ଭୁବନେଶ୍ୱର ୧୦୫.୦୭ ୧୦୪.୫ ୦.୫୭
ଚଣ୍ଡିଗଡ଼ ୯୬.୦୩ ୯୫.୬୮ ୦.୩୫
ହାଇଦ୍ରାବାଦ ୧୦୫.୦୮ ୧୦୪.୭ ୦.୩୮
ଜୟପୁର ୧୦୬.୧୭ ୧୦୫.୭୧ ୦.୪୬
ଲକ୍ଷ୍ନୌ ୯୬.୭୮ ୯୬.୨୭ ୦.୫୧
ପାଟନା ୧୦୩.୨ ୧୦୨.୫୭ ୦.୬୩
ତ୍ରୀଭେନ୍ଦ୍ରମ୍ ୧୦୩.୫୧ ୧୦୩.୧୪ ୦.୩୭

ଆପଣ ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟ ମଧ୍ୟ ଏସଏମଏସ ମାଧ୍ୟମରେ ଜାଣିପାରିବେ। ଇଣ୍ଡିଆନ୍ ଓଏଲ୍ ୱେବସାଇଟ୍ ଅନୁଯାୟୀ, ଆପଣଙ୍କୁ RSP ଏବଂ ଆପଣଙ୍କ ସିଟି କୋଡ୍ ଲେଖିବାକୁ ପଡିବ ଏବଂ ଏହାକୁ ୯୨୨୪୯୯୨୨୪୯ ନମ୍ବରକୁ ପଠାଇବାକୁ ପଡିବ। ପ୍ରତ୍ୟେକ ସହର ପାଇଁ କୋଡ୍ ଅଲଗା, ଯାହାକୁ ଆପଣ IOCL ୱେବସାଇଟରୁ ପାଇବେ।

ପୁନଶ୍ଚସୂଚନାଯୋଗ୍ୟଯେ, ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟ ପ୍ରତିଦିନ ସକାଳ ୬ ଟାରେ ବଦଳିଥାଏ। ସକାଳ ୬ ଟାରୁ ନୂତନ ଦର ପ୍ରଯୁଜ୍ୟ। ପେଟ୍ରୋଲ ଏବଂ ଡିଜେଲ ମୂଲ୍ୟରେ ଏକ୍ସାଇଜ୍ ଡ୍ୟୁଟି, ଡିଲର କମିଶନ ଏବଂ ଅନ୍ୟାନ୍ୟ ଜିନିଷ ଯୋଡିହେବା ପରେ ଏହାର ମୂଲ୍ୟ ପ୍ରାୟ ଦ୍ୱିଗୁଣିତ ହୁଏ।

ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ପେଟ୍ରୋଲ ଏବଂ ଡିଜେଲ ଦର

ସହର/ଜିଲ୍ଲାର ନାମ ଆଜିର ଦର ଗତକାଲିର ଦର ପରିବର୍ତ୍ତିତ ଦର
ଅନୁଗୁଳ ୧୧୦.୧୯ ୧୧୦.୦୬ ୦.୧୩
ବାଲେଶ୍ୱର ୧୦୮.୭୯ ୧୦୮.୪୯ ୦.୩
ବରଗଡ ୧୦୯.୫୭ ୧୦୯.୪୫ ୦.୧୨
ଭଦ୍ରକ ୧୦୯.୦୯ ୧୦୮.୭୩ ୦.୩୬
ଭୁବନେଶ୍ୱର ୧୦୮.୫୫ ୧୦୮ ୦.୫୫
ବଲାଙ୍ଗୀର ୧୧୧.୦୪ ୧୧୦.୬ ୦.୪୪
ବୌଦ୍ଧ ୧୧୦.୧ ୧୧୦.୧୯ -୦.୦୯
କଟକ ୧୦୮.୯ ୧୦୯.୦୬ -୦.୧୬
ଦେବଗଡ଼ ୧୦୯.୩୬ ୧୦୯.୦୧ ୦.୩୫
ଢେଙ୍କାନାଳ ୧୦୯.୬୫ ୧୦୯.୨୫ ୦.୪
ଗଜପତି ୧୧୧.୦୨ ୧୧୦.୬୬ ୦.୩୬
ଗଞ୍ଜାମ ୧୦୯.୨ ୧୦୯.୬୭ -୦.୪୭
ଜଗତସିଂହପୁର ୧୦୮.୭୮ ୧୦୮.୩୧ ୦.୪୭
ଯାଜପୁର ୧୦୮.୭୩ ୧୦୮.୯୯ -୦.୨୬
ଝାରସୁଗୁଡ଼ା ୧୦୮.୫୭ ୧୦୮.୨୩ ୦.୩୪
କଳାହାଣ୍ଡି ୧୧୧.୯୮ ୧୧୧.୬୨ ୦.୩୬
କନ୍ଧମାଳ ୧୧୦.୯୬ ୧୧୦.୯୫ ୦.୦୧
କେନ୍ଦ୍ରାପଡା ୧୦୮.୪୮ ୧୦୮.୧ ୦.୩୮
କେନ୍ଦୁଝର ୧୧୦.୧୯ ୧୧୦.୩ -୦.୧୧
ଖୋର୍ଦ୍ଧା ୧୦୮.୫୫ ୧୦୮ ୦.୫୫
କୋରାପୁଟ ୧୧୩.୫୪ ୧୧୩.୦୪ ୦.୫
ମାଲକାନଗିରି ୧୧୪.୧୩ ୧୧୩.୭୮ ୦.୩୫
ମୟୁରଭଞ୍ଜ ୧୦୮.୯୯ ୧୦୯.୭୧ -୦.୭୨
ନବରଙ୍ଗପୁର ୧୧୨.୮୫ ୧୧୨.୪୧ ୦.୪୪
ନୟାଗଡ଼ ୧୦୯.୩ ୧୦୮.୬୩ ୦.୬୭
ନୂଆପଡ଼ା ୧୧୧.୦୫ ୧୧୧ ୦.୦୫
ପୁରୀ ୧୦୮.୮୨ ୧୦୮.୪୬ ୦.୩୬
ରାୟଗଡ଼ା ୧୧୨.୬୯ ୧୧୧.୦୩ ୧.୬୬
ସମ୍ବଲପୁର ୧୦୯.୨୧ ୧୦୮.୭୫ ୦.୪୬
ସୋନପୁର ୧୧୦.୦୮ ୧୦୯.୬୯ ୦.୩୯
ସୁନ୍ଦରଗଡ ୧୦୮.୮୭ ୧୦୯.୭୯ -୦.୯୨
ସହର ଆଜିର ଦର ଗତକାଲିର ଦର ପରିବର୍ତ୍ତିତ ଦର
ଅନୁଗୁଳ ୧୦୬.୬୫ ୧୦୬.୪୮ ୦.୧୭
ବାଲେଶ୍ୱର ୧୦୫.୩୨ ୧୦୪.୯୯ ୦.୩୩
ବରଗଡ ୧୦୬.୦୮ ୧୦୫.୯୨ ୦.୧୬
ଭଦ୍ରକ ୧୦୫.୬୧ ୧୦୫.୨୩ ୦.୩୮
ଭୁବନେଶ୍ୱର ୧୦୫.୦୭ ୧୦୪.୫ ୦.୫୭
ବଲାଙ୍ଗୀର ୧୦୭.୫ ୧୦୭.୦୩ ୦.୪୭
ବୌଦ୍ଧ ୧୦୬.୫୬ ୧୦୬.୬୧ -୦.୦୫
କଟକ ୧୦୫.୪୧ ୧୦୫.୫୨ -୦.୧୧
ଦେବଗଡ଼ ୧୦୫.୮୮ ୧୦୫.୫ ୦.୩୮
ଢେଙ୍କାନାଳ ୧୦୬.୧୩ ୧୦୫.୭୧ ୦.୪୨
ଗଜପତି ୧୦୭.୪୫ ୧୦୭.୦୭ ୦.୩୮
ଗଞ୍ଜାମ ୧୦୫.୭ ୧୦୬.୧୧ -୦.୪୧
ଜଗତସିଂହପୁର ୧୦୫.୨୭ ୧୦୪.୭୮ ୦.୪୯
ଯାଜପୁର ୧୦୫.୨୩ ୧୦୫.୪୪ -୦.୨୧
ଝାରସୁଗୁଡ଼ା ୧୦୫.୧୧ ୧୦୪.୭୫ ୦.୩୬
କଳାହାଣ୍ଡି ୧୦୮.୪ ୧୦୮.୦୨ ୦.୩୮
କନ୍ଧମାଳ ୧୦୭.୪ ୧୦୭.୩୫ ୦.୦୫
କେନ୍ଦ୍ରାପଡା ୧୦୪.୯୯ ୧୦୪.୫୮ ୦.୪୧
କେନ୍ଦୁଝର ୧୦୬.୬୩ ୧୦୬.୭ -୦.୦୭
ଖୋର୍ଦ୍ଧା ୧୦୫.୦୭ ୧୦୪.୫ ୦.୫୭
କୋରାପୁଟ ୧୦୯.୯ ୧୦୯.୩୮ ୦.୫୨
ମାଲକାନଗିରି ୧୧୦.୪୭ ୧୧୦.୦୯ ୦.୩୮
ମୟୁରଭଞ୍ଜ ୧୦୫.୫୨ ୧୦୬.୧୭ -୦.୬୫
ନବରଙ୍ଗପୁର ୧୦୯.୨୪ ୧୦୮.୭୮ ୦.୪୬
ନୟାଗଡ଼ ୧୦୫.୭୯ ୧୦୫.୧୧ ୦.୬୮
ନୂଆପଡ଼ା ୧୦୭.୫୧ ୧୦୭.୪୧ ୦.୧
ପୁରୀ ୧୦୫.୩୪ ୧୦୪.୯୪ ୦.୪
ରାୟଗଡ଼ା ୧୦୯.୦୬ ୧୦୭.୪୨ ୧.୬୪
ସମ୍ବଲପୁର ୧୦୫.୭୩ ୧୦୫.୨୪ ୦.୪୯
ସୋନପୁର ୧୦୬.୫୭ ୧୦୬.୧୬ ୦.୪୧
ସୁନ୍ଦରଗଡ ୧୦୫.୪୧ ୧୦୬.୨୫ -୦.୮୪

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.