Home Top News ଆଜି (୧୭ ଅକ୍ଟୋବର) ପୁଣି ବଢ଼ିଲା ପେଟ୍ରୋଲ-ଡିଜେଲ ଦର, ମାଲକାନଗିରିରେ ପେଟ୍ରୋଲ ଦର ୧୧୨.୫୨ ଟଙ୍କା...

ଆଜି (୧୭ ଅକ୍ଟୋବର) ପୁଣି ବଢ଼ିଲା ପେଟ୍ରୋଲ-ଡିଜେଲ ଦର, ମାଲକାନଗିରିରେ ପେଟ୍ରୋଲ ଦର ୧୧୨.୫୨ ଟଙ୍କା – ଜାଣନ୍ତୁ ଆପଣଙ୍କ ଜିଲ୍ଲାର ମୂଲ୍ୟ କେତେ?

112

ନୂଆ ଦିଲ୍ଲୀ ୧୭ -୧୦ (ଓଡ଼ିଆ ପୁଅ) ରାଷ୍ଟ୍ରାୟତ୍ତ ତୈଳ କମ୍ପାନୀଗୁଡିକ ଦ୍ୱାରା ଆଜି ପୁଣି ପେଟ୍ରୋଲ ଏବଂ ଡିଜେଲ ଦର ପୁଣି ବୃଦ୍ଧି ପାଇଛି। ଆଜି ଡିଜେଲର ମୂଲ୍ୟ ୩୫ ରୁ ୩୭ ପଇସା ବୃଦ୍ଧି ପାଇଥିବାବେଳେ ପେଟ୍ରୋଲର ମୂଲ୍ୟ ଦିଲ୍ଲୀରେ ୩୩ ରୁ ୩୫ ପଇସା ବୃଦ୍ଧି ପାଇଛି।

ରାଜ୍ୟରେ ମାଲକାନଗିରିରେ ପେଟ୍ରୋଲ ଦର ୧୧୨.୫୨ ଟଙ୍କାରେ ପହଁଚିଛି।

ଜାଣନ୍ତୁ ଆପଣଙ୍କ ସହରରେ ମୂଲ୍ୟ କେତେ?
ମେଟ୍ରୋ ସହର ଗୁଡ଼ିକରେ ଦର

ସହର ଆଜିର ଦର ଗତକାଲିର ଦର ପରିବର୍ତ୍ତିତ ଦର
ନୂଆଦିଲ୍ଲୀ ୧୦୫.୮୪ ୧୦୫.୪୯ ୦.୩୫
କୋଲକାତା ୧୦୬.୪୩ ୧୦୬.୧ ୦.୩୩
ମୁମ୍ବାଇ ୧୧୧.୭୭ ୧୧୧.୪୩ ୦.୩୪
ଚେନ୍ନାଇ ୧୦୩.୦୧ ୧୦୨.୮ ୦.୨୧
ଗୁରୁଗାଓଁ ୧୦୩.୨୭ ୧୦୩.୧୩ ୦.୧୪
ନୋଏଡା ୧୦୩.୦୬ ୧୦୨.୭୨ ୦.୩୪
ବାଙ୍ଗାଲୋର ୧୦୯.୫୩ ୧୦୯.୧୬ ୦.୩୭
ଭୁବନେଶ୍ୱର ୧୦୬.୭୭ ୧୦୬.୪୨ ୦.୩୫
ଚଣ୍ଡିଗଡ଼ ୧୦୧.୮୭ ୧୦୧.୫୩ ୦.୩୪
ହାଇଦ୍ରାବାଦ ୧୧୦.୦୯ ୧୦୯.୭୩ ୦.୩୬
ଜୟପୁର ୧୧୩.୯୪ ୧୧୨.୩୩ ୧.୬୧
ଲକ୍ଷ୍ନୌ ୧୦୨.୭୮ ୧୦୨.୪୯ ୦.୨୯
ପାଟନା ୧୦୯.୨୪ ୧୦୮.୮୪ ୦.୪
ତ୍ରୀଭେନ୍ଦ୍ରମ୍ ୧୦୮.୦୯ ୧୦୮.୦୧ ୦.୦୮
ସହର ଆଜିର ଦର ଗତକାଲିର ଦର ପରିବର୍ତ୍ତିତ ଦର
ନୂଆଦିଲ୍ଲୀ ୯୪.୫୭ ୯୪.୨୨ ୦.୩୫
କୋଲକାତା ୯୭.୬୮ ୯୭.୩୩ ୦.୩୫
ମୁମ୍ବାଇ ୧୦୨.୫୨ ୧୦୨.୧୫ ୦.୩୭
ଚେନ୍ନାଇ ୯୮.୯୨ ୯୮.୬୯ ୦.୨୩
ଗୁରୁଗାଓଁ ୯୫.୧୩ ୯୪.୯୬ ୦.୧୭
ନୋଏଡା ୯୫.୨୧ ୯୪.୮୬ ୦.୩୫
ବାଙ୍ଗାଲୋର ୧୦୦.୩୭ ୧୦୦ ୦.୩୭
ଭୁବନେଶ୍ୱର ୧୦୩.୧୫ ୧୦୨.୭୭ ୦.୩୮
ଚଣ୍ଡିଗଡ଼ ୯୪.୨୯ ୯୩.୯୪ ୦.୩୫
ହାଇଦ୍ରାବାଦ ୧୦୩.୧୮ ୧୦୨.୮ ୦.୩୮
ଜୟପୁର ୧୦୫.୦୫ ୧୦୩.୫୩ ୧.୫୨
ଲକ୍ଷ୍ନୌ ୯୪.୯୭ ୯୪.୬୬ ୦.୩୧
ପାଟନା ୧୦୧.୧୪ ୧୦୦.୭୯ ୦.୩୫
ତ୍ରୀଭେନ୍ଦ୍ରମ୍ ୧୦୧.୬୭ ୧୦୧.୫୬ ୦.୧୧

ଆପଣ ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟ ମଧ୍ୟ ଏସଏମଏସ ମାଧ୍ୟମରେ ଜାଣିପାରିବେ। ଇଣ୍ଡିଆନ୍ ଓଏଲ୍ ୱେବସାଇଟ୍ ଅନୁଯାୟୀ, ଆପଣଙ୍କୁ RSP ଏବଂ ଆପଣଙ୍କ ସିଟି କୋଡ୍ ଲେଖିବାକୁ ପଡିବ ଏବଂ ଏହାକୁ ୯୨୨୪୯୯୨୨୪୯ ନମ୍ବରକୁ ପଠାଇବାକୁ ପଡିବ। ପ୍ରତ୍ୟେକ ସହର ପାଇଁ କୋଡ୍ ଅଲଗା, ଯାହାକୁ ଆପଣ IOCL ୱେବସାଇଟରୁ ପାଇବେ।

ପୁନଶ୍ଚସୂଚନାଯୋଗ୍ୟଯେ, ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟ ପ୍ରତିଦିନ ସକାଳ ୬ ଟାରେ ବଦଳିଥାଏ। ସକାଳ ୬ ଟାରୁ ନୂତନ ଦର ପ୍ରଯୁଜ୍ୟ। ପେଟ୍ରୋଲ ଏବଂ ଡିଜେଲ ମୂଲ୍ୟରେ ଏକ୍ସାଇଜ୍ ଡ୍ୟୁଟି, ଡିଲର କମିଶନ ଏବଂ ଅନ୍ୟାନ୍ୟ ଜିନିଷ ଯୋଡିହେବା ପରେ ଏହାର ମୂଲ୍ୟ ପ୍ରାୟ ଦ୍ୱିଗୁଣିତ ହୁଏ।

ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ପେଟ୍ରୋଲ ଏବଂ ଡିଜେଲ ଦର

ସହର/ଜିଲ୍ଲାର ନାମ ଆଜିର ଦର ଗତକାଲିର ଦର ପରିବର୍ତ୍ତିତ ଦର
ଅନୁଗୁଳ ୧୦୮.୧୪ ୧୦୭.୭୮ ୦.୩୬
ବାଲେଶ୍ୱର ୧୦୭.୨୩ ୧୦୬.୫ ୦.୭୩
ବରଗଡ ୧୦୮.୦୩ ୧୦୭.୭୩ ୦.୩
ଭଦ୍ରକ ୧୦୭.୨ ୧୦୭.୩୩ -୦.୧୩
ଭୁବନେଶ୍ୱର ୧୦୬.୭୭ ୧୦୬.୪୨ ୦.୩୫
ବଲାଙ୍ଗୀର ୧୦୯.୪୯ ୧୦୮.୨୬ ୧.୨୩
ବୌଦ୍ଧ ୧୦୯.୪୭ ୧୦୭.୯୭ ୧.୫
କଟକ ୧୦୭.୨୯ ୧୦୬.୯୯ ୦.୩
ଦେବଗଡ଼ ୧୦୭.୪୨ ୧୦୭.୦୭ ୦.୩୫
ଢେଙ୍କାନାଳ ୧୦୭.୮୩ ୧୦୭.୩୬ ୦.୪୭
ଗଜପତି ୧୦୯.୨୫ ୧୦୯.୨ ୦.୦୫
ଗଞ୍ଜାମ ୧୦୮.୫୪ ୧୦୮.୧୮ ୦.୩୬
ଜଗତସିଂହପୁର ୧୦୬.୨୮ ୧୦୬.୨୧ ୦.୦୭
ଯାଜପୁର ୧୦୭.୦୩ ୧୦୬.୮୮ ୦.୧୫
ଝାରସୁଗୁଡ଼ା ୧୦୬.୮ ୧୦୬.୬୮ ୦.୧୨
କଳାହାଣ୍ଡି ୧୧୦.୩୭ ୧୦୯.୧୨ ୧.୨୫
କନ୍ଧମାଳ ୧୦୯.୧୯ ୧୦୮.୮୩ ୦.୩୬
କେନ୍ଦ୍ରାପଡା ୧୦୬.୬୧ ୧୦୬.୩୫ ୦.୨୬
କେନ୍ଦୁଝର ୧୦୯.୦୮ ୧୦୭.୨୫ ୧.୮୩
ଖୋର୍ଦ୍ଧା ୧୦୬.୭୭ ୧୦୬.୪୨ ୦.୩୫
କୋରାପୁଟ ୧୧୧.୧୫ ୧୧୧.୩ -୦.୧୫
ମାଲକାନଗିରି ୧୧୨.୫୨ ୧୧୨ ୦.୫୨
ମୟୁରଭଞ୍ଜ ୧୦୭.୧୨ ୧୦୭.୯୫ -୦.୮୩
ନବରଙ୍ଗପୁର ୧୧୧.୩୯ ୧୧୧.୦୧ ୦.୩୮
ନୟାଗଡ଼ ୧୦୭.୧୪ ୧୦୬.୮୬ ୦.୨୮
ନୂଆପଡ଼ା ୧୦୯.୭୪ ୧୦୯.୨୭ ୦.୪୭
ପୁରୀ ୧୦୭.୦୫ ୧୦୬.୭ ୦.୩୫
ରାୟଗଡ଼ା ୧୧୦.୯୨ ୧୧୦.୫୬ ୦.୩୬
ସମ୍ବଲପୁର ୧୦୮.୧୯ ୧୦୭.୮୪ ୦.୩୫
ସୋନପୁର ୧୦୮.୧୯ ୧୦୭.୭୭ ୦.୪୨
ସୁନ୍ଦରଗଡ ୧୦୬.୮୫ ୧୦୭.୧୭ -୦.୩୨
ସହର ଆଜିର ଦର ଗତକାଲିର ଦର ପରିବର୍ତ୍ତିତ ଦର
ଅନୁଗୁଳ ୧୦୪.୪୭ ୧୦୪.୦୮ ୦.୩୯
ବାଲେଶ୍ୱର ୧୦୩.୬ ୧୦୨.୮୬ ୦.୭୪
ବରଗଡ ୧୦୪.୩୯ ୧୦୪.୦୬ ୦.୩୩
ଭଦ୍ରକ ୧୦୩.୫୭ ୧୦୩.୬୬ -୦.୦୯
ଭୁବନେଶ୍ୱର ୧୦୩.୧୫ ୧୦୨.୭୭ ୦.୩୮
ବଲାଙ୍ଗୀର ୧୦୫.୮ ୧୦୪.୫୬ ୧.୨୪
ବୌଦ୍ଧ ୧୦୫.୭୫ ୧୦୪.୨୬ ୧.୪୯
କଟକ ୧୦୩.୬୫ ୧୦୩.୩୨ ୦.୩୩
ଦେବଗଡ଼ ୧୦୩.୮ ୧୦୩.୪୨ ୦.୩୮
ଢେଙ୍କାନାଳ ୧୦୪.୧୭ ୧୦୩.୬୭ ୦.୫
ଗଜପତି ୧୦୫.୫୩ ୧୦୫.୪୫ ୦.୦୮
ଗଞ୍ଜାମ ୧୦୪.୮୫ ୧୦୪.୪୭ ୦.୩୮
ଜଗତସିଂହପୁର ୧୦୨.୬୬ ୧୦୨.୫୪ ୦.୧୨
ଯାଜପୁର ୧୦୩.୩୮ ୧୦୩.୧୯ ୦.୧୯
ଝାରସୁଗୁଡ଼ା ୧୦୩.୧୯ ୧୦୩.୦୪ ୦.୧୫
କଳାହାଣ୍ଡି ୧୦୬.୬୪ ୧୦୫.୪ ୧.୨୪
କନ୍ଧମାଳ ୧୦୫.୪୮ ୧୦୫.୦୯ ୦.୩୯
କେନ୍ଦ୍ରାପଡା ୧୦୨.୯୮ ୧୦୨.୬୮ ୦.୩
କେନ୍ଦୁଝର ୧୦୫.୩୫ ୧୦୩.୫୮ ୧.୭୭
ଖୋର୍ଦ୍ଧା ୧୦୩.୧୫ ୧୦୨.୭୭ ୦.୩୮
କୋରାପୁଟ ୧୦୭.୩୯ ୧୦୭.୫ -୦.୧୧
ମାଲକାନଗିରି ୧୦୮.୭୧ ୧୦୮.୧୭ ୦.୫୪
ମୟୁରଭଞ୍ଜ ୧୦୩.୫ ୧୦୪.୨୬ -୦.୭୬
ନବରଙ୍ଗପୁର ୧୦୭.୬୩ ୧୦୭.୨୧ ୦.୪୨
ନୟାଗଡ଼ ୧୦୩.୫୧ ୧୦୩.୧୯ ୦.୩୨
ନୂଆପଡ଼ା ୧୦୬.୦୪ ୧୦୫.୫୩ ୦.୫୧
ପୁରୀ ୧୦୩.୪୨ ୧୦୩.୦୪ ୦.୩୮
ରାୟଗଡ଼ା ୧୦୭.୧୪ ୧୦୬.୭୬ ୦.୩୮
ସମ୍ବଲପୁର ୧୦୪.୫୪ ୧୦୪.୧୬ ୦.୩୮
ସୋନପୁର ୧୦୪.୫୪ ୧୦୪.୦୯ ୦.୪୫
ସୁନ୍ଦରଗଡ ୧୦୩.୨୫ ୧୦୩.୫୧ -୦.୨୬

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.