Home Top News ଆଜି (୧୬ ଅକ୍ଟୋବର) ପୁଣି ବଢ଼ିଲା ପେଟ୍ରୋଲ-ଡିଜେଲ ଦର, ଜାଣନ୍ତୁ ଆପଣଙ୍କ ଜିଲ୍ଲାର ମୂଲ୍ୟ କେତେ?

ଆଜି (୧୬ ଅକ୍ଟୋବର) ପୁଣି ବଢ଼ିଲା ପେଟ୍ରୋଲ-ଡିଜେଲ ଦର, ଜାଣନ୍ତୁ ଆପଣଙ୍କ ଜିଲ୍ଲାର ମୂଲ୍ୟ କେତେ?

73

ନୂଆ ଦିଲ୍ଲୀ ୧୬ -୧୦ (ଓଡ଼ିଆ ପୁଅ) ଦୁଇ ଦିନର ବ୍ରେକ୍‌ ପରେ ରାଷ୍ଟ୍ରାୟତ୍ତ ତୈଳ କମ୍ପାନୀଗୁଡିକ ଦ୍ୱାରା ଆଜି ପୁଣି ପେଟ୍ରୋଲ ଏବଂ ଡିଜେଲ ଦର ପୁଣି ବୃଦ୍ଧି ପାଇଛି। ଆଜି ଡିଜେଲର ମୂଲ୍ୟ ୩୫ ରୁ ୪୩ ପଇସା ବୃଦ୍ଧି ପାଇଥିବାବେଳେ ପେଟ୍ରୋଲର ମୂଲ୍ୟ ଦିଲ୍ଲୀରେ ୩୫ ରୁ ୪୦ ପଇସା ବୃଦ୍ଧି ପାଇଛି।

ଜାଣନ୍ତୁ ଆପଣଙ୍କ ସହରରେ ମୂଲ୍ୟ କେତେ?
ମେଟ୍ରୋ ସହର ଗୁଡ଼ିକରେ ଦର

ସହର ଆଜିର ଦର ଗତକାଲିର ଦର ପରିବର୍ତ୍ତିତ ଦର
ନୂଆଦିଲ୍ଲୀ ୧୦୫.୪୯ ୧୦୫.୧୪ ୦.୩୫
କୋଲକାତା ୧୦୬.୧ ୧୦୫.୭୬ ୦.୩୪
ମୁମ୍ବାଇ ୧୧୧.୪୩ ୧୧୧.୦୯ ୦.୩୪
ଚେନ୍ନାଇ ୧୦୨.୮ ୧୦୨.୫ ୦.୩
ଗୁରୁଗାଓଁ ୧୦୩.୧୩ ୧୦୨.୭୯ ୦.୩୪
ନୋଏଡା ୧୦୨.୭୨ ୧୦୨.୩୮ ୦.୩୪
ବାଙ୍ଗାଲୋର ୧୦୯.୧୬ ୧୦୮.୮ ୦.୩୬
ଭୁବନେଶ୍ୱର ୧୦୬.୪୨ ୧୦୫.୯ ୦.୫୨
ଚଣ୍ଡିଗଡ଼ ୧୦୧.୫୩ ୧୦୧.୨ ୦.୩୩
ହାଇଦ୍ରାବାଦ ୧୦୯.୭୩ ୧୦୯.୩୭ ୦.୩୬
ଜୟପୁର ୧୧୨.୩୩ ୧୧୨.୫୨ -୦.୧୯
ଲକ୍ଷ୍ନୌ ୧୦୨.୪୯ ୧୦୨.୧୫ ୦.୩୪
ପାଟନା ୧୦୮.୮୪ ୧୦୯.୦୬ -୦.୨୨
ତ୍ରୀଭେନ୍ଦ୍ରମ୍ ୧୦୮.୦୧ ୧୦୭.୧୯ ୦.୮୨

ଆପଣ ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟ ମଧ୍ୟ ଏସଏମଏସ ମାଧ୍ୟମରେ ଜାଣିପାରିବେ। ଇଣ୍ଡିଆନ୍ ଓଏଲ୍ ୱେବସାଇଟ୍ ଅନୁଯାୟୀ, ଆପଣଙ୍କୁ RSP ଏବଂ ଆପଣଙ୍କ ସିଟି କୋଡ୍ ଲେଖିବାକୁ ପଡିବ ଏବଂ ଏହାକୁ ୯୨୨୪୯୯୨୨୪୯ ନମ୍ବରକୁ ପଠାଇବାକୁ ପଡିବ। ପ୍ରତ୍ୟେକ ସହର ପାଇଁ କୋଡ୍ ଅଲଗା, ଯାହାକୁ ଆପଣ IOCL ୱେବସାଇଟରୁ ପାଇବେ।

ପୁନଶ୍ଚସୂଚନାଯୋଗ୍ୟଯେ, ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟ ପ୍ରତିଦିନ ସକାଳ ୬ ଟାରେ ବଦଳିଥାଏ। ସକାଳ ୬ ଟାରୁ ନୂତନ ଦର ପ୍ରଯୁଜ୍ୟ। ପେଟ୍ରୋଲ ଏବଂ ଡିଜେଲ ମୂଲ୍ୟରେ ଏକ୍ସାଇଜ୍ ଡ୍ୟୁଟି, ଡିଲର କମିଶନ ଏବଂ ଅନ୍ୟାନ୍ୟ ଜିନିଷ ଯୋଡିହେବା ପରେ ଏହାର ମୂଲ୍ୟ ପ୍ରାୟ ଦ୍ୱିଗୁଣିତ ହୁଏ।

ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ପେଟ୍ରୋଲ ଏବଂ ଡିଜେଲ ଦର

ସହର/ଜିଲ୍ଲାର ନାମ ଆଜିର ଦର ଗତକାଲିର ଦର ପରିବର୍ତ୍ତିତ ଦର
ଅନୁଗୁଳ ୧୦୭.୭୮ ୧୦୭.୩୫ ୦.୪୩
ବାଲେଶ୍ୱର ୧୦୬.୫ ୧୦୬.୧୪ ୦.୩୬
ବରଗଡ ୧୦୭.୦୨ ୧୦୭.୯୮ -୦.୯୬
ଭଦ୍ରକ ୧୦୬.୮୫ ୧୦୬.୪୨ ୦.୪୩
ଭୁବନେଶ୍ୱର ୧୦୬.୪୨ ୧୦୫.୯ ୦.୫୨
ବଲାଙ୍ଗୀର ୧୦୭.୬୩ ୧୦୮.୨୯ -୦.୬୬
ବୌଦ୍ଧ ୧୦୭.୬୧ ୧୦୭.୭୧ -୦.୧
କଟକ ୧୦୬.୩୪ ୧୦୬.୦୬ ୦.୨୮
ଦେବଗଡ଼ ୧୦୭.୨୨ ୧୦୬.୫୩ ୦.୬୯
ଢେଙ୍କାନାଳ ୧୦୭.୧୮ ୧୦୬.୮୩ ୦.୩୫
ଗଜପତି ୧୦୮.୮୫ ୧୦୮.୧୮ ୦.୬୭
ଗଞ୍ଜାମ ୧୦୭.୪୧ ୧୦୬.୯୭ ୦.୪୪
ଜଗତସିଂହପୁର ୧୦୬.୩ ୧୦୫.୨୨ ୧.୦୮
ଯାଜପୁର ୧୦୬.୭୨ ୧୦୬.୩୭ ୦.୩୫
ଝାରସୁଗୁଡ଼ା ୧୦୬.୧୯ ୧୦୫.୭୩ ୦.୪୬
କଳାହାଣ୍ଡି ୧୦୯.୪୮ ୧୦୯.୧୬ ୦.୩୨
କନ୍ଧମାଳ ୧୦୮.୪୮ ୧୦୭.୪୧ ୧.୦୭
କେନ୍ଦ୍ରାପଡା ୧୦୬.୨୬ ୧୦୫.୩୮ ୦.୮୮
କେନ୍ଦୁଝର ୧୦୮.୨୫ ୧୦୭.୭୬ ୦.୪୯
ଖୋର୍ଦ୍ଧା ୧୦୫.୯ ୧୦୬.୦୬ -୦.୧୬
କୋରାପୁଟ ୧୧୦.୯୧ ୧୧୦.୫୬ ୦.୩୫
ମାଲକାନଗିରି ୧୧୧.୬୫ ୧୧୧.୨୯ ୦.୩୬
ମୟୁରଭଞ୍ଜ ୧୦୬.୫୧ ୧୦୭.୫୧ -୧
ନବରଙ୍ଗପୁର ୧୧୦.୩୭ ୧୧୦.୦୧ ୦.୩୬
ନୟାଗଡ଼ ୧୦୬.୬୩ ୧୦୬.୪୬ ୦.୧୭
ନୂଆପଡ଼ା ୧୦୯.୩୯ ୧୦୮.୬୮ ୦.୭୧
ପୁରୀ ୧୦୬.୪୪ ୧୦୫.୯ ୦.୫୪
ରାୟଗଡ଼ା ୧୦୯.୯୩ ୧୦୯.୫୪ ୦.୩୯
ସମ୍ବଲପୁର ୧୦୬.୬୮ ୧୦୫.୭୫ ୦.୯୩
ସୋନପୁର ୧୦୭.୫୭ ୧୦୭.୨୧ ୦.୩୬
ସୁନ୍ଦରଗଡ ୧୦୭.୦୭ ୧୦୬.୮୧ ୦.୨୬
ସହର ଆଜିର ଦର ଗତକାଲିର ଦର ପରିବର୍ତ୍ତିତ ଦର
ଅନୁଗୁଳ ୧୦୪.୦୮ ୧୦୩.୬୨ ୦.୪୬
ବାଲେଶ୍ୱର ୧୦୨.୮୬ ୧୦୨.୪୮ ୦.୩୮
ବରଗଡ ୧୦୩.୩୩ ୧୦୪.୨୧ -୦.୮୮
ଭଦ୍ରକ ୧୦୩.୧୬ ୧୦୨.୭ ୦.୪୬
ଭୁବନେଶ୍ୱର ୧୦୨.୭୭ ୧୦୨.୨୨ ୦.୫୫
ବଲାଙ୍ଗୀର ୧୦୩.୯୧ ୧୦୪.୫୧ -୦.୬
ବୌଦ୍ଧ ୧୦୩.୮୮ ୧୦୩.୯୩ -୦.୦୫
କଟକ ୧୦୨.୬୫ ୧୦୨.୩୪ ୦.୩୧
ଦେବଗଡ଼ ୧୦୩.୫୩ ୧୦୨.୮୧ ୦.୭୨
ଢେଙ୍କାନାଳ ୧୦୩.୪୬ ୧୦୩.୦୮ ୦.୩୮
ଗଜପତି ୧୦୫.୦୭ ୧୦୪.୩୮ ୦.୬୯
ଗଞ୍ଜାମ ୧୦୩.୬୮ ୧୦୩.୨୧ ୦.୪୭
ଜଗତସିଂହପୁର ୧୦୨.୫୯ ୧୦୧.୫୧ ୧.୦୮
ଯାଜପୁର ୧୦୩ ୧୦୨.୬୧ ୦.୩୯
ଝାରସୁଗୁଡ଼ା ୧୦୨.୫୨ ୧୦୨.୦୪ ୦.୪୮
କଳାହାଣ୍ଡି ୧୦୫.୭ ୧୦୫.୩୫ ୦.୩୫
କନ୍ଧମାଳ ୧୦୪.୭୧ ୧୦୩.୬୪ ୧.୦୭
କେନ୍ଦ୍ରାପଡା ୧୦୨.୫୫ ୧୦୧.୬୬ ୦.୮୯
କେନ୍ଦୁଝର ୧୦୪.୪୭ ୧୦୩.୯୯ ୦.୪୮
ଖୋର୍ଦ୍ଧା ୧୦୨.୨୨ ୧୦୨.୩୩ -୦.୧୧
କୋରାପୁଟ ୧୦୭.୦୮ ୧୦୬.୬୯ ୦.୩୯
ମାଲକାନଗିରି ୧୦୭.୭୯ ୧୦୭.୪୧ ୦.୩୮
ମୟୁରଭଞ୍ଜ ୧୦୨.୮୩ ୧୦୩.୭୫ -୦.୯୨
ନବରଙ୍ଗପୁର ୧୦୬.୫୫ ୧୦୬.୧୭ ୦.୩୮
ନୟାଗଡ଼ ୧୦୨.୯୩ ୧୦୨.୭୩ ୦.୨
ନୂଆପଡ଼ା ୧୦୫.୬୧ ୧୦୪.୮୮ ୦.୭୩
ପୁରୀ ୧୦୨.୭୪ ୧୦୨.୧୮ ୦.୫୬
ରାୟଗଡ଼ା ୧୦୬.୧୧ ୧୦୫.୬୯ ୦.୪୨
ସମ୍ବଲପୁର ୧୦୩ ୧୦୨.୦୬ ୦.୯୪
ସୋନପୁର ୧୦୩.୮୬ ୧୦୩.୪୭ ୦.୩୯
ସୁନ୍ଦରଗଡ ୧୦୩.୩୭ ୧୦୩.୦୯ ୦.୨୮

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.