Home Top News ଆଜି (୧୫ ଅକ୍ଟୋବର) ପୁଣି ବଢ଼ିଲା ପେଟ୍ରୋଲ-ଡିଜେଲ ଦର, ଜାଣନ୍ତୁ ଆପଣଙ୍କ ଜିଲ୍ଲାର ମୂଲ୍ୟ କେତେ?

ଆଜି (୧୫ ଅକ୍ଟୋବର) ପୁଣି ବଢ଼ିଲା ପେଟ୍ରୋଲ-ଡିଜେଲ ଦର, ଜାଣନ୍ତୁ ଆପଣଙ୍କ ଜିଲ୍ଲାର ମୂଲ୍ୟ କେତେ?

86

ନୂଆ ଦିଲ୍ଲୀ ୧୫ -୧୦ (ଓଡ଼ିଆ ପୁଅ) ଦୁଇ ଦିନର ବ୍ରେକ୍‌ ପରେ ରାଷ୍ଟ୍ରାୟତ୍ତ ତୈଳ କମ୍ପାନୀଗୁଡିକ ଦ୍ୱାରା ଗତକାଲିଠାରୁ ପୁଣି ପେଟ୍ରୋଲ ଏବଂ ଡିଜେଲ ଦର ପୁଣି ବୃଦ୍ଧି କରିଛନ୍ତି। ଆଜି ପୁନଶ୍ଚ ଦର ବୃଦ୍ଧି ପାଇଛି। ଆଜି ଡିଜେଲର ମୂଲ୍ୟ ୩୫ ରୁ ୪୩ ପଇସା ବୃଦ୍ଧି ପାଇଥିବାବେଳେ ପେଟ୍ରୋଲର ମୂଲ୍ୟ ଦିଲ୍ଲୀରେ ୩୫ ରୁ ୪୦ ପଇସା ବୃଦ୍ଧି ପାଇଛି।

ଜାଣନ୍ତୁ ଆପଣଙ୍କ ସହରରେ ମୂଲ୍ୟ କେତେ?
ମେଟ୍ରୋ ସହର ଗୁଡ଼ିକରେ ଦର

ସହର ପେଟ୍ରୋଲ ଦର ଡିଜେଲ ଦର
ନୂଆ ଦିଲ୍ଲୀ ୧୦୫.୧୪ (୦.୩୫) ୯୩.୮୭ (୦.୩୫)
ମୁମ୍ବାଇ ସିଟି ୧୧୧.୦୯ (୦.୩୪) ୧୦୧.୭୮ (୦.୩୮)
କୋଲକାତା ୧୦୫.୭୬ (୦.୩୩) ୯୬.୯୮ (୦.୩୫)
ଚେନ୍ନାଇ ୧୦୨.୫୦ (୦.୪୦) ୯୮.୩୬ (୦.୪୩)

ଆପଣ ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟ ମଧ୍ୟ ଏସଏମଏସ ମାଧ୍ୟମରେ ଜାଣିପାରିବେ। ଇଣ୍ଡିଆନ୍ ଓଏଲ୍ ୱେବସାଇଟ୍ ଅନୁଯାୟୀ, ଆପଣଙ୍କୁ RSP ଏବଂ ଆପଣଙ୍କ ସିଟି କୋଡ୍ ଲେଖିବାକୁ ପଡିବ ଏବଂ ଏହାକୁ ୯୨୨୪୯୯୨୨୪୯ ନମ୍ବରକୁ ପଠାଇବାକୁ ପଡିବ। ପ୍ରତ୍ୟେକ ସହର ପାଇଁ କୋଡ୍ ଅଲଗା, ଯାହାକୁ ଆପଣ IOCL ୱେବସାଇଟରୁ ପାଇବେ।

ପୁନଶ୍ଚସୂଚନାଯୋଗ୍ୟଯେ, ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟ ପ୍ରତିଦିନ ସକାଳ ୬ ଟାରେ ବଦଳିଥାଏ। ସକାଳ ୬ ଟାରୁ ନୂତନ ଦର ପ୍ରଯୁଜ୍ୟ। ପେଟ୍ରୋଲ ଏବଂ ଡିଜେଲ ମୂଲ୍ୟରେ ଏକ୍ସାଇଜ୍ ଡ୍ୟୁଟି, ଡିଲର କମିଶନ ଏବଂ ଅନ୍ୟାନ୍ୟ ଜିନିଷ ଯୋଡିହେବା ପରେ ଏହାର ମୂଲ୍ୟ ପ୍ରାୟ ଦ୍ୱିଗୁଣିତ ହୁଏ।

ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ପେଟ୍ରୋଲ ଏବଂ ଡିଜେଲ ଦର

ଜିଲ୍ଲାର ନାମ ପେଟ୍ରୋଲ ଦର ଡିଜେଲ ଦର
ଅନୁଗୁଳ ୧୦୭.୩୫ ୧୦୩.୬୨
ବାଲେଶ୍ୱର ୧୦୬.୧୪ ୧୦୨.୪୮
ବରଗଡ ୧୦୭.୦୨ ୧୦୩.୩୩
ଭଦ୍ରକ ୧୦୬.୮୫ ୧୦୩.୧୬
ବଲାଙ୍ଗୀର ୧୦୭.୬୩ ୧୦୩.୯୧
ବୌଦ୍ଧ ୧୦୭.୬୧ ୧୦୩.୮୮
କଟକ ୧୦୬.୩୪ ୧୦୨.୬୫
ଦେବଗଡ଼ ୧୦୭.୨୨ ୧୦୩.୫୩
ଢେଙ୍କାନାଳ ୧୦୭.୧୮ ୧୦୩.୪୬
ଗଜପତି ୧୦୮.୮୫ ୧୦୫.୦୭
ଗଞ୍ଜାମ ୧୦୭.୪୧ ୧୦୩.୬୮
ଜଗତସିଂହପୁର ୧୦୬.୩ ୧୦୨.୫୯
ଯାଜପୁର ୧୦୬.୭୨ ୧୦୩
ଝାରସୁଗୁଡ଼ା ୧୦୬.୧୯ ୧୦୨.୫୨
କଳାହାଣ୍ଡି ୧୦୯.୪୮ ୧୦୫.୭
କନ୍ଧମାଳ ୧୦୮.୪୮ ୧୦୪.୭୧
କେନ୍ଦ୍ରାପଡା ୧୦୬.୨୬ ୧୦୨.୫୫
କେନ୍ଦୁଝର ୧୦୮.୨୫ ୧୦୪.୪୭
ଖୋର୍ଦ୍ଧା ୧୦୫.୯ ୧୦୨.୨୨
କୋରାପୁଟ ୧୧୦.୯୧ ୧୦୭.୦୮
ମାଲକାନଗିରି ୧୧୧.୬୫ ୧୦୭.୭୯
ମୟୁରଭଞ୍ଜ ୧୦୬.୫୧ ୧୦୨.୮୩
ନବରଙ୍ଗପୁର ୧୧୦.୩୭ ୧୦୬.୫୫
ନୟାଗଡ଼ ୧୦୬.୬୩ ୧୦୨.୯୩
ନୂଆପଡ଼ା ୧୦୯.୩୯ ୧୦୫.୬୧
ପୁରୀ ୧୦୬.୪୪ ୧୦୨.୭୪
ରାୟଗଡ଼ା ୧୦୯.୯୩ ୧୦୬.୧୧
ସମ୍ବଲପୁର ୧୦୬.୬୮ ୧୦୩
ସୋନପୁର ୧୦୭.୫୭ ୧୦୩.୮୬
ସୁନ୍ଦରଗଡ ୧୦୭.୦୭ ୧୦୩.୩୭

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.