Home Top News ଆଜି (୦୧ ନଭେମ୍ବର) ପୁଣି ବଢ଼ିଲା ପେଟ୍ରୋଲ-ଡିଜେଲ ଦର, ମାଲକାନଗିରିରେ ପେଟ୍ରୋଲ ଦର ୧୧୬.୬୧ ଟଙ୍କା...

ଆଜି (୦୧ ନଭେମ୍ବର) ପୁଣି ବଢ଼ିଲା ପେଟ୍ରୋଲ-ଡିଜେଲ ଦର, ମାଲକାନଗିରିରେ ପେଟ୍ରୋଲ ଦର ୧୧୬.୬୧ ଟଙ୍କା – ଜାଣନ୍ତୁ ଆପଣଙ୍କ ଜିଲ୍ଲାର ମୂଲ୍ୟ କେତେ?

73

ନୂଆ ଦିଲ୍ଲୀ ୦୧ -୧୧ (ଓଡ଼ିଆ ପୁଅ) ପୁଣି ଆଜି ରାଷ୍ଟ୍ରାୟତ୍ତ ତୈଳ କମ୍ପାନୀଗୁଡିକ ଦ୍ୱାରା କ୍ରମାଗତ ଭାବେ ପେଟ୍ରୋଲ ଏବଂ ଡିଜେଲ ଦର ପୁଣି ବୃଦ୍ଧି କରିଛନ୍ତି। ତେବେ ଆଜି ମଧ୍ୟ ତୈଳ ଦର ବୃଦ୍ଧିପାଇଛି। ଆଜି ଡିଜେଲର ମୂଲ୍ୟ ୩୫ ରୁ ୩୭ ପଇସା ବୃଦ୍ଧି ପାଇଥିବାବେଳେ ପେଟ୍ରୋଲର ମୂଲ୍ୟ ୩୩ ରୁ ୩୫ ପଇସା ବୃଦ୍ଧି ପାଇଛି।

ରାଜ୍ୟରେ ମାଲକାନଗିରିରେ ପେଟ୍ରୋଲ ଦର ୧୧୬.୬୧ ଟଙ୍କାରେ ପହଁଚିଛି।

ଜାଣନ୍ତୁ ଆପଣଙ୍କ ସହରରେ ମୂଲ୍ୟ କେତେ?
ମେଟ୍ରୋ ସହର ଗୁଡ଼ିକରେ ଦର

ସହର ପେଟ୍ରୋଲ ଦର ପରିବର୍ତ୍ତିତ ଦର ଡିଜେଲ ଦର ପରିବର୍ତ୍ତିତ ଦର
ନୂଆ ଦିଲ୍ଲୀ ୧୦୯.୩୪ ୦.୩୫ ୯୮.୦୭ ୦.୩୫
ମୁମ୍ବାଇ ସିଟି ୧୧୫.୧୫ ୦.୩୪ ୧୦୬.୨୩ ୦.୩୭
କୋଲକାତା ୧୧୦.୧୫ ୦.୩୬ ୧୦୧.୫୬ ୦.୩୭
ଚେନ୍ନାଇ ୧୦୬.୩୫ ୦.୬୧ ୧୦୨.୫୯ ୦.୬୭

ଆପଣ ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟ ମଧ୍ୟ ଏସଏମଏସ ମାଧ୍ୟମରେ ଜାଣିପାରିବେ। ଇଣ୍ଡିଆନ୍ ଓଏଲ୍ ୱେବସାଇଟ୍ ଅନୁଯାୟୀ, ଆପଣଙ୍କୁ RSP ଏବଂ ଆପଣଙ୍କ ସିଟି କୋଡ୍ ଲେଖିବାକୁ ପଡିବ ଏବଂ ଏହାକୁ ୯୨୨୪୯୯୨୨୪୯ ନମ୍ବରକୁ ପଠାଇବାକୁ ପଡିବ। ପ୍ରତ୍ୟେକ ସହର ପାଇଁ କୋଡ୍ ଅଲଗା, ଯାହାକୁ ଆପଣ IOCL ୱେବସାଇଟରୁ ପାଇବେ।

ପୁନଶ୍ଚସୂଚନାଯୋଗ୍ୟଯେ, ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟ ପ୍ରତିଦିନ ସକାଳ ୬ ଟାରେ ବଦଳିଥାଏ। ସକାଳ ୬ ଟାରୁ ନୂତନ ଦର ପ୍ରଯୁଜ୍ୟ। ପେଟ୍ରୋଲ ଏବଂ ଡିଜେଲ ମୂଲ୍ୟରେ ଏକ୍ସାଇଜ୍ ଡ୍ୟୁଟି, ଡିଲର କମିଶନ ଏବଂ ଅନ୍ୟାନ୍ୟ ଜିନିଷ ଯୋଡିହେବା ପରେ ଏହାର ମୂଲ୍ୟ ପ୍ରାୟ ଦ୍ୱିଗୁଣିତ ହୁଏ।

ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ପେଟ୍ରୋଲ ଏବଂ ଡିଜେଲ ଦର

ଜିଲ୍ଲାର ନାମ ପେଟ୍ରୋଲ ଦର ଡିଜେଲ ଦର
ଅନୁଗୁଳ ୧୧୨.୬୪ ୧୦୯.୨୭
ବାଲେଶ୍ୱର ୧୧୦.୮୯ ୧୦୭.୫୯
ବରଗଡ ୧୧୧.୬୬ ୧୦୮.୩୪
ଭଦ୍ରକ ୧୧୧.୭୯ ୧୦୮.୪୬
ବଲାଙ୍ଗୀର ୧୧୩.୩୩ ୧୦୯.୯୬
ବୌଦ୍ଧ ୧୧୩.୪୫ ୧୧୦.୦୪
କଟକ ୧୧୦.୮୯ ୧୦୭.୫୮
ଦେବଗଡ଼ ୧୧୧.୯୨ ୧୦୮.୫୯
ଢେଙ୍କାନାଳ ୧୧୧.୮୨ ୧୦୮.୪୭
ଗଜପତି ୧୧୩.୬୫ ୧୧୦.୨୪
ଗଞ୍ଜାମ ୧୧୨.୨୬ ୧୦୮.୯୦
ଜଗତସିଂହପୁର ୧୧୦.୮୬ ୧୦୭.୫୩
ଯାଜପୁର ୧୧୧.୨୪ ୧୦୭.୯୦
ଝାରସୁଗୁଡ଼ା ୧୧୦.୮୨ ୧୦୭.୫୩
କଳାହାଣ୍ଡି ୧୧୪.୬୧ ୧୧୧.୧୯
କନ୍ଧମାଳ ୧୧୨.୨୫ ୧୦୮.୮୯
କେନ୍ଦ୍ରାପଡା ୧୧୦.୯୨ ୧୦୭.୫୯
କେନ୍ଦୁଝର ୧୧୩.୨୯ ୧୦୯.୮୭
ଖୋର୍ଦ୍ଧା ୧୧୦.୬୯ ୧୦୭.୩୯
କୋରାପୁଟ ୧୧୫.୭୦ ୧୧୨.୨୪
ମାଲକାନଗିରି ୧୧୬.୬୧ ୧୧୩.୧୨
ମୟୁରଭଞ୍ଜ ୧୧୧.୧୭ ୧୦୭.୮୭
ନବରଙ୍ଗପୁର ୧୧୫.୫୫ ୧୧୨.୧୦
ନୟାଗଡ଼ ୧୧୧.୧୬ ୧୦୭.୮୪
ନୂଆପଡ଼ା ୧୧୩.୬୬ ୧୧୦.୨୮
ପୁରୀ ୧୧୦.୯୯ ୧୦୭.୬୮
ରାୟଗଡ଼ା ୧୧୩.୮୬ ୧୧୦.୪୪
ସମ୍ବଲପୁର ୧୧୧.୪୬ ୧୦୮.୧୫
ସୋନପୁର ୧୧୨.୦୭ ୧୦୮.୭୪
ସୁନ୍ଦରଗଡ ୧୧୨.୩୮ ୧୦୯.୦୪

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.