Home Coronavirus Outbreak ଆଜି ରାଜ୍ୟରେ କରୋନାରେ ଜଣେ ମୃତ Coronavirus Outbreakଓଡ଼ିଶାଖୋର୍ଦ୍ଧାଜିଲ୍ଲା ପରିକ୍ରମାସ୍ବାସ୍ଥ୍ୟ ଆଜି ରାଜ୍ୟରେ କରୋନାରେ ଜଣେ ମୃତ By Bureau - December 21, 2021 78 Total0 0 0 0 0ଭୁବନେଶ୍ୱର ୨୧-୧୨ (ଓଡ଼ିଆ ପୁଅ) ଆଜି ରାଜ୍ୟରେ କରୋନା କାରଣରୁ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଛି। ଏହା ସହ ରାଜ୍ୟରେ ମୋଟ ମୃତ୍ୟୁ ସଂଖ୍ୟା ୮,୪୪୬ କୁ ବୃଦ୍ଧି ପାଇଛି। ତେବେ ଖୋର୍ଦ୍ଧା ଜିଲ୍ଲାର ଜଣେ ୭୧ ବର୍ଷ ବୟସ୍କା ମହିଳା ଯିଏ ଉଚ୍ଚ ରକ୍ତଚାପରେ ମଧ୍ୟ ପୀଡିତ ଥିଲେ ତାଙ୍କର ମୃତ୍ୟୁ ହୋଇଛି। Tweet Total0 0 0 0 0