Home Top News ଆଜି ପୁଣି ବଢ଼ିଲା ପେଟ୍ରୋଲ-ଡିଜେଲ ଦର, ଜାଣନ୍ତୁ ଆପଣଙ୍କ ଜିଲ୍ଲାର ମୂଲ୍ୟ କେତେ?

ଆଜି ପୁଣି ବଢ଼ିଲା ପେଟ୍ରୋଲ-ଡିଜେଲ ଦର, ଜାଣନ୍ତୁ ଆପଣଙ୍କ ଜିଲ୍ଲାର ମୂଲ୍ୟ କେତେ?

87

ରାଷ୍ଟ୍ରାୟତ୍ତ ତୈଳ କମ୍ପାନୀଗୁଡିକ ଦ୍ୱାରା ଆଜି ପେଟ୍ରୋଲ ଏବଂ ଡିଜେଲ ଦର ପୁଣି ବୃଦ୍ଧି ପାଇଛି। ଆଜି ଡିଜେଲର ମୂଲ୍ୟ ୨୯ ରୁ ୩୨ ପଇସା ବୃଦ୍ଧି ପାଇଥିବାବେଳେ ପେଟ୍ରୋଲର ମୂଲ୍ୟ ୨୨ ରୁ ୩୦ ପଇସା ବୃଦ୍ଧି ପାଇଛି।

ଦିଲ୍ଲୀରେ ପେଟ୍ରୋଲର ମୂଲ୍ୟ ୧୦୧.୮୯ ଟଙ୍କା ଥିବାବେଳେ ଡିଜେଲର ଲିଟର ପିଛା ୯୦.୧୭ ଟଙ୍କା ରହିଛି। ମୁମ୍ବାଇରେ ପେଟ୍ରୋଲର ମୂଲ୍ୟ ୧୦୭.୯୫ ଟଙ୍କା ଏବଂ ଡିଜେଲର ମୂଲ୍ୟ ହେଉଛି ଲିଟର ପିଛା ୯୭.୮୪ ଟଙ୍କା। କୋଲକାତାରେ ପେଟ୍ରୋଲର ମୂଲ୍ୟ ୧୦୨.୪୭ ଟଙ୍କା ଥିବାବେଳେ ଡିଜେଲର ଲିଟର ପିଛା ୯୩.୨୭ ଟଙ୍କା ରହିଛି। ଏଥି ସହିତ ଚେନ୍ନାଇରେ ପେଟ୍ରୋଲ ଲିଟର ୯୯.୫୮ ଟଙ୍କା ଏବଂ ଡିଜେଲ ଲିଟର ୯୪.୭୪ ଟଙ୍କା ରହିଛି।

ପ୍ରମୁଖ ମେଟ୍ରୋଗୁଡ଼ିକରେ ମୂଲ୍ୟ କେତେ ତାହା ଜାଣନ୍ତୁ

ଆଜି ଦିଲ୍ଲୀ, କୋଲକାତା, ମୁମ୍ବାଇ ଏବଂ ଚେନ୍ନାଇରେ ଏକ ଲିଟର ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟ ନିମ୍ନରେ ଦିଆଯାଇଛି।

ସହର ଡିଜେଲ ପେଟ୍ରୋଲ

ଦିଲ୍ଲୀ ୯୦.୧୭ ୧୦୧.୮୯
ମୁମ୍ବାଇ ୯୭.୮୪ ୧୦୭.୯୫
କୋଲକାତା ୯୩.୨୭ ୧୦୨.୪୭
ଚେନ୍ନାଇ ୯୪.୭୪ ୯୯.୫୮
(ପେଟ୍ରୋଲ-ଡିଜେଲର ମୂଲ୍ୟ ଲିଟର ପିଛା ଦର ଟଙ୍କାରେ)

ଏହି ରାଜ୍ୟଗୁଡ଼ିକରେ ପେଟ୍ରୋଲ ମୂଲ୍ୟ ୧୦୦ ଟଙ୍କା ଅତିକ୍ରମ କରିଛି।

ସୂଚନାଯୋଗ୍ୟଯେ, ମଧ୍ୟପ୍ରଦେଶ, ରାଜସ୍ଥାନ, ମହାରାଷ୍ଟ୍ର, ଆନ୍ଧ୍ରପ୍ରଦେଶ, ତେଲେଙ୍ଗାନା, କର୍ଣ୍ଣାଟକ, ଓଡିଶା, ଜାମ୍ମୁ କାଶ୍ମୀର ଏବଂ ଲଦାଖରେ ପେଟ୍ରୋଲର ମୂଲ୍ୟ ୧୦୦ ଟଙ୍କା ଅତିକ୍ରମ କରିଛି। ମୁମ୍ବାଇରେ ପେଟ୍ରୋଲ ମୂଲ୍ୟ ସର୍ବାଧିକ।

ଜାଣନ୍ତୁ ଆପଣଙ୍କ ସହରରେ ମୂଲ୍ୟ କେତେ?

ଆପଣ ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟ ମଧ୍ୟ ଏସଏମଏସ ମାଧ୍ୟମରେ ଜାଣିପାରିବେ। ଇଣ୍ଡିଆନ୍ ଓଏଲ୍ ୱେବସାଇଟ୍ ଅନୁଯାୟୀ, ଆପଣଙ୍କୁ RSP ଏବଂ ଆପଣଙ୍କ ସିଟି କୋଡ୍ ଲେଖିବାକୁ ପଡିବ ଏବଂ ଏହାକୁ ୯୨୨୪୯୯୨୨୪୯ ନମ୍ବରକୁ ପଠାଇବାକୁ ପଡିବ। ପ୍ରତ୍ୟେକ ସହର ପାଇଁ କୋଡ୍ ଅଲଗା, ଯାହାକୁ ଆପଣ IOCL ୱେବସାଇଟରୁ ପାଇବେ।

ପୁନଶ୍ଚସୂଚନାଯୋଗ୍ୟଯେ, ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟ ପ୍ରତିଦିନ ସକାଳ ୬ ଟାରେ ବଦଳିଥାଏ। ସକାଳ ୬ ଟାରୁ ନୂତନ ଦର ପ୍ରଯୁଜ୍ୟ। ପେଟ୍ରୋଲ ଏବଂ ଡିଜେଲ ମୂଲ୍ୟରେ ଏକ୍ସାଇଜ୍ ଡ୍ୟୁଟି, ଡିଲର କମିଶନ ଏବଂ ଅନ୍ୟାନ୍ୟ ଜିନିଷ ଯୋଡିହେବା ପରେ ଏହାର ମୂଲ୍ୟ ପ୍ରାୟ ଦ୍ୱିଗୁଣିତ ହୁଏ।

ପେଟ୍ରୋଲ ଏବଂ ଡିଜେଲ ଜର କ୍ରମରେ

ସହର ଆଜିର ଦର ଗତକାଲିର ଦର ପରିବର୍ତ୍ତିତ ଦର
ନୂଆଦିଲ୍ଲୀ ୧୦୧.୮୯ ୧୦୧.୬୪ ୦.୨୫
କୋଲକାତା ୧୦୨.୪୭ ୧୦୨.୧୭ ୦.୩
ମୁମ୍ବାଇ ୧୦୭.୯୫ ୧୦୭.୭୧ ୦.୨୪
ଚେନ୍ନାଇ ୯୯.୫୮ ୯୯.୪୬ ୦.୧୨
ଗୁରୁଗାଓଁ ୯୯.୫୬ ୯୯.୩୯ ୦.୧୭
ନୋଏଡା ୯୯.୧୮ ୯୮.୯୪ ୦.୨୪
ବାଙ୍ଗାଲୋର ୧୦୫.୪୪ ୧୦୫.୧୮ ୦.୨୬
ଭୁବନେଶ୍ୱର ୧୦୨.୫୭ ୧୦୨.୫୬ ୦.୦୧
ଚଣ୍ଡିଗଡ଼ ୯୮.୦୮ ୯୭.୮୫ ୦.୨୩
ହାଇଦ୍ରାବାଦ ୧୦୬ ୧୦୫.୭୪ ୦.୨୬
ଜୟପୁର ୧୦୮.୪୭ ୧୦୮.୫ -୦.୦୩
ଲକ୍ଷ୍ନୌ ୯୮.୭୪ ୯୮.୫ ୦.୨୪
ପାଟନା ୧୦୪.୮୩ ୧୦୪.୪୫ ୦.୩୮
ତ୍ରୀଭେନ୍ଦ୍ରମ୍ ୧୦୩.୮୩ ୧୦୩.୮୮ -୦.୦୫
ସହର ଆଜିର ଦର ଗତକାଲିର ଦର ପରିବର୍ତ୍ତିତ ଦର
ନୂଆଦିଲ୍ଲୀ ୯୦.୧୭ ୮୯.୮୭ ୦.୩
କୋଲକାତା ୯୩.୨୭ ୯୨.୯୭ ୦.୩
ମୁମ୍ବାଇ ୯୭.୮୪ ୯୭.୫୨ ୦.୩୨
ଚେନ୍ନାଇ ୯୪.୭୪ ୯୪.୫୫ ୦.୧୯
ଗୁରୁଗାଓଁ ୯୦.୮୨ ୯୦.୫୯ ୦.୨୩
ନୋଏଡା ୯୦.୭୫ ୯୦.୪୫ ୦.୩
ବାଙ୍ଗାଲୋର ୯୫.୭ ୯୫.୩୮ ୦.୩୨
ଭୁବନେଶ୍ୱର ୯୮.୧୪ ୯୮.୦୫ ୦.୦୯
ଚଣ୍ଡିଗଡ଼ ୮୯.୯ ୮୯.୬୧ ୦.୨୯
ହାଇଦ୍ରାବାଦ ୯୮.୩୯ ୯୮.୦୬ ୦.୩୩
ଜୟପୁର ୯୯.୦୮ ୯୯.୦୨ ୦.୦୬
ଲକ୍ଷ୍ନୌ ୯୦.୩୫ ୯୦.୦୫ ୦.୩
ପାଟନା ୯୬.୫୭ ୯୬.୧୫ ୦.୪୨
ତ୍ରୀଭେନ୍ଦ୍ରମ୍ ୯୬.୭୫ ୯୬.୭୧ ୦.୦୪
ସହର ଆଜିର ଦର ଗତକାଲିର ଦର ପରିବର୍ତ୍ତିତ ଦର
ଅନୁଗୁଳ ୧୦୪.୩୭ ୧୦୪.୨୨ ୦.୧୫
ବାଲେଶ୍ୱର ୧୦୩.୧୮ ୧୦୨.୫ ୦.୬୮
ବରଗଡ ୧୦୩.୮୯ ୧୦୩.୧୭ ୦.୭୨
ଭଦ୍ରକ ୧୦୩.୪୭ ୧୦୩.୦୫ ୦.୪୨
ଭୁବନେଶ୍ୱର ୧୦୨.୫୭ ୧୦୨.୫୬ ୦.୦୧
ବଲାଙ୍ଗୀର ୧୦୪.୯୫ ୧୦୪.୨୮ ୦.୬୭
ବୌଦ୍ଧ ୧୦୪.୭୬ ୧୦୫.୩୭ -୦.୬୧
କଟକ ୧୦୩.୧୧ ୧୦୨.୮୮ ୦.୨୩
ଦେବଗଡ଼ ୧୦୩.୯୨ ୧୦୩.୬୭ ୦.୨୫
ଢେଙ୍କାନାଳ ୧୦୩.୮୬ ୧୦୩.୬୨ ୦.୨୪
ଗଜପତି ୧୦୫.୨୩ ୧୦୫.୨୯ -୦.୦୬
ଗଞ୍ଜାମ ୧୦୩.୭୪ ୧୦୪.୧୧ -୦.୩୭
ଜଗତସିଂହପୁର ୧୦୨.୮୧ ୧୦୨.୪୮ ୦.୩୩
ଯାଜପୁର ୧୦୩.୪୩ ୧୦୨.୭୮ ୦.୬୫
ଝାରସୁଗୁଡ଼ା ୧୦୨.୬୮ ୧୦୨.୫୩ ୦.୧୫
କଳାହାଣ୍ଡି ୧୦୫.୭୬ ୧୦୬.୩୧ -୦.୫୫
କନ୍ଧମାଳ ୧୦୪.୨୩ ୧୦୪.୨୧ ୦.୦୨
କେନ୍ଦ୍ରାପଡା ୧୦୩.୧ ୧୦୨.୫୭ ୦.୫୩
କେନ୍ଦୁଝର ୧୦୪.୩୮ ୧୦୪.୬୯ -୦.୩୧
ଖୋର୍ଦ୍ଧା ୧୦୨.୫୭ ୧୦୨.୫୬ ୦.୦୧
କୋରାପୁଟ ୧୦୭.୩୮ ୧୦୬.୮୯ ୦.୪୯
ମାଲକାନଗିରି ୧୦୮.୩୫ ୧୦୮.୦୯ ୦.୨୬
ମୟୁରଭଞ୍ଜ ୧୦୩.୬୩ ୧୦୨.୯୭ ୦.୬୬
ନବରଙ୍ଗପୁର ୧୦୭.୭୨ ୧୦୭.୦୭ ୦.୬୫
ନୟାଗଡ଼ ୧୦୩.୫୨ ୧୦୨.୯୬ ୦.୫୬
ନୂଆପଡ଼ା ୧୦୬.୧୬ ୧୦୫.୦୧ ୧.୧୫
ପୁରୀ ୧୦୨.୯୧ ୧୦୨.୫୮ ୦.୩୩
ରାୟଗଡ଼ା ୧୦୫.୮୨ ୧୦୬.୩୪ -୦.୫୨
ସମ୍ବଲପୁର ୧୦୩.୪୨ ୧୦୩.୦୨ ୦.୪
ସୋନପୁର ୧୦୩.୯୨ ୧୦୪.୨୩ -୦.୩୧
ସୁନ୍ଦରଗଡ ୧୦୪.୦୪ ୧୦୩.୨୨ ୦.୮୨
ସହର ଆଜିର ଦର ଗତକାଲିର ଦର ପରିବର୍ତ୍ତିତ ଦର
ଅନୁଗୁଳ ୯୯.୯ ୯୯.୬୫ ୦.୨୫
ବାଲେଶ୍ୱର ୯୮.୭୪ ୯୮ ୦.୭୪
ବରଗଡ ୯୯.୪୩ ୯୮.୬୫ ୦.୭୮
ଭଦ୍ରକ ୯୯.୦୩ ୯୮.୫୪ ୦.୪୯
ଭୁବନେଶ୍ୱର ୯୮.୧୪ ୯୮.୦୫ ୦.୦୯
ବଲାଙ୍ଗୀର ୧୦୦.୪୬ ୯୯.୭୨ ୦.୭୪
ବୌଦ୍ଧ ୧୦୦.୨୫ ୧୦୦.୭୫ -୦.୫
କଟକ ୯୮.୬୬ ୯୮.୩୬ ୦.୩
ଦେବଗଡ଼ ୯୯.୪୭ ୯୯.୧୪ ୦.୩୩
ଢେଙ୍କାନାଳ ୯୯.୩୯ ୯୯.୦୬ ୦.୩୩
ଗଜପତି ୧୦୦.୭୧ ୧୦୦.୬୮ ୦.୦୩
ଗଞ୍ଜାମ ୯୯.୨୭ ୯୯.୫୪ -୦.୨୭
ଜଗତସିଂହପୁର ୯୮.୩୫ ୯୭.୯୫ ୦.୪
ଯାଜପୁର ୯୮.୯୫ ୯୮.୨୩ ୦.୭୨
ଝାରସୁଗୁଡ଼ା ୯୮.୨୭ ୯୮.୦୪ ୦.୨୩
କଳାହାଣ୍ଡି ୧୦୧.୨୪ ୧୦୧.୬୮ -୦.୪୪
କନ୍ଧମାଳ ୯୯.୭୪ ୯୯.୬୩ ୦.୧୧
କେନ୍ଦ୍ରାପଡା ୯୮.୬୩ ୯୮.୦୩ ୦.୬
କେନ୍ଦୁଝର ୯୯.୮୭ ୧୦୦.୦୮ -୦.୨୧
ଖୋର୍ଦ୍ଧା ୯୮.୧୪ ୯୮.୦୫ ୦.୦୯
କୋରାପୁଟ ୧୦୨.୮ ୧୦୨.୨୪ ୦.୫୬
ମାଲକାନଗିରି ୧୦୩.୭୩ ୧୦୩.୪ ୦.୩୩
ମୟୁରଭଞ୍ଜ ୯୯.୧୭ ୯୮.୪୫ ୦.୭୨
ନବରଙ୍ଗପୁର ୧୦୩.୧୩ ୧୦୨.୪୨ ୦.୭୧
ନୟାଗଡ଼ ୯୯.୦୫ ୯୮.୪୩ ୦.୬୨
ନୂଆପଡ଼ା ୧୦୧.୬୩ ୧୦୦.୪୩ ୧.୨
ପୁରୀ ୯୮.୪୭ ୯୮.୦୭ ୦.୪
ରାୟଗଡ଼ା ୧୦୧.୨୮ ୧୦୧.୬୯ -୦.୪୧
ସମ୍ବଲପୁର ୯୮.୯୮ ୯୮.୫୧ ୦.୪୭
ସୋନପୁର ୯୯.୪୬ ୯୯.୬୮ -୦.୨୨
ସୁନ୍ଦରଗଡ ୯୯.୫୮ ୯୮.୭ ୦.୮୮

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.