Home Top News ଆଜି ପୁଣି ବଢ଼ିଲା ପେଟ୍ରୋଲ ଡିଜେଲ ଦର

ଆଜି ପୁଣି ବଢ଼ିଲା ପେଟ୍ରୋଲ ଡିଜେଲ ଦର

105

ନୂଆ ଦିଲ୍ଲୀ ୨୬ -୦୩ (ଓଡ଼ିଆ ପୁଅ) ପୁଣି ଆଜି ରାଷ୍ଟ୍ରାୟତ୍ତ ତୈଳ କମ୍ପାନୀଗୁଡିକ ଦ୍ୱାରା କ୍ରମାଗତ ଭାବେ ପେଟ୍ରୋଲ ଏବଂ ଡିଜେଲ ଦର ପୁଣି ବୃଦ୍ଧି କରିଛନ୍ତି। ତେବେ ଆଜି ମଧ୍ୟ ତୈଳ ଦର ବୃଦ୍ଧିପାଇଛି। ଆଜି ଡିଜେଲର ମୂଲ୍ୟ ୮୦ ରୁ ୮୫ ପଇସା ବୃଦ୍ଧି ପାଇଥିବାବେଳେ ପେଟ୍ରୋଲର ମୂଲ୍ୟ ୮୦ ରୁ ୮୫ ପଇସା ବୃଦ୍ଧି ପାଇଛି।

ଆପଣ ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟ ମଧ୍ୟ ଏସଏମଏସ ମାଧ୍ୟମରେ ଜାଣିପାରିବେ। ଇଣ୍ଡିଆନ୍ ଓଏଲ୍ ୱେବସାଇଟ୍ ଅନୁଯାୟୀ, ଆପଣଙ୍କୁ RSP ଏବଂ ଆପଣଙ୍କ ସିଟି କୋଡ୍ ଲେଖିବାକୁ ପଡିବ ଏବଂ ଏହାକୁ ୯୨୨୪୯୯୨୨୪୯ ନମ୍ବରକୁ ପଠାଇବାକୁ ପଡିବ। ପ୍ରତ୍ୟେକ ସହର ପାଇଁ କୋଡ୍ ଅଲଗା, ଯାହାକୁ ଆପଣ IOCL ୱେବସାଇଟରୁ ପାଇବେ।

ପୁନଶ୍ଚସୂଚନାଯୋଗ୍ୟଯେ, ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟ ପ୍ରତିଦିନ ସକାଳ ୬ ଟାରେ ବଦଳିଥାଏ। ସକାଳ ୬ ଟାରୁ ନୂତନ ଦର ପ୍ରଯୁଜ୍ୟ। ପେଟ୍ରୋଲ ଏବଂ ଡିଜେଲ ମୂଲ୍ୟରେ ଏକ୍ସାଇଜ୍ ଡ୍ୟୁଟି, ଡିଲର କମିଶନ ଏବଂ ଅନ୍ୟାନ୍ୟ ଜିନିଷ ଯୋଡିହେବା ପରେ ଏହାର ମୂଲ୍ୟ ପ୍ରାୟ ଦ୍ୱିଗୁଣିତ ହୁଏ।

ଜାଣି ନିଅନ୍ତୁ ମେଟ୍ରୋ ସହର ଗୁଡ଼ିକର ଦର

ସହର ପେଟ୍ରୋଲ ଦର ପରିବର୍ତ୍ତିତ ଦର ଡିଜେଲ ଦର ପରିବର୍ତ୍ତିତ ଦର
ନୂଆ ଦିଲ୍ଲୀ ୯୮.୬୧ ୦.୮ ୮୯.୮୭ ୦.୮
ମୁମ୍ବାଇ ସିଟି ୧୧୩.୩୫ ୦.୮୪ ୯୭.୫୫ ୦.୮୫
କୋଲକାତା ୧୦୮.୦୧ ୦.୮୩ ୯୩.୦୧ ୦.୭୯
ଚେନ୍ନାଇ ୧୦୪.୪୩ ୦.୭୬ ୯୪.୪୭ ୦.୭୬
ଭୁବନେଶ୍ୱର ୧୦୫.୨୨ ୦.୮୬ ୯୫.୦୨ ୦.୮୫

ପେଟ୍ରୋଲ ଡିଜେଲ କ୍ରମରେ ଦେଶର ତଥା ରାଜ୍ୟର ବିଭିନ୍ନ ସହରର ଆଜିର ଦର

ସହର ଆଜିର ଦର ଗତକାଲିର ଦର ପରିବର୍ତ୍ତିତ ଦର
ନୂଆଦିଲ୍ଲୀ ୯୮.୬୧ ୯୭.୮୧ ୦.୮
କୋଲକାତା ୧୦୮.୦୧ ୧୦୭.୧୮ ୦.୮୩
ମୁମ୍ବାଇ ୧୧୩.୩୫ ୧୧୨.୫୧ ୦.୮୪
ଚେନ୍ନାଇ ୧୦୪.୪୩ ୧୦୩.୬୭ ୦.୭୬
ଗୁରୁଗାଓଁ ୯୮.୭୮ ୯୮.୧୫ ୦.୬୩
ନୋଏଡା ୯୮.୫୪ ୯୭.୭୬ ୦.୭୮
ବାଙ୍ଗାଲୋର ୧୦୩.୯୩ ୧୦୩.୧୧ ୦.୮୨
ଭୁବନେଶ୍ୱର ୧୦୫.୨୨ ୧୦୪.୩୬ ୦.୮୬
ଚଣ୍ଡିଗଡ଼ ୯୮.୦୬ ୯୬.୫୯ ୧.୪୭
ହାଇଦ୍ରାବାଦ ୧୧୧.୮ ୧୧୦.୯୧ ୦.୮୯
ଜୟପୁର ୧୧୦.୫୬ ୧୦୯.୭୩ ୦.୮୩
ଲକ୍ଷ୍ନୌ ୯୮.୩୪ ୯୭.୬୭ ୦.୬୭
ପାଟନା ୧୦୯.୨ ୧୦୮.୩୭ ୦.୮୩
ତ୍ରୀଭେନ୍ଦ୍ରମ୍ ୧୦୯.୫ ୧୦୮.୭୭ ୦.୭୩
ସହର ଆଜିର ଦର ଗତକାଲିର ଦର ପରିବର୍ତ୍ତିତ ଦର
ନୂଆଦିଲ୍ଲୀ ୮୯.୮୭ ୮୯.୦୭ ୦.୮
କୋଲକାତା ୯୩.୦୧ ୯୨.୨୨ ୦.୭୯
ମୁମ୍ବାଇ ୯୭.୫୫ ୯୬.୭ ୦.୮୫
ଚେନ୍ନାଇ ୯୪.୪୭ ୯୩.୭୧ ୦.୭୬
ଗୁରୁଗାଓଁ ୯୦.୦୧ ୮୯.୩୮ ୦.୬୩
ନୋଏଡା ୯୦.୦୭ ୮୯.୨୯ ୦.୭୮
ବାଙ୍ଗାଲୋର ୮୮.୧୪ ୮୭.୩୭ ୦.୭୭
ଭୁବନେଶ୍ୱର ୯୫.୦୨ ୯୪.୧୭ ୦.୮୫
ଚଣ୍ଡିଗଡ଼ ୮୪.୫ ୮୩.୧୨ ୧.୩୮
ହାଇଦ୍ରାବାଦ ୯୮.୧ ୯୭.୨୪ ୦.୮୬
ଜୟପୁର ୯୩.୯୭ ୯୩.୨ ୦.୭୭
ଲକ୍ଷ୍ନୌ ୮୯.୮୯ ୮୯.୨୨ ୦.୬୭
ପାଟନା ୯୪.୨୯ ୯୩.୪୯ ୦.୮
ତ୍ରୀଭେନ୍ଦ୍ରମ୍ ୯୬.୫୩ ୯୫.୮୧ ୦.୭୨
ସହର/ଜିଲ୍ଲାର ନାମ ଆଜିର ଦର ଗତକାଲିର ଦର ପରିବର୍ତ୍ତିତ ଦର
ଅନୁଗୁଳ ୧୦୬.୬୪ ୧୦୬.୧୩ ୦.୫୧
ବାଲେଶ୍ୱର ୧୦୫.୨୧ ୧୦୪.୫ ୦.୭୧
ବରଗଡ ୧୦୬.୪୭ ୧୦୫.୨୭ ୧.୨
ଭଦ୍ରକ ୧୦୫.୭୬ ୧୦୪.୯୨ ୦.୮୪
ଭୁବନେଶ୍ୱର ୧୦୫.୨୨ ୧୦୪.୩୬ ୦.୮୬
ବଲାଙ୍ଗୀର ୧୦୭.୦୫ ୧୦୬.୨୬ ୦.୭୯
ବୌଦ୍ଧ ୧୦୬.୭୭ ୧୦୫.୯୬ ୦.୮୧
କଟକ ୧୦୫.୫୭ ୧୦୪.୬ ୦.୯୭
ଦେବଗଡ଼ ୧୦୬.୩୭ ୧୦୫.୫୬ ୦.୮୧
ଢେଙ୍କାନାଳ ୧୦୬.୦୧ ୧୦୫.୧୯ ୦.୮୨
ଗଜପତି ୧୦୭.୬୮ ୧୦୬.୯୧ ୦.୭୭
ଗଞ୍ଜାମ ୧୦୬.୬୯ ୧୦୫.୮୯ ୦.୮
ଜଗତସିଂହପୁର ୧୦୪.୭୪ ୧୦୪.୦୩ ୦.୭୧
ଯାଜପୁର ୧୦୫.୮ ୧୦୪.୬୫ ୧.୧୫
ଝାରସୁଗୁଡ଼ା ୧୦୫.୩ ୧୦୪.୩୯ ୦.୯୧
କଳାହାଣ୍ଡି ୧୦୮.୧୭ ୧୦୮.୦୬ ୦.୧୧
କନ୍ଧମାଳ ୧୦୬.୯୧ ୧୦୬.୧୨ ୦.୭୯
କେନ୍ଦ୍ରାପଡା ୧୦୫.୧୪ ୧୦୪.୨୬ ୦.୮୮
କେନ୍ଦୁଝର ୧୦୭.୩୭ ୧୦୬.୦୧ ୧.୩୬
ଖୋର୍ଦ୍ଧା ୧୦୫.୨୨ ୧୦୪.୩୬ ୦.୮୬
କୋରାପୁଟ ୧୦୯.୮୨ ୧୦୯.୧୨ ୦.୭
ମାଲକାନଗିରି ୧୧୦.୭୮ ୧୧୦.୧୧ ୦.୬୭
ମୟୁରଭଞ୍ଜ ୧୦୬.୭୩ ୧୦୫.୨୫ ୧.୪୮
ନବରଙ୍ଗପୁର ୧୦୯.୮୨ ୧୦୯.୧୨ ୦.୭
ନୟାଗଡ଼ ୧୦୫.୫ ୧୦୪.୬୬ ୦.୮୪
ନୂଆପଡ଼ା ୧୦୭.୭୮ ୧୦୭.୨୧ ୦.୫୭
ପୁରୀ ୧୦୫.୪୭ ୧୦୪.୭୭ ୦.୭
ରାୟଗଡ଼ା ୧୦୯.୩୫ ୧୦୮.୬୩ ୦.୭୨
ସମ୍ବଲପୁର ୧୦୬.୪୨ ୧୦୫.୦୫ ୧.୩୭
ସୋନପୁର ୧୦୬.୬୩ ୧୦୫.୯୧ ୦.୭୨
ସୁନ୍ଦରଗଡ ୧୦୬.୩୨ ୧୦୪.୭୨ ୧.୬
ସହର ଆଜିର ଦର ଗତକାଲିର ଦର ପରିବର୍ତ୍ତିତ ଦର
ଅନୁଗୁଳ ୯୬.୪୧ ୯୫.୮୮ ୦.୫୩
ବାଲେଶ୍ୱର ୯୫.୦୩ ୯୪.୩୨ ୦.୭୧
ବରଗଡ ୯୬.୨୫ ୯୫.୦୬ ୧.୧୯
ଭଦ୍ରକ ୯୫.୫୬ ୯୪.୭୨ ୦.୮୪
ଭୁବନେଶ୍ୱର ୯୫.୦୨ ୯୪.୧୭ ୦.୮୫
ବଲାଙ୍ଗୀର ୯୬.୮୧ ୯୬.୦୨ ୦.୭୯
ବୌଦ୍ଧ ୯୬.୫୧ ୯୫.୭୨ ୦.୭୯
କଟକ ୯୫.୩୬ ୯୪.୪ ୦.୯୬
ଦେବଗଡ଼ ୯୬.୧୬ ୯୫.୩୫ ୦.୮୧
ଢେଙ୍କାନାଳ ୯୫.୭୯ ୯୪.୯୭ ୦.୮୨
ଗଜପତି ୯୭.୪ ୯୬.୬୩ ୦.୭୭
ଗଞ୍ଜାମ ୯୬.୪୪ ୯୫.୬୪ ୦.୮
ଜଗତସିଂହପୁର ୯୪.୫୪ ୯୩.୮୩ ୦.୭୧
ଯାଜପୁର ୯୫.୫୬ ୯୪.୪୩ ୧.୧୩
ଝାରସୁଗୁଡ଼ା ୯୫.୧୨ ୯୪.୨୨ ୦.୯
କଳାହାଣ୍ଡି ୯୭.୮୯ ୯୭.୭୬ ୦.୧୩
କନ୍ଧମାଳ ୯୬.୬୫ ୯୫.୮୬ ୦.୭୯
କେନ୍ଦ୍ରାପଡା ୯୪.୯୨ ୯୪.୦୫ ୦.୮୭
କେନ୍ଦୁଝର ୯୭.୦୭ ୯୫.୭୪ ୧.୩୩
ଖୋର୍ଦ୍ଧା ୯୫.୦୨ ୯୪.୧୭ ୦.୮୫
କୋରାପୁଟ ୯୯.୪୮ ୯୮.୭୭ ୦.୭୧
ମାଲକାନଗିରି ୧୦୦.୪ ୯୯.୭୩ ୦.୬୭
ମୟୁରଭଞ୍ଜ ୯୬.୪୯ ୯୫.୦୪ ୧.୪୫
ନବରଙ୍ଗପୁର ୯୯.୪୮ ୯୮.୭୭ ୦.୭୧
ନୟାଗଡ଼ ୯୫.୩ ୯୪.୪୬ ୦.୮୪
ନୂଆପଡ଼ା ୯୭.୫୧ ୯୬.୯୩ ୦.୫୮
ପୁରୀ ୯୫.୨୬ ୯୪.୫୭ ୦.୬୯
ରାୟଗଡ଼ା ୯୯ ୯୮.୨୮ ୦.୭୨
ସମ୍ବଲପୁର ୯୬.୨ ୯୪.୮୬ ୧.୩୪
ସୋନପୁର ୯୬.୪ ୯୫.୬୯ ୦.୭୧
ସୁନ୍ଦରଗଡ ୯୬.୧ ୯୪.୫୪ ୧.୫୬

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.