Home Top News ଆଜି ପୁଣି ବଢ଼ିଲା ପେଟ୍ରୋଲ-ଡିଜେଲ ଦର, ଜାଣନ୍ତୁ ଆପଣଙ୍କ ଜିଲ୍ଲାର ମୂଲ୍ୟ କେତେ?

ଆଜି ପୁଣି ବଢ଼ିଲା ପେଟ୍ରୋଲ-ଡିଜେଲ ଦର, ଜାଣନ୍ତୁ ଆପଣଙ୍କ ଜିଲ୍ଲାର ମୂଲ୍ୟ କେତେ?

60

ନୂଆ ଦିଲ୍ଲୀ ୬ -୧୦ (ଓଡ଼ିଆ ପୁଅ) ରାଷ୍ଟ୍ରାୟତ୍ତ ତୈଳ କମ୍ପାନୀଗୁଡିକ ଦ୍ୱାରା ଆଜି ପେଟ୍ରୋଲ ଏବଂ ଡିଜେଲ ଦର ପୁଣି ବୃଦ୍ଧି ପାଇଛି। ଆଜି ଡିଜେଲର ମୂଲ୍ୟ ୩୦ ରୁ ୩୭ ପଇସା ବୃଦ୍ଧି ପାଇଥିବାବେଳେ ପେଟ୍ରୋଲର ମୂଲ୍ୟ ୨୬ ରୁ ୩୦ ପଇସା ବୃଦ୍ଧି ପାଇଛି।

ଜାଣନ୍ତୁ ଆପଣଙ୍କ ସହରରେ ମୂଲ୍ୟ କେତେ?

ଆପଣ ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟ ମଧ୍ୟ ଏସଏମଏସ ମାଧ୍ୟମରେ ଜାଣିପାରିବେ। ଇଣ୍ଡିଆନ୍ ଓଏଲ୍ ୱେବସାଇଟ୍ ଅନୁଯାୟୀ, ଆପଣଙ୍କୁ RSP ଏବଂ ଆପଣଙ୍କ ସିଟି କୋଡ୍ ଲେଖିବାକୁ ପଡିବ ଏବଂ ଏହାକୁ ୯୨୨୪୯୯୨୨୪୯ ନମ୍ବରକୁ ପଠାଇବାକୁ ପଡିବ। ପ୍ରତ୍ୟେକ ସହର ପାଇଁ କୋଡ୍ ଅଲଗା, ଯାହାକୁ ଆପଣ IOCL ୱେବସାଇଟରୁ ପାଇବେ।

ପୁନଶ୍ଚସୂଚନାଯୋଗ୍ୟଯେ, ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟ ପ୍ରତିଦିନ ସକାଳ ୬ ଟାରେ ବଦଳିଥାଏ। ସକାଳ ୬ ଟାରୁ ନୂତନ ଦର ପ୍ରଯୁଜ୍ୟ। ପେଟ୍ରୋଲ ଏବଂ ଡିଜେଲ ମୂଲ୍ୟରେ ଏକ୍ସାଇଜ୍ ଡ୍ୟୁଟି, ଡିଲର କମିଶନ ଏବଂ ଅନ୍ୟାନ୍ୟ ଜିନିଷ ଯୋଡିହେବା ପରେ ଏହାର ମୂଲ୍ୟ ପ୍ରାୟ ଦ୍ୱିଗୁଣିତ ହୁଏ।

ପେଟ୍ରୋଲ ଏବଂ ଡିଜେଲ ଜର କ୍ରମରେ ମୁଖ୍ୟ ସହର ଗୁଡ଼ିକରେ ଏବଂ ଜିଲ୍ଲାରେ ଦର କେତେ?

ସହର ଆଜିର ଦର ଗତକାଲିର ଦର ପରିବର୍ତ୍ତିତ ଦର
ନୂଆଦିଲ୍ଲୀ ୧୦୨.୯୪ ୧୦୨.୬୪ ୦.୩
କୋଲକାତା ୧୦୩.୬୫ ୧୦୩.୩୬ ୦.୨୯
ମୁମ୍ବାଇ ୧୦୮.୯୬ ୧୦୮.୬୭ ୦.୨୯
ଚେନ୍ନାଇ ୧୦୦.୪୯ ୧୦୦.୨୩ ୦.୨୬
ଗୁରୁଗାଓଁ ୧୦୦.୪୫ ୯୯.୯୯ ୦.୪୬
ନୋଏଡା ୧୦୦.୦୩ ୯୯.୯୩ ୦.୧
ବାଙ୍ଗାଲୋର ୧୦୬.୫୨ ୧୦୬.୨୧ ୦.୩୧
ଭୁବନେଶ୍ୱର ୧୦୩.୬୯ ୧୦୩.୫୨ ୦.୧୭
ଚଣ୍ଡିଗଡ଼ ୯୯.୦୯ ୯୮.୮ ୦.୨୯
ହାଇଦ୍ରାବାଦ ୧୦୭.୦୯ ୧୦୬.୭୭ ୦.୩୨
ଜୟପୁର ୧୧୦.୧୭ ୧୧୦.୪୨ -୦.୨୫
ଲକ୍ଷ୍ନୌ ୧୦୦.୧୩ ୯୯.୫୪ ୦.୫୯
ପାଟନା ୧୦୫.୯୨ ୧୦୬.୧୧ -୦.୧୯
ତ୍ରୀଭେନ୍ଦ୍ରମ୍ ୧୦୫.୧୮ ୧୦୪.୬୯ ୦.୪୯
ସହର ଆଜିର ଦର ଗତକାଲିର ଦର ପରିବର୍ତ୍ତିତ ଦର
ନୂଆଦିଲ୍ଲୀ ୯୧.୪୨ ୯୧.୦୭ ୦.୩୫
କୋଲକାତା ୯୪.୫୩ ୯୪.୧୭ ୦.୩୬
ମୁମ୍ବାଇ ୯୯.୧୭ ୯୮.୮ ୦.୩୭
ଚେନ୍ନାଇ ୯୫.୯୩ ୯୫.୫୯ ୦.୩୪
ଗୁରୁଗାଓଁ ୯୧.୯୬ ୯୧.୪୫ ୦.୫୧
ନୋଏଡା ୯୧.୮୫ ୯୧.୬୭ ୦.୧୮
ବାଙ୍ଗାଲୋର ୯୭.୦୩ ୯୬.୬୬ ୦.୩୭
ଭୁବନେଶ୍ୱର ୯୯.୫୭ ୯୯.୩୧ ୦.୨୬
ଚଣ୍ଡିଗଡ଼ ୯୧.୧୫ ୯୦.୮ ୦.୩୫
ହାଇଦ୍ରାବାଦ ୯୯.୭୫ ୯୯.୩୭ ୦.୩୮
ଜୟପୁର ୧୦୦.୯୮ ୧୦୧.୧୨ -୦.୧୪
ଲକ୍ଷ୍ନୌ ୯୧.୯୬ ୯୧.୩୩ ୦.୬୩
ପାଟନା ୯୭.୮୮ ୯୭.୯୯ -୦.୧୧
ତ୍ରୀଭେନ୍ଦ୍ରମ୍ ୯୮.୩୫ ୯୭.୭୯ ୦.୫୬
ସହର ଆଜିର ଦର ଗତକାଲିର ଦର ପରିବର୍ତ୍ତିତ ଦର
ଅନୁଗୁଳ ୧୦୫.୨୧ ୧୦୪.୭୮ ୦.୪୩
ବାଲେଶ୍ୱର ୧୦୩.୯୨ ୧୦୩.୭୪ ୦.୧୮
ବରଗଡ ୧୦୪.୭୯ ୧୦୫.୦୬ -୦.୨୭
ଭଦ୍ରକ ୧୦୪.୫ ୧୦୩.୯୪ ୦.୫୬
ଭୁବନେଶ୍ୱର ୧୦୩.୬୯ ୧୦୩.୫୨ ୦.୧୭
ବଲାଙ୍ଗୀର ୧୦୫.୬୬ ୧୦୫.୮୫ -୦.୧୯
ବୌଦ୍ଧ ୧୦୫.୮୨ ୧୦୫.୧୩ ୦.୬୯
କଟକ ୧୦୪.୦୩ ୧୦୩.୮୭ ୦.୧୬
ଦେବଗଡ଼ ୧୦୪.୯୯ ୧୦୪.୩୪ ୦.୬୫
ଢେଙ୍କାନାଳ ୧୦୪.୨୯ ୧୦୪.୬୪ -୦.୩୫
ଗଜପତି ୧୦୬.୩ ୧୦୫.୪୫ ୦.୮୫
ଗଞ୍ଜାମ ୧୦୫.୪୮ ୧୦୫ ୦.୪୮
ଜଗତସିଂହପୁର ୧୦୩.୭୮ ୧୦୩.୫ ୦.୨୮
ଯାଜପୁର ୧୦୪.୦୧ ୧୦୪.୧୯ -୦.୧୮
ଝାରସୁଗୁଡ଼ା ୧୦୩.୯୬ ୧୦୩.୪୯ ୦.୪୭
କଳାହାଣ୍ଡି ୧୦୭.୪ ୧୦୬.୮ ୦.୬
କନ୍ଧମାଳ ୧୦୫.୫୨ ୧୦୫.୨୨ ୦.୩
କେନ୍ଦ୍ରାପଡା ୧୦୩.୯ ୧୦୩.୨୭ ୦.୬୩
କେନ୍ଦୁଝର ୧୦୫.୧୩ ୧୦୫.୯୫ -୦.୮୨
ଖୋର୍ଦ୍ଧା ୧୦୩.୬୯ ୧୦୩.୫୨ ୦.୧୭
କୋରାପୁଟ ୧୦୮.୨୫ ୧୦୮.୪୮ -୦.୨୩
ମାଲକାନଗିରି ୧୦୯.୫୭ ୧୦୯.୧୧ ୦.୪୬
ମୟୁରଭଞ୍ଜ ୧୦୫.୬୯ ୧୦୩.୫୭ ୨.୧୨
ନବରଙ୍ଗପୁର ୧୦୭.୫୯ ୧୦୭.୮୨ -୦.୨୩
ନୟାଗଡ଼ ୧୦୪.୦୪ ୧୦୩.୮୭ ୦.୧୭
ନୂଆପଡ଼ା ୧୦୭.୦୩ ୧୦୬.୪୯ ୦.୫୪
ପୁରୀ ୧୦୩.୬୯ ୧୦୩.୫୯ ୦.୧
ରାୟଗଡ଼ା ୧୦୭.୬୯ ୧୦୬.୫୮ ୧.୧୧
ସମ୍ବଲପୁର ୧୦୪.୪୯ ୧୦୪.୦୩ ୦.୪୬
ସୋନପୁର ୧୦୫.୨୪ ୧୦୪.୭୬ ୦.୪୮
ସୁନ୍ଦରଗଡ ୧୦୫.୪୨ ୧୦୪.୬ ୦.୮୨
ସହର ଆଜିର ଦର ଗତକାଲିର ଦର ପରିବର୍ତ୍ତିତ ଦର
ଅନୁଗୁଳ ୧୦୧.୦୩ ୧୦୦.୫୨ ୦.୫୧
ବାଲେଶ୍ୱର ୯୯.୮୧ ୯୯.୫୪ ୦.୨୭
ବରଗଡ ୧୦୦.୬୫ ୧୦୦.୮୨ -୦.୧୭
ଭଦ୍ରକ ୧୦୦.୩୬ ୯୯.୭୩ ୦.୬୩
ଭୁବନେଶ୍ୱର ୯୯.୫୭ ୯୯.୩୧ ୦.୨୬
ବଲାଙ୍ଗୀର ୧୦୧.୪୯ ୧୦୧.୫୮ -୦.୦୯
ବୌଦ୍ଧ ୧୦୧.୬୨ ୧୦୦.୮୮ ୦.୭୪
କଟକ ୯୯.୯ ୯୯.୬୫ ୦.୨୫
ଦେବଗଡ଼ ୧୦୦.୮୪ ୧୦୦.୧୨ ୦.୭୨
ଢେଙ୍କାନାଳ ୧୦୦.୧୫ ୧୦୦.୩୯ -୦.୨୪
ଗଜପତି ୧୦୨.୦୮ ୧୦୧.୧୭ ୦.୯୧
ଗଞ୍ଜାମ ୧୦୧.୨୯ ୧୦୦.୭୩ ୦.୫୬
ଜଗତସିଂହପୁର ୯୯.୬୪ ୯୯.୨୭ ୦.୩୭
ଯାଜପୁର ୯୯.୮୬ ୯୯.୯୩ -୦.୦୭
ଝାରସୁଗୁଡ଼ା ୯୯.୮୫ ୯୯.୩ ୦.୫୫
କଳାହାଣ୍ଡି ୧୦୩.୧୬ ୧୦୨.୫ ୦.୬୬
କନ୍ଧମାଳ ୧୦୧.୩୩ ୧୦୦.୯୫ ୦.୩୮
କେନ୍ଦ୍ରାପଡା ୯୯.୭୫ ୯୯.୦୫ ୦.୭
କେନ୍ଦୁଝର ୧୦୦.୯୩ ୧୦୧.୬୩ -୦.୭
ଖୋର୍ଦ୍ଧା ୯୯.୫୭ ୯୯.୩୧ ୦.୨୬
କୋରାପୁଟ ୧୦୩.୯୯ ୧୦୪.୧୨ -୦.୧୩
ମାଲକାନଗିରି ୧୦୫.୨୬ ୧୦୪.୭୨ ୦.୫୪
ମୟୁରଭଞ୍ଜ ୧୦୧.୫୧ ୯୯.୩୭ ୨.୧୪
ନବରଙ୍ଗପୁର ୧୦୩.୩୫ ୧୦୩.୪୮ -୦.୧୩
ନୟାଗଡ଼ ୯୯.୯୧ ୯୯.୬୫ ୦.୨୬
ନୂଆପଡ଼ା ୧୦୨.୮୧ ୧୦୨.୨ ୦.୬୧
ପୁରୀ ୯୯.୫୭ ୯୯.୩୮ ୦.୧୯
ରାୟଗଡ଼ା ୧୦୩.୪୨ ୧୦୨.୨୬ ୧.୧୬
ସମ୍ବଲପୁର ୧୦୦.୩୬ ୯୯.୮୨ ୦.୫୪
ସୋନପୁର ୧୦୧.୦୮ ୧୦୦.୫୨ ୦.୫୬
ସୁନ୍ଦରଗଡ ୧୦୧.୨୬ ୧୦୦.୩୭ ୦.୮୯

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.