Home Top News ଆଜି ପୁଣି ବଢ଼ିଲା ପେଟ୍ରୋଲ ଏବଂ ଡିଜେଲର ଦର – ଜାଣନ୍ତୁ ଆଜିର ଦର

ଆଜି ପୁଣି ବଢ଼ିଲା ପେଟ୍ରୋଲ ଏବଂ ଡିଜେଲର ଦର – ଜାଣନ୍ତୁ ଆଜିର ଦର

54

ନୂଆ ଦିଲ୍ଲୀ ୫ – ୪ (ଓଡ଼ିଆ ପୁଅ) ପୁଣି ଆଜି ରାଷ୍ଟ୍ରାୟତ୍ତ ତୈଳ କମ୍ପାନୀଗୁଡିକ ଦ୍ୱାରା କ୍ରମାଗତ ଭାବେ ପେଟ୍ରୋଲ ଏବଂ ଡିଜେଲ ଦର ପୁଣି ବୃଦ୍ଧି କରିଛନ୍ତି। ତେବେ ଆଜି ମଧ୍ୟ ତୈଳ ଦର ବୃଦ୍ଧିପାଇଛି। ଆଜି ଡିଜେଲର ମୂଲ୍ୟ ୮୦ ରୁ ୮୫ ପଇସା ବୃଦ୍ଧି ପାଇଥିବାବେଳେ ପେଟ୍ରୋଲର ମୂଲ୍ୟ ୮୦ ରୁ ୮୫ ପଇସା ବୃଦ୍ଧି ପାଇଛି।

ଗତ ୧୫ ଦିନ ମଧ୍ୟରେ ୧୩ ଥର ଦର ବୃଦ୍ଧି ହୋଇସାରିଲାଣି। ତେବେ ପ୍ରତି ଲଟରରେ ଦରରେ ୯.୨୦ ଟଙ୍କା ବୃଦ୍ଧି ଘଟିଛି।

ତୈଳ ଦର ବୃଦ୍ଧିକୁ ନେଇ ବରିଷ୍ଠ ରାଜନେତା ସୁବ୍ରମଣ୍ୟମ ସ୍ୱାମୀ ଟ୍ୱିଟ କରି ଦର୍ଶାଇଛନ୍ତିଯେ,
“ପେଟ୍ରୋଲ ଡିଜେଲ ଏବଂ କିରୋସିନର ଦୈନିକ ବୃଦ୍ଧି ଦେଶରେ ବିଦ୍ରୋହର ପରିସ୍ଥିତି ସୃଷ୍ଟି କରୁଛି। ଏହା କରିବା ଅର୍ଥ ମନ୍ତ୍ରଣାଳୟର ବୌଦ୍ଧିକ ଦେବାଳିଆ ଅଟେ। ଏହା ମଧ୍ୟ ଜାତୀୟ ବିରୋଧୀ। ଏହି ମୂଲ୍ୟ ବୃଦ୍ଧି କରି ବଜେଟ୍ ନିଅଣ୍ଟକୁ ଅର୍ଥ ପ୍ରଦାନ କରିବା ହେଉଛି ଅକ୍ଷମତା।”

ଆପଣ ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟ ମଧ୍ୟ ଏସଏମଏସ ମାଧ୍ୟମରେ ଜାଣିପାରିବେ। ଇଣ୍ଡିଆନ୍ ଓଏଲ୍ ୱେବସାଇଟ୍ ଅନୁଯାୟୀ, ଆପଣଙ୍କୁ RSP ଏବଂ ଆପଣଙ୍କ ସିଟି କୋଡ୍ ଲେଖିବାକୁ ପଡିବ ଏବଂ ଏହାକୁ ୯୨୨୪୯୯୨୨୪୯ ନମ୍ବରକୁ ପଠାଇବାକୁ ପଡିବ। ପ୍ରତ୍ୟେକ ସହର ପାଇଁ କୋଡ୍ ଅଲଗା, ଯାହାକୁ ଆପଣ IOCL ୱେବସାଇଟରୁ ପାଇବେ।

ପୁନଶ୍ଚସୂଚନାଯୋଗ୍ୟଯେ, ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟ ପ୍ରତିଦିନ ସକାଳ ୬ ଟାରେ ବଦଳିଥାଏ। ସକାଳ ୬ ଟାରୁ ନୂତନ ଦର ପ୍ରଯୁଜ୍ୟ। ପେଟ୍ରୋଲ ଏବଂ ଡିଜେଲ ମୂଲ୍ୟରେ ଏକ୍ସାଇଜ୍ ଡ୍ୟୁଟି, ଡିଲର କମିଶନ ଏବଂ ଅନ୍ୟାନ୍ୟ ଜିନିଷ ଯୋଡିହେବା ପରେ ଏହାର ମୂଲ୍ୟ ପ୍ରାୟ ଦ୍ୱିଗୁଣିତ ହୁଏ।

ଜାଣି ନିଅନ୍ତୁ ମେଟ୍ରୋ ସହର ଗୁଡ଼ିକର ଦର

ସହର ପେଟ୍ରୋଲ ଦର ପରିବର୍ତ୍ତିତ ଦର ଡିଜେଲ ଦର ପରିବର୍ତ୍ତିତ ଦର
ନୂଆ ଦିଲ୍ଲୀ ୧୦୪.୬୧ ୦.୮ ୯୫.୮୭ ୦.୮
ମୁମ୍ବାଇ ସିଟି ୧୧୯.୬୭ ୦.୮୪ ୧୦୩.୯୨ ୦.୮୫
କୋଲକାତା ୧୧୪.୨୮ ୦.୮୩ ୯୯.୦୨ ୦.୮
ଚେନ୍ନାଇ ୧୧୦.୧୧ ୦.୭୭ ୧୦୦.୧୯ ୦.୭୭
ଭୁବନେଶ୍ୱର ୧୧୧.୬୪ ୦.୮୫ ୧୦୧.୩୯ ୦.୮୫

ଜାଣି ନିଅନ୍ତୁ ଜେଶ ତଥା ରାଜ୍ୟର ବିଭିନ୍ନ ସହରର ପେଟ୍ରୋଲ ଏବଂ ଡିଜେଲ କ୍ରମରେ ଦର

ସହର ଆଜିର ଦର ଗତକାଲିର ଦର ପରିବର୍ତ୍ତିତ ଦର
ନୂଆଦିଲ୍ଲୀ ୧୦୪.୬୧ ୧୦୩.୮୧ ୦.୮
କୋଲକାତା ୧୧୪.୨୮ ୧୧୩.୪୫ ୦.୮୩
ମୁମ୍ବାଇ ୧୧୯.୬୭ ୧୧୮.୮୩ ୦.୮୪
ଚେନ୍ନାଇ ୧୧୦.୧୧ ୧୦୯.୩୪ ୦.୭୭
ଗୁରୁଗାଓଁ ୧୦୪.୭୬ ୧୦୪.୦୬ ୦.୭
ନୋଏଡା ୧୦୪.୫୩ ୧୦୪ ୦.୫୩
ବାଙ୍ଗାଲୋର ୧୧୦.୨୫ ୧୦୯.୪୧ ୦.୮୪
ଭୁବନେଶ୍ୱର ୧୧୧.୫୪ ୧୧୦.୭୮ ୦.୭୬
ଚଣ୍ଡିଗଡ଼ ୧୦୩.୯୬ ୧୦୩.୧୭ ୦.୭୯
ହାଇଦ୍ରାବାଦ ୧୧୮.୫୯ ୧୧୭.୬୮ ୦.୯୧
ଜୟପୁର ୧୧୭.୧୫ ୧୧୬.୨୭ ୦.୮୮
ଲକ୍ଷ୍ନୌ ୧୦୪.୪୫ ୧୦୩.୫୨ ୦.୯୩
ପାଟନା ୧୧୫.୪୬ ୧୧୫.୪୫ ୦.୦୧
ତ୍ରୀଭେନ୍ଦ୍ରମ୍ ୧୧୬.୩୨ ୧୧୫.୩୪ ୦.୯୮
ସହର ଆଜିର ଦର ଗତକାଲିର ଦର ପରିବର୍ତ୍ତିତ ଦର
ନୂଆଦିଲ୍ଲୀ ୯୫.୮୭ ୯୫.୦୭ ୦.୮
କୋଲକାତା ୯୯.୦୨ ୯୮.୨୨ ୦.୮
ମୁମ୍ବାଇ ୧୦୩.୯୨ ୧୦୩.୦୭ ୦.୮୫
ଚେନ୍ନାଇ ୧୦୦.୧୯ ୯୯.୪୨ ୦.୭୭
ଗୁରୁଗାଓଁ ୯୬.୦୧ ୯୫.୩ ୦.୭୧
ନୋଏଡା ୯୬.୦୯ ୯୫.୫୫ ୦.୫୪
ବାଙ୍ଗାଲୋର ୯୪.୦୧ ୯୩.୨୩ ୦.୭୮
ଭୁବନେଶ୍ୱର ୧୦୧.୨୯ ୧୦୦.୫୩ ୦.୭୬
ଚଣ୍ଡିଗଡ଼ ୯୦.୦୯ ୮୯.୩୪ ୦.୭୫
ହାଇଦ୍ରାବାଦ ୧୦୪.୬୨ ୧୦୩.୭୫ ୦.୮୭
ଜୟପୁର ୧୦୦.୧୧ ୯୯.୨୯ ୦.୮୨
ଲକ୍ଷ୍ନୌ ୯୬.୦୩ ୯୫.୦୯ ୦.୯୪
ପାଟନା ୧୦୦.୩୨ ୧୦୦.୨୯ ୦.୦୩
ତ୍ରୀଭେନ୍ଦ୍ରମ୍ ୧୦୩.୧୧ ୧୦୨.୧୬ ୦.୯୫
ସହର/ଜିଲ୍ଲାର ନାମ ଆଜିର ଦର ଗତକାଲିର ଦର ପରିବର୍ତ୍ତିତ ଦର
ଅନୁଗୁଳ ୧୧୩.୩୧ ୧୧୨.୪୯ ୦.୮୨
ବାଲେଶ୍ୱର ୧୧୧.୬୯ ୧୧୧.୨୨ ୦.୪୭
ବରଗଡ ୧୧୨.୯୫ ୧୧୧.୪୯ ୧.୪୬
ଭଦ୍ରକ ୧୧୨.୧୮ ୧୧୧.୩୨ ୦.୮୬
ଭୁବନେଶ୍ୱର ୧୧୧.୫୪ ୧୧୦.୭୮ ୦.୭୬
ବଲାଙ୍ଗୀର ୧୧୪.୧୩ ୧୧୨.୮ ୧.୩୩
ବୌଦ୍ଧ ୧୧୩.୬୩ ୧୧୨.୩୩ ୧.୩
କଟକ ୧୧୧.୯୯ ୧୧୦.୮୭ ୧.୧୨
ଦେବଗଡ଼ ୧୧୨.୮ ୧୧୧.୬ ୧.୨
ଢେଙ୍କାନାଳ ୧୧୨.୪୪ ୧୧୧.୭୬ ୦.୬୮
ଗଜପତି ୧୧୪.୧୧ ୧୧୨.୭ ୧.୪୧
ଗଞ୍ଜାମ ୧୧୩.୧୧ ୧୧୨.୨୬ ୦.୮୫
ଜଗତସିଂହପୁର ୧୧୧.୧୭ ୧୧୦.୫୮ ୦.୫୯
ଯାଜପୁର ୧୧୧.୮୭ ୧୧୦.୯୮ ୦.୮୯
ଝାରସୁଗୁଡ଼ା ୧୧୧.୭୬ ୧୧୦.୮୩ ୦.୯୩
କଳାହାଣ୍ଡି ୧୧୪.୨୧ ୧୧୪.୫୭ -୦.୩୬
କନ୍ଧମାଳ ୧୧୩.୩୩ ୧୧୩.୫୪ -୦.୨୧
କେନ୍ଦ୍ରାପଡା ୧୧୧.୫୬ ୧୧୧.୧୩ ୦.୪୩
କେନ୍ଦୁଝର ୧୧୩.୬୫ ୧୧୧.୬୨ ୨.୦୩
ଖୋର୍ଦ୍ଧା ୧୧୧.୫୪ ୧୧୦.୭୮ ୦.୭୬
କୋରାପୁଟ ୧୧୬.୨୪ ୧୧୫.୨୨ ୧.୦୨
ମାଲକାନଗିରି ୧୧୭.୨ ୧୧୬.୮ ୦.୪
ମୟୁରଭଞ୍ଜ ୧୧୨.୫ ୧୧୧.୧୭ ୧.୩୩
ନବରଙ୍ଗପୁର ୧୧୬.୫୮ ୧୧୪.୮୫ ୧.୭୩
ନୟାଗଡ଼ ୧୧୧.୯୩ ୧୧୧.୨୩ ୦.୭
ନୂଆପଡ଼ା ୧୧୪.୧୩ ୧୧୩.୭୭ ୦.୩୬
ପୁରୀ ୧୧୨.୦୬ ୧୧୧.୦୧ ୧.୦୫
ରାୟଗଡ଼ା ୧୧୫.୪୬ ୧୧୪.୩୨ ୧.୧୪
ସମ୍ବଲପୁର ୧୧୨.୩ ୧୧୨.୦୯ ୦.୨୧
ସୋନପୁର ୧୧୩.୧୪ ୧୧୧.୮୬ ୧.୨୮
ସୁନ୍ଦରଗଡ ୧୧୩.୨୩ ୧୧୧.୨୪ ୧.୯୯
ସହର ଆଜିର ଦର ଗତକାଲିର ଦର ପରିବର୍ତ୍ତିତ ଦର
ଅନୁଗୁଳ ୧୦୩ ୧୦୨.୧୮ ୦.୮୨
ବାଲେଶ୍ୱର ୧୦୧.୪୫ ୧୦୦.୯୮ ୦.୪୭
ବରଗଡ ୧୦୨.୬୮ ୧୦୧.୨୫ ୧.୪୩
ଭଦ୍ରକ ୧୦୧.୯୩ ୧୦୧.୦୮ ୦.୮୫
ଭୁବନେଶ୍ୱର ୧୦୧.୨୯ ୧୦୦.୫୩ ୦.୭୬
ବଲାଙ୍ଗୀର ୧୦୩.୮୧ ୧୦୨.୫ ୧.୩୧
ବୌଦ୍ଧ ୧୦୩.୩୧ ୧୦୨.୦୩ ୧.୨୮
କଟକ ୧୦୧.୭୩ ୧୦୦.୬୧ ୧.୧୨
ଦେବଗଡ଼ ୧୦୨.୫୩ ୧୦୧.୩୫ ୧.୧୮
ଢେଙ୍କାନାଳ ୧୦୨.୧୬ ୧୦୧.୪୯ ୦.୬୭
ଗଜପତି ୧୦୩.୭୭ ୧୦୨.୩୯ ୧.୩୮
ଗଞ୍ଜାମ ୧୦୨.୮୧ ୧୦୧.୯୬ ୦.୮୫
ଜଗତସିଂହପୁର ୧୦୦.୯୧ ୧୦୦.୩୩ ୦.୫୮
ଯାଜପୁର ୧୦୧.୫୯ ୧୦୦.୭୧ ୦.୮୮
ଝାରସୁଗୁଡ଼ା ୧୦୧.୫୩ ୧୦୦.୬ ୦.୯୩
କଳାହାଣ୍ଡି ୧୦୩.୮୯ ୧୦୪.୨୧ -୦.୩୨
କନ୍ଧମାଳ ୧୦୩.୦୨ ୧୦୩.୨ -୦.୧୮
କେନ୍ଦ୍ରାପଡା ୧୦୧.୨୯ ୧୦୦.୮୬ ୦.୪୩
କେନ୍ଦୁଝର ୧୦୩.୩୧ ୧୦୧.୩୩ ୧.୯୮
ଖୋର୍ଦ୍ଧା ୧୦୧.୨୯ ୧୦୦.୫୩ ୦.୭୬
କୋରାପୁଟ ୧୦୫.୮୫ ୧୦୪.୮୪ ୧.୦୧
ମାଲକାନଗିରି ୧୦୬.୭୭ ୧୦୬.୩୫ ୦.୪୨
ମୟୁରଭଞ୍ଜ ୧୦୨.୨୪ ୧୦୦.୯୩ ୧.୩୧
ନବରଙ୍ଗପୁର ୧୦୬.୧୮ ୧୦୪.୪୮ ୧.୭
ନୟାଗଡ଼ ୧୦୧.୬୭ ୧୦୦.୯୭ ୦.୭
ନୂଆପଡ଼ା ୧୦୩.୮୧ ୧୦୩.୪୪ ୦.୩୭
ପୁରୀ ୧୦୧.୭୯ ୧୦୦.୭୬ ୧.୦୩
ରାୟଗଡ଼ା ୧୦୫.୦୭ ୧୦୩.୯୪ ୧.୧୩
ସମ୍ବଲପୁର ୧୦୨.୦୫ ୧୦୧.୮୨ ୦.୨୩
ସୋନପୁର ୧୦୨.୮୬ ୧୦୧.୬ ୧.୨୬
ସୁନ୍ଦରଗଡ ୧୦୨.୯୫ ୧୦୧ ୧.୯୫

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.