Home Top News ଆଜି ପୁଣି ବଢ଼ିଲା ତୈଳ ଦର

ଆଜି ପୁଣି ବଢ଼ିଲା ତୈଳ ଦର

64

ନୂଆ ଦିଲ୍ଲୀ ୨୮ -୦୩ (ଓଡ଼ିଆ ପୁଅ) ପୁଣି ଆଜି ରାଷ୍ଟ୍ରାୟତ୍ତ ତୈଳ କମ୍ପାନୀଗୁଡିକ ଦ୍ୱାରା କ୍ରମାଗତ ଭାବେ ପେଟ୍ରୋଲ ଏବଂ ଡିଜେଲ ଦର ପୁଣି ବୃଦ୍ଧି କରିଛନ୍ତି। ତେବେ ଆଜି ମଧ୍ୟ ତୈଳ ଦର ବୃଦ୍ଧିପାଇଛି। ଆଜି ଡିଜେଲର ମୂଲ୍ୟ ୩୫ ରୁ ୩୭ ପଇସା ବୃଦ୍ଧି ପାଇଥିବାବେଳେ ପେଟ୍ରୋଲର ମୂଲ୍ୟ ୩୦ ରୁ ୩୨ ପଇସା ବୃଦ୍ଧି ପାଇଛି।

ଆପଣ ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟ ମଧ୍ୟ ଏସଏମଏସ ମାଧ୍ୟମରେ ଜାଣିପାରିବେ। ଇଣ୍ଡିଆନ୍ ଓଏଲ୍ ୱେବସାଇଟ୍ ଅନୁଯାୟୀ, ଆପଣଙ୍କୁ RSP ଏବଂ ଆପଣଙ୍କ ସିଟି କୋଡ୍ ଲେଖିବାକୁ ପଡିବ ଏବଂ ଏହାକୁ ୯୨୨୪୯୯୨୨୪୯ ନମ୍ବରକୁ ପଠାଇବାକୁ ପଡିବ। ପ୍ରତ୍ୟେକ ସହର ପାଇଁ କୋଡ୍ ଅଲଗା, ଯାହାକୁ ଆପଣ IOCL ୱେବସାଇଟରୁ ପାଇବେ।

ପୁନଶ୍ଚସୂଚନାଯୋଗ୍ୟଯେ, ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟ ପ୍ରତିଦିନ ସକାଳ ୬ ଟାରେ ବଦଳିଥାଏ। ସକାଳ ୬ ଟାରୁ ନୂତନ ଦର ପ୍ରଯୁଜ୍ୟ। ପେଟ୍ରୋଲ ଏବଂ ଡିଜେଲ ମୂଲ୍ୟରେ ଏକ୍ସାଇଜ୍ ଡ୍ୟୁଟି, ଡିଲର କମିଶନ ଏବଂ ଅନ୍ୟାନ୍ୟ ଜିନିଷ ଯୋଡିହେବା ପରେ ଏହାର ମୂଲ୍ୟ ପ୍ରାୟ ଦ୍ୱିଗୁଣିତ ହୁଏ।

ଜାଣି ନିଅନ୍ତୁ ମେଟ୍ରୋ ସହର ଗୁଡ଼ିକର ଦର

ସହର ପେଟ୍ରୋଲ ଦର ପରିବର୍ତ୍ତିତ ଦର ଡିଜେଲ ଦର ପରିବର୍ତ୍ତିତ ଦର
ନୂଆ ଦିଲ୍ଲୀ ୯୯.୪୧ ୦.୩ ୯୦.୭୭ ୦.୩୫
ମୁମ୍ବାଇ ସିଟି ୧୧୪.୧୯ ୦.୩୧ ୯୮.୫ ୦.୩୭
କୋଲକାତା ୧୦୮.୮୫ ୦.୩୨ ୯୩.୯୨ ୦.୩୫
ଚେନ୍ନାଇ ୧୦୫.୧୮ ୦.୧୮ ୯୫.୩୩ ୦.୨୩
ଭୁବନେଶ୍ୱର ୧୦୫.୭୬ ୦.୩୨ ୯୫.୬୧ ୦.୩୭

ପେଟ୍ରୋଲ ଡିଜେଲ କ୍ରମରେ ଦେଶର ତଥା ରାଜ୍ୟର ବିଭିନ୍ନ ସହରର ଆଜିର ଦର

ସହର ଆଜିର ଦର ଗତକାଲିର ଦର ପରିବର୍ତ୍ତିତ ଦର
ନୂଆଦିଲ୍ଲୀ ୯୯.୪୧ ୯୯.୧୧ ୦.୩
କୋଲକାତା ୧୦୮.୮୫ ୧୦୮.୫୩ ୦.୩୨
ମୁମ୍ବାଇ ୧୧୪.୧୯ ୧୧୩.୮୮ ୦.୩୧
ଚେନ୍ନାଇ ୧୦୫.୧୮ ୧୦୫ ୦.୧୮
ଗୁରୁଗାଓଁ ୯୯.୭୯ ୯୯.୫୭ ୦.୨୨
ନୋଏଡା ୯୯.୨୨ ୯୮.୯୮ ୦.୨୪
ବାଙ୍ଗାଲୋର ୧୦୪.୭୮ ୧୦୪.୪୬ ୦.୩୨
ଭୁବନେଶ୍ୱର ୧୦୫.୯୭ ୧୦୫.୭୨ ୦.୨୫
ଚଣ୍ଡିଗଡ଼ ୯୮.୮୫ ୯୮.୫୫ ୦.୩
ହାଇଦ୍ରାବାଦ ୧୧୨.୭୧ ୧୧୨.୩୭ ୦.୩୪
ଜୟପୁର ୧୧୧.୦୪ ୧୧୧.୩ -୦.୨୬
ଲକ୍ଷ୍ନୌ ୯୯.୨୬ ୯୯.୧୯ ୦.୦୭
ପାଟନା ୧୧୦.୦୩ ୧୦୯.୭୨ ୦.୩୧
ତ୍ରୀଭେନ୍ଦ୍ରମ୍ ୧୧୦.୬୫ ୧୧୦.୦୫ ୦.୬
ସହର ଆଜିର ଦର ଗତକାଲିର ଦର ପରିବର୍ତ୍ତିତ ଦର
ନୂଆଦିଲ୍ଲୀ ୯୦.୭୭ ୯୦.୪୨ ୦.୩୫
କୋଲକାତା ୯୩.୯୨ ୯୩.୫୭ ୦.୩୫
ମୁମ୍ବାଇ ୯୮.୫ ୯୮.୧୩ ୦.୩୭
ଚେନ୍ନାଇ ୯୫.୩୩ ୯୫.୧ ୦.୨୩
ଗୁରୁଗାଓଁ ୯୧.୧୨ ୯୦.୮୫ ୦.୨୭
ନୋଏଡା ୯୦.୮୬ ୯୦.୫୭ ୦.୨୯
ବାଙ୍ଗାଲୋର ୮୯.୦୨ ୮୮.୬୭ ୦.୩୫
ଭୁବନେଶ୍ୱର ୯୫.୮୮ ୯୫.୫୮ ୦.୩
ଚଣ୍ଡିଗଡ଼ ୮୫.୩୪ ୮୫.୦୧ ୦.୩୩
ହାଇଦ୍ରାବାଦ ୯୯.୦୭ ୯୮.୬୯ ୦.୩୮
ଜୟପୁର ୯୪.୫୩ ୯୪.୭୧ -୦.୧୮
ଲକ୍ଷ୍ନୌ ୯୦.୯୨ ୯୦.୭୯ ୦.୧୩
ପାଟନା ୯୫.୧୮ ୯୪.୮୩ ୦.୩୫
ତ୍ରୀଭେନ୍ଦ୍ରମ୍ ୯୭.୭୪ ୯୭.୧୧ ୦.୬୩
ସହର/ଜିଲ୍ଲାର ନାମ ଆଜିର ଦର ଗତକାଲିର ଦର ପରିବର୍ତ୍ତିତ ଦର
ଅନୁଗୁଳ ୧୦୭.୭୮ ୧୦୭.୫୮ ୦.୨
ବାଲେଶ୍ୱର ୧୦୬.୧୨ ୧୦୬.୧୭ -୦.୦୫
ବରଗଡ ୧୦୭.୦୪ ୧୦୬.୬୩ ୦.୪୧
ଭଦ୍ରକ ୧୦୬.୬୧ ୧୦୬.୨୯ ୦.୩୨
ଭୁବନେଶ୍ୱର ୧୦୫.୯୭ ୧୦୫.୭୨ ୦.୨୫
ବଲାଙ୍ଗୀର ୧୦୮.୫୬ ୧୦୮.୩୪ ୦.୨୨
ବୌଦ୍ଧ ୧୦୮.୦୭ ୧୦୮.୩୪ -୦.୨୭
କଟକ ୧୦୬.୧୬ ୧୦୫.୮୪ ୦.୩୨
ଦେବଗଡ଼ ୧୦୭.୨୩ ୧୦୬.୫୭ ୦.୬୬
ଢେଙ୍କାନାଳ ୧୦୬.୮୭ ୧୦୬.୮୧ ୦.୦୬
ଗଜପତି ୧୦୮.୫୪ ୧୦୮.୨୯ ୦.୨୫
ଗଞ୍ଜାମ ୧୦୬.୬୫ ୧୦୭.୩୫ -୦.୭
ଜଗତସିଂହପୁର ୧୦୬.୦୪ ୧୦୫.୫୫ ୦.୪୯
ଯାଜପୁର ୧୦୬.୫୮ ୧୦୬.୪୨ ୦.୧୬
ଝାରସୁଗୁଡ଼ା ୧୦୬.୧ ୧୦୬.୨୪ -୦.୧୪
କଳାହାଣ୍ଡି ୧୦୯.୦୩ ୧୦୯.୫୪ -୦.୫୧
କନ୍ଧମାଳ ୧୦୭.୭୭ ୧୦୮.୫୧ -୦.୭୪
କେନ୍ଦ୍ରାପଡା ୧୦୫.୯୯ ୧୦୫.୬୭ ୦.୩୨
କେନ୍ଦୁଝର ୧୦୮.୪୯ ୧୦୭.୭୮ ୦.୭୧
ଖୋର୍ଦ୍ଧା ୧୦୫.୯୭ ୧୦୫.୭୨ ୦.୨୫
କୋରାପୁଟ ୧୧୦.୬୮ ୧୧୦.୩୬ ୦.୩୨
ମାଲକାନଗିରି ୧୧୧.୬୪ ୧୧୧.୪୮ ୦.୧୬
ମୟୁରଭଞ୍ଜ ୧୦୬.୯୩ ୧୦୬.୭୯ ୦.୧୪
ନବରଙ୍ଗପୁର ୧୧୧.୦୨ ୧୦୯.୮୨ ୧.୨
ନୟାଗଡ଼ ୧୦୬.୩୬ ୧୦୬.୨ ୦.୧୬
ନୂଆପଡ଼ା ୧୦୮.୮୩ ୧୦୯.୧୪ -୦.୩୧
ପୁରୀ ୧୦୬.୩୬ ୧୦୬.୦୨ ୦.୩୪
ରାୟଗଡ଼ା ୧୦୯.୯ ୧୦୮.୭୩ ୧.୧୭
ସମ୍ବଲପୁର ୧୦୬.୧୨ ୧୦୭.୦୬ -୦.୯୪
ସୋନପୁର ୧୦୭.୫୭ ୧୦୭.୨୮ ୦.୨୯
ସୁନ୍ଦରଗଡ ୧୦୬.୧୫ ୧୦୬.୦୮ ୦.୦୭
ସହର ଆଜିର ଦର ଗତକାଲିର ଦର ପରିବର୍ତ୍ତିତ ଦର
ଅନୁଗୁଳ ୯୭.୬୨ ୯୭.୩୬ ୦.୨୬
ବାଲେଶ୍ୱର ୯୬.୦୪ ୯୬.୦୨ ୦.୦୨
ବରଗଡ ୯୬.୯୩ ୯୬.୪୭ ୦.୪୬
ଭଦ୍ରକ ୯୬.୫୧ ୯୬.୧୪ ୦.୩୭
ଭୁବନେଶ୍ୱର ୯୫.୮୮ ୯୫.୫୮ ୦.୩
ବଲାଙ୍ଗୀର ୯୮.୩୯ ୯୮.୧୨ ୦.୨୭
ବୌଦ୍ଧ ୯୭.୯ ୯୮.୧ -୦.୨
କଟକ ୯୬.୦୬ ୯୫.୬୯ ୦.୩୭
ଦେବଗଡ଼ ୯୭.୧୧ ୯୬.୪୧ ୦.୭
ଢେଙ୍କାନାଳ ୯୬.୭୪ ୯୬.୬୨ ୦.୧୨
ଗଜପତି ୯୮.୩୫ ୯୮.୦୫ ୦.୩
ଗଞ୍ଜାମ ୯୬.୫୪ ୯୭.୧୫ -୦.୬୧
ଜଗତସିଂହପୁର ୯୫.୯୩ ୯୫.୩୯ ୦.୫୪
ଯାଜପୁର ୯୬.୪୫ ୯୬.୨୩ ୦.୨୨
ଝାରସୁଗୁଡ଼ା ୯୬.୦୨ ୯୬.୧ -୦.୦୮
କଳାହାଣ୍ଡି ୯୮.୮୪ ୯୯.୨୭ -୦.୪୩
କନ୍ଧମାଳ ୯୭.୬୧ ୯୮.୨୬ -୦.୬୫
କେନ୍ଦ୍ରାପଡା ୯୫.୮୮ ୯୫.୫୧ ୦.୩୭
କେନ୍ଦୁଝର ୯୮.୨୮ ୯୭.୫୩ ୦.୭୫
ଖୋର୍ଦ୍ଧା ୯୫.୮୮ ୯୫.୫୮ ୦.୩
କୋରାପୁଟ ୧୦୦.୪୩ ୧୦୦.୦୬ ୦.୩୭
ମାଲକାନଗିରି ୧୦୧.୩୬ ୧୦୧.୧୪ ୦.୨୨
ମୟୁରଭଞ୍ଜ ୯୬.୮୨ ୯୬.୬୨ ୦.୨
ନବରଙ୍ଗପୁର ୧୦୦.୭୬ ୯୯.୫୪ ୧.୨୨
ନୟାଗଡ଼ ୯୬.୨୫ ୯୬.୦୩ ୦.୨୨
ନୂଆପଡ଼ା ୯୮.୬୫ ୯୮.୮୯ -୦.୨୪
ପୁରୀ ୯୬.୨୫ ୯୫.୮୭ ୦.୩୮
ରାୟଗଡ଼ା ୯୯.୬୬ ୯୮.୪୭ ୧.୧୯
ସମ୍ବଲପୁର ୯୬.୦୪ ୯୬.୮୯ -୦.୮୫
ସୋନପୁର ୯୭.୪୪ ୯୭.୧ ୦.୩୪
ସୁନ୍ଦରଗଡ ୯୬.୦୮ ୯୫.୯୪ ୦.୧୪

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.