Home ଜିଲ୍ଲା ପରିକ୍ରମା ଆଜି ଜାତୀୟ ଭୋଟର ଦିବସ,ମାଇଁ ଭାରତ ପକ୍ଷରୁ ବ୍ୟାପକ ବ୍ୟବସ୍ଥା

ଆଜି ଜାତୀୟ ଭୋଟର ଦିବସ,ମାଇଁ ଭାରତ ପକ୍ଷରୁ ବ୍ୟାପକ ବ୍ୟବସ୍ଥା

10

ଭଦ୍ରକ, ୨୪ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଆସନ୍ତା କାଲି ଜାତୀୟ ଭୋଟର ଦିବସ।ତେଣୁ ଭଦ୍ରକ ଜିଲ୍ଲା ପ୍ରଶାସନ ଙ୍କୁ ସହଯୋଗ କରିବା ପାଇଁ ମେରା ଯୁବ ଭାରତ (ମାଇଁ ଭାରତ ) ପକ୍ଷରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଇଛି।ଭଦ୍ରକ ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ସମ୍ମୁଖରୁ ଏକ ସଚେତନତା ଶୋଭା ଯାତ୍ରା ବାହାରି ଟାଉନ ହଲ ପର୍ଯ୍ୟନ୍ତ ଯିବ। ଏଥିରେ ମାଇଁ ଭାରତ ର ସ୍ୱେଛାସେବୀ ମାନେ ବହୁ ସଂଖ୍ୟାରେ ଯୋଗ ଦେବେ ବୋଲି ସୂଚନା ଦେଇଛନ୍ତି ମାଇଁ ଭାରତ ର ଜିଲ୍ଲା ସଂଯୋଜକ ଏମ ବିଘ୍ନେଶ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.