Home ଜିଲ୍ଲା ପରିକ୍ରମା ଆଗିରିଆ କେନାଲରୁ ଯୁବକଙ୍କ ମୃତଦେହ ଉଦ୍ଧାର

ଆଗିରିଆ କେନାଲରୁ ଯୁବକଙ୍କ ମୃତଦେହ ଉଦ୍ଧାର

16

ଭଦ୍ରକ, ୯ା୫ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) -ଭଦ୍ରକ ଜିଲ୍ଲା ତିହିଡି଼ ଥାନା ତାଳପଦା ପଞ୍ଚାୟତ ଅଧୀନ ଆଗିରିଆ କେନାଲରୁ ଶୁକ୍ରବାର ପୂର୍ବାହ୍ନ ୧୧ଟା ସମୟରେ ଗୁଆମାଳ ପଞ୍ଚାୟତ ଅଧିନ ଗଣେଶ୍ୱରପୁର ଗ୍ରାମର ବେଙ୍ଗ ବାରିକ (୪୫)ନାମକ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର କରାଯାଇଛି କ୍ଷ ଯୁବକ ବେଙ୍ଗ କୌଣସି କାମରେ ତାଳପଦା ଯାଇଥିଲେ କ୍ଷ ସେଠାରୁ ଘରକୁ ଫେରିବା ବେଳେ କେନାଲରେ ପଡ଼ିବା ଯୋଗୁ ତାଙ୍କର ମୃତ୍ୟୁ ଘଟିଥିବା ଜଣାଯାଇଛି କ୍ଷ ପରେ ସ୍ଥାନୀୟ ଲୋକେ ଏ ସମ୍ପର୍କରେ ପୋଲିସକୁ ଜଣାଇଥିଲେ କ୍ଷ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରିଛି କ୍ଷ ଏଥିସହ ପୋଲିସ ଏକ ଅପମୃତ୍ୟୁ ମାମଲା ରୁଜୁକରି ମୃତଦେହକୁ ବ୍ୟବଛେଦ ପାଇଁ ପଠାଇଥିବା ଜଣାଯାଇଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.