Home ଜିଲ୍ଲା ପରିକ୍ରମା ଆଇସ୍‌କ୍ରିମ କାଠି କଳାକୃତିରେ ଗଣତନ୍ତ୍ର ଦିବସର ଶୁଭେଚ୍ଛା। ତ୍ରିରଙ୍ଗାର ଚିତ୍ର ଆଙ୍କି ଭାରତୀୟଙ୍କୁ ଶୁଭେଚ୍ଛା

ଆଇସ୍‌କ୍ରିମ କାଠି କଳାକୃତିରେ ଗଣତନ୍ତ୍ର ଦିବସର ଶୁଭେଚ୍ଛା। ତ୍ରିରଙ୍ଗାର ଚିତ୍ର ଆଙ୍କି ଭାରତୀୟଙ୍କୁ ଶୁଭେଚ୍ଛା

87

ପୁରୀ, ୨୫।୦୧ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) ପୁରୀ କୁମୁଟିପାଟଣାର ଯୁବଶିଳ୍ପୀ ତଥା ଇଲେକ୍ଟ୍ରିକାଲ ଡିପ୍ଲୋମା ତୃତୀୟ ବର୍ଷ ଛାତ୍ର ବିଶ୍ୱଜିତ ନାୟକ ସାଧାରଣତନ୍ତ୍ର ଦିବସ ଉପଲକ୍ଷେ ଏହି ନିଆରା ସୁନ୍ଦର କଳାକୃତି କରିଛନ୍ତି।୭୩ତମ ସାଧାରଣତନ୍ତ୍ର ଦିବସ ପାଇଁ ବିଶ୍ୱଜିତ ଆଇସିକ୍ରିମ କାଠିରେ ଏହି କଳାକୃତି କରିଛନ୍ତି।୬୭୫ଟି ଆଇସକ୍ରିମ କାଠି ବ୍ୟବହାର କରି ସେ ୨ ଫୁଟ ଉଚ୍ଚତା ଓ ୩ ଫୁଟ ଚଉଡା ବିଶିଷ୍ଟ ଏହି କଳାକୃତି ମାଧ୍ୟମରେ ଦେଶର ସହୀଦଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇବା ସହ ବୀର, ଯୋଧ୍ୟା ଓ ରାଷ୍ଟ୍ରନିର୍ମାତାଙ୍କୁ ଉଦ୍ଧେଶ୍ୟରେ ଏହି କଳାକୃତି ସମର୍ପିତ କରିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.