Home ଜିଲ୍ଲା ପରିକ୍ରମା ଆଇପିଏଲ୍ ୨୦୨୨ ର ସୂଚୀ ପ୍ରକାଶିତ – ଜାଣନ୍ତୁ କେଉଁ ଦିନ କାହା କାହା ମଧ୍ୟରେ...

ଆଇପିଏଲ୍ ୨୦୨୨ ର ସୂଚୀ ପ୍ରକାଶିତ – ଜାଣନ୍ତୁ କେଉଁ ଦିନ କାହା କାହା ମଧ୍ୟରେ ହେବ ମ୍ୟାଚ୍

118

ନୂଆ ଦିଲ୍ଲୀ 6-3 (ଓଡ଼ିଆ ପୁଅ) ଆଇପିଏଲ୍ ୨୦୨୨ ର ସୂଚୀ ପ୍ରକାଶିତ ହୋଇଛି। ପ୍ରଥମ ମ୍ୟାଚ୍ ୨୬ ମାର୍ଚ୍ଚରେ ଚେନ୍ନାଇ-କୋଲକାତାରେ ଅନୁଷ୍ଠିତ ହେବ।

ଚେନ୍ନାଇ ସୁପର କିଙ୍ଗ୍ସ ଏବଂ କୋଲକାତା ନାଇଟ୍ ରାଇଡର୍ସ ମଧ୍ୟରେ ୨୬ ମାର୍ଚ୍ଚରେ ପ୍ରଥମ ମ୍ୟାଚ୍‌ ହେବ। ପ୍ରଥମ ମ୍ୟାଚ୍ ମୁମ୍ବାଇର ୱାନକେଡେ ଷ୍ଟାଡିୟମରେ ଦେଖିବାକୁ ମିଳିବ, ଯାହା ସନ୍ଧ୍ୟା ୭.୩୦ ରେ ଆରମ୍ଭ ହେବ।

ଆଇପିଏଲ୍ ୨୦୨୨ ଲିଗର ଶେଷ ମ୍ୟାଚ୍ ୱାଙ୍କେହାଡେ ଷ୍ଟାଡିୟମରେ ୨୨ ମଇ ସନ୍ଧ୍ୟା ୭.୩୦ ରେ ଅନୁଷ୍ଠିତ ହେବ। ଯେଉଁଥିରେ ସନରାଇଜର୍ସ ହାଇଦ୍ରାବାଦ ଏବଂ ପଞ୍ଜାବ କିଙ୍ଗ୍ସର ଦଳ ମୁହାଁମୁହିଁ ହେବେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.