Home କେନ୍ଦୁଝର ଅସରାଏ ବର୍ଷାରେ ଗୋପ ଗ୍ରାମରେ ଜମୁଛି ଆଣ୍ଠୁଏ ପାଣି

ଅସରାଏ ବର୍ଷାରେ ଗୋପ ଗ୍ରାମରେ ଜମୁଛି ଆଣ୍ଠୁଏ ପାଣି

212

ହାଟଡ଼ିହି- ୨/୮ (ଓଡ଼ିଆପୁଅ/ ବିକାଶ ବିଶ୍ଵାଳ) କେନ୍ଦୁଝର ଜିଲ୍ଲା ହାଟଡ଼ିହି ପଂଚାୟତର ଗୋପ ଗ୍ରାମରେ ଅସରାଏ ବର୍ଷା ହେଲେ ଗାଁ ମୁଣ୍ଡ ମନ୍ଦିର ନିକଟରେ ଆଣ୍ଠୁଏ ପାଣି ଜମି ରହୁଛି। ଫଳରେ ଲୋକମାନେ ବାହାରକୁ ବାହାରି ପାରୁ ନାହାନ୍ତି। ଏ ନେଇ ବାରମ୍ବାର ପଞ୍ଚାୟତ ଓ ବ୍ଲକ କର୍ତ୍ତୃପକ୍ଷଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ବି କିଛି ସୁଫଳ ମିଳିନି। ହାଟଡ଼ିହି ବିଡିଓ ଏଥିପ୍ରତି ଦୃଷ୍ଟି ଦେବାକୁ ଗ୍ରାମବାସୀ ମାନେ ଦାବି କରିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.