Home Top News ଅରୁଣାଞ୍ଚଳ ପ୍ରଦେଶରେ ୫.୩ ମ୍ୟାଗ୍ନିଚ୍ୟୁଡର ଭୂମିକମ୍ପ

ଅରୁଣାଞ୍ଚଳ ପ୍ରଦେଶରେ ୫.୩ ମ୍ୟାଗ୍ନିଚ୍ୟୁଡର ଭୂମିକମ୍ପ

24

ନୂଆ ଦିଲ୍ଲୀ ୧୫-୪ (ଓଡ଼ିଆ ପୁଅ) ଆଜି (ଶୁକ୍ରବାର) ସକାଳ ୬.୫୬ ରେ ଉତ୍ତର-ପୂର୍ବ ଅରୁଣାଚଳ ପ୍ରଦେଶରେ ଭୂମିକମ୍ପ ଅନୁଭୂତ ହୋଇଛି।

ରିକ୍ଟର ସ୍କେଲରେ ଭୂକମ୍ପର ତୀବ୍ରତା ୫.୩ ଥିଲା।

ନ୍ୟାସନାଲ ସେଣ୍ଟର ଫର ସେସମୋଲୋଜି ଅନୁଯାୟୀ ଏହି ଭୂମିକମ୍ପର କେନ୍ଦ୍ର ପାଙ୍ଗିନର ଉତ୍ତରରେ ଥିଲା।

ଏ ପର୍ଯ୍ୟନ୍ତ କୌଣସି ହତାହତ ହେବାର ଖବର ଆସିନାହିଁ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.