ଭୁବନେଶ୍ୱର ୩-୧୨ (ଓଡ଼ିଆ ପୁଅ) ବଙ୍ଗୋପ ସାଗରରେ ସୃଷ୍ଟି ଲଘୁଚାପ ଅବପାତର ରୂପ ନେଇସାରିଛି। ଆସନ୍ତା ୧୨ ଘଣ୍ଟା ମଧ୍ୟରେ ଏହା ତୀବ୍ର ହୋଇ ସାମୁଦ୍ରୀକ ଝଡ଼ ଅରେଥାତ୍ ବାତ୍ୟାର ରୂପ ନେବ। ଏହା ଆସନ୍ତା କାଲି ଉତ୍ତର ଆନ୍ଧ୍ରପ୍ରଦେଶ-ଓଡିଶା ଉପକୂଳରେ ପହଞ୍ଚିବ ବୋଲି ଆକଳନ କରିଛି ପାଣିପାଗ ବିଭାଗ।
Depression #intensified into #DeepDepression over #westcentral adjoining #southeast Bay of Bengal at 0530 IST of 3rd Dec 2021 . Very likely to intensify into a #CyclonicStorm during next #12hours & reach north Andhra Pradesh-Odisha coast by tomoorrow moring. pic.twitter.com/DLqrpihXMb
— Meteorological Centre, Bhubaneswar (@mcbbsr) December 3, 2021