Home ଜିଲ୍ଲା ପରିକ୍ରମା ଅଦିନିଆ ବର୍ଷା ଯୋଗୁଁ ମଣ୍ଡିରେ ଭିଜିଲା ହଜାରହଜାର ବସ୍ତା ଧାନ, କଟିନଛଟିନ ଯୋଗୁ ଦୀର୍ଘଦିନ ହେଲା...

ଅଦିନିଆ ବର୍ଷା ଯୋଗୁଁ ମଣ୍ଡିରେ ଭିଜିଲା ହଜାରହଜାର ବସ୍ତା ଧାନ, କଟିନଛଟିନ ଯୋଗୁ ଦୀର୍ଘଦିନ ହେଲା ମଣ୍ଡିରେ ପଡି ରହିଛି ଧାନ

19

ଭଦ୍ରକ, ୨୧ା୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଅଦିନିଆ ବର୍ଷା ଯୋଗୁ ମଣ୍ଡିରେ ଭିଜିଛି କ୍ୱିଂଟାଲ କ୍ୱିଂଟାଲ ଧାନ । ଅଦିନିଆ ଘୂର୍ଣ୍ଣିଝଡ ସହ ଅବିର୍ଶାନ୍ତ ବର୍ଷା ଲାଗି ରହିବା ଫଳରେ କଟିନଛଟିନ ଯୋଗୁ ଆରଡି ଓ ସୁନ୍ଦରପୁର ମଣ୍ଡିରେ ପଡି ରହିଥିବା ହଜାରହଜାର ଧାନବସ୍ତା ଅଦିନିଆ ବର୍ଷାରେ ଭିଜୁଛି। ଉଭୟ ସମବାୟ ସମିତିଃ ପକ୍ଷରୁ କାଁଭାଁ ପଲିଥିନ ପଡିଥିଲେ ମଧ୍ୟ ଚାଷୀମାନଙ୍କର ଅମଳ ଧାନ ମଣ୍ଡିରେ ଭିଜିବାରେ ଲାଗିଛି। ଯାହାକୁ ନେଇ ଏବେ ଚାଷୀମାନେ ଚିନ୍ତାରେ ମୁଣ୍ଡରେ ହାତ ଦେଇଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.