Home ଓଡ଼ିଶା ଅଜଣା ଯୁବକଙ୍କ ଝୁଲନ୍ତା ଶବ ଉଦ୍ଧାର

ଅଜଣା ଯୁବକଙ୍କ ଝୁଲନ୍ତା ଶବ ଉଦ୍ଧାର

50

ନୟାଗଡ଼, ୨୦ା୨ (ଓଡ଼ିଆ ପୁଅ/ସୁରେନ୍ଦ୍ର ନାଥ ପ୍ରଧାନ): ନୟାଗଡ଼ ସଦରଥାନା ଅନ୍ତର୍ଗତ ଗୁପ୍ତପଲ୍ଲୀ ଗ୍ରାମ ନିକଟରେ ଏକ ଅଜଣା ଯୁବକଙ୍କ ଝୁଲନ୍ତା ଶବ ପୋଲିସ ଉଦ୍ଧାର କରିଛି। ଯୁବକଙ୍କ ବୟସ ୩୦ବର୍ଷ ଭିତରେ ହୋଇଥିବା ଆନୁମାନ କରାଯାଉଥିବାବେଳେ ଏହି ବ୍ୟକ୍ତିଙ୍କୁ କେହି ହତ୍ୟା କରି ଏଠାରେ ଝୁଲାଇ ଦେଇଥିବା କୁହାଯାଉଛି। ଯୁବକର ହାତ ଦୁଇଟି ଝୁଲି ରହିଥିବାବେଳେ ଆଣ୍ଠୁ ଦୁଇଟି ପୁରା ଭୂଇଁରେ ଲାଗିଥିବା ଦେଖିବାକୁ ମିଳିଛି। ପୁଲିସ ଘଟଣାସ୍ଥଳରେ ପହଁଚି ଘଟଣା ଅନୁଧ୍ୟାନ କରିବା ସହ ଶବ ବ୍ୟବଚ୍ଛେଦ କରାଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.