Home ଓଡ଼ିଶା ଅଜଣା ଗାଡି ଧକ୍କାରେ ଡାକ୍ତର ଗୁରୁତର

ଅଜଣା ଗାଡି ଧକ୍କାରେ ଡାକ୍ତର ଗୁରୁତର

43

ବଲାଙ୍ଗୀର ୦୫-୧୦ (ଓଡ଼ିଆ ପୁଅ/ସନ୍ତୋଷ କୁମାର ନାୟକ) ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଳକ ଜାତୀୟ ରାଜପଥ ୨୬ ଜାମପଦର ଛକ ନିକଟରେ ଡାକ୍ତରଙ୍କୁ ଅଜଣା ଗାଡି ଧକ୍କା ଦେଇ ଫେରାର ମାରିଥିବା ବେଳେ ଡାକ୍ତର ଜଣଙ୍କୁ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ସୂଚନା ମତେ, ସଇଁନ୍ତଲାର ଡାକ୍ତର ସୁଜାତା ନିଜ ଘରକୁ ଫେରୁଥିବା ସମୟରେ ଏକ ବଲୋରୋ ଗାଡି ଦୃତ ଗତିରେ ଆସୁଥିବା ବେଳେ ପଛ ପଟରୁ ଧକ୍କା ଦେଇ ଫେରାର ମାରିଥିବା ବେଳେ ଡାକ୍ତର ଜଣକ ଗୁରୁତର ଆହତ ହୋଇଥିବା ସ୍ଥାନୀୟ ଲୋକେ ଦେଖିବା ପରେ ଏକ ଆମ୍ବୁଲାନ୍ସ ଯୋଗେ ସଇଁନ୍ତଲା ଡାକ୍ତରଖାନାକୁ ଆଣିଥିବା ବେଳେ ତାଙ୍କର ଅବସ୍ଥା ଅତି ଗୁରୁତର ହେବାରୁ ତାଙ୍କୁ ବଲାଙ୍ଗିର ମେଡିକାଲ କଲେଜ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିବା ଜଣାପଡିଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.