Home ଜିଲ୍ଲା ପରିକ୍ରମା ଅଗ୍ନିକାଣ୍ଡରେ ସର୍ବସ୍ୱ ପୋଡି ପାଉଁଶ ହୋଇଗଲା ଘର

ଅଗ୍ନିକାଣ୍ଡରେ ସର୍ବସ୍ୱ ପୋଡି ପାଉଁଶ ହୋଇଗଲା ଘର

33
?????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????

ଭଦ୍ରକ, ୫ା୪ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲା ଧାମନଗର ବ୍ଲକ ଅନ୍ତର୍ଗତ ଅର୍ଜୁନପୁର ପଂଚାୟତ ର ମମାଦୁଲା ଗ୍ରାମ ର ଶୁଦର୍ଶନ ନାୟକ ଙ୍କ ର ଗୋଟେ ବଡ ବଖରା ଘର ଅଗ୍ନିକାଣ୍ଡ ସର୍ବସ୍ୱ ପୋଡ଼ି ପାଉଁଶ ହୋଇ ଯାଇଚି । ପ୍ରକାଶ ଥାଉକି ଶୁଦର୍ଶନ ଓ ତାଙ୍କ ସ୍ତ୍ରୀ ଏକ ସପ୍ତାହ ତଳେ ହାଇଦ୍ରାବାଦ ଯାଇ ଛନ୍ତି ।ଘରେ ନିଜର ବାଇକି,ଫ୍ରିଯି, ଆଲମିରା, ଶାଇକେଲ, ସମେତ ଗୁରୁତ୍ୱ ପୂର୍ଣ୍ଣ କାଗକ ପତ୍ର ସମେତ ବାସନ ସମେତ ଲକ୍ଷାଧିକ ଟଙ୍କା ର ସାମଗ୍ରୀ ରଖି ଚାବି ପକାଇ ଯାଇଥିଲେ ।ମାତ୍ର ଶୁକ୍ରବାର ରାତି ୧୧ ଟା ସମୟ ରେ ତାଙ୍କ ଘର ପୁରା ପୋଡି ପାଉଁଶ ହୋଇଯାଇଥିଲା ।ଖବର ପାଇ ଧାମନଗର ରୁ ଦମକଳ ବାହିନୀ ପହଂଚିବା ବେଳେ ସବୁ ପୋଡ଼ି ପାଉଁଶ ହୋଇ ଯାଇଥିଲା । ଦୁଃଖକଷ୍ଟ ରେ ମୂଲ ମଜୁରୀ ଲାଗି ଯାହା ଘର ସାମଗ୍ରୀ କରି ଘରେ ସାଇତି ରଖିଥିଲେ କିଛି ମୂହୁର୍ତ ରେ ତାହା ପୋଡି ପାଉଁଶ ହୋଇ ଯାଇଥିଲା । ପୁଣି ଦାଦନ ଖଟିବାକୁ ବାହାର ରାଜ୍ୟକୁ ଯାଇ ଥିବା ବେଳେ ଏ ହି ଦୁଃଖଦ ଘଟଣା ଶୁଣି ସ୍ୱାମୀ ସ୍ତ୍ରୀ ଘରକୁ ଫେରି କେବଳ ପାଉଁଶ କୁ ଦେଖି ଗୁମୁରି ଗୁମୁରି କାନ୍ଦୁ ଥିବାର ଦେଖିବାକୁ ମିଳିଥିଲା ।ଖବର ପାଇ ନଦୀଗାଁ ଆର ଆଇ ଘଟଣା ସ୍ଥଳ ରେ ପହଂଚି ପରିସ୍ଥିତି ଅନୁଧ୍ୟାନ କରିବା ସହ ପଲିଥିନ ଯୋଗାଇ ଦେଇଛନ୍ତି ।ତେବେ ଆବଶ୍ୟକ କାଗଜ ପତ୍ର ଯୋଗାଇ ଦେବାପରେ ସରକାରୀ ସାହାଯ୍ୟ ଯୋଗାଇ ଦେବାକୁ ଆର ଆଇ କହିଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.