Home କୋରାପୁଟ ୨୫ ଲକ୍ଷ ଟଙ୍କା କୋଭିଡ ଅନୁକମ୍ପାମୂଳକ ସହାୟତା ରାଶି ପ୍ରଦାନ କରିବାକୁ କୋରପୁଟ ଓକିଲ ସଂଘର...

୨୫ ଲକ୍ଷ ଟଙ୍କା କୋଭିଡ ଅନୁକମ୍ପାମୂଳକ ସହାୟତା ରାଶି ପ୍ରଦାନ କରିବାକୁ କୋରପୁଟ ଓକିଲ ସଂଘର ନିବେଦନ

126

କୋରାପୁଟ ୦୭-୦୧(ଓଡିଆ ପୁଅ /ରଂଜନ ଦାସ)କୋଭିଡ ମହାମାରୀରେ ଆକ୍ରାନ୍ତ ହୋଇ ମୃତ୍ୟବରଣ କରିଥିବା ସାମ୍ବାଦିକମାନଙ୍କୁ ରାଜ୍ୟ ସରକାର ୧୫ ଲକ୍ଷ ଟଙ୍କା ଅନୁକମ୍ପାମୂଳକ ସହାୟତା ରାଶି ପ୍ରଦାନ କରିଛନ୍ତି ।ଓକିଲମାନେ କାର୍ଯ୍ୟକରୁଥିବା ସମୟରେ କୋଭିଡ ମହାମାରୀରେ ଆକ୍ରାନ୍ତ ହୋଇ ମୃତ୍ୟୁବରଣ କଲେ ରାଜ୍ୟ ସରକାର୨୫ ଲକ୍ଷ ଟଙ୍କା କୋଭିଡ ଅନୁକମ୍ପାମୂଳକ ସହାୟତା ରାଶି ପ୍ରଦାନ କରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟନାୟକଙ୍କୁ କୋରପୁଟ ଓକିଲ ସଂଘର  ସଭାପତି ଅଜିତ ପାତ୍ର ନିବେଦନ କରାଯାଇଥିବା ପ୍ରକାଶ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.